ଘାତକ ସାଜୁଛି ଚାନ୍ଦିପୁରା ଭାଇରସ୍! ୪୧ ଆକ୍ରାନ୍ତ, ୨୭ ମୃତ
ଅହମ୍ମଦାବାଦ,୧୪।୮: ସ୍ବାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ ଜୁନ ୩୦ରୁ ଅଗଷ୍ଟ ୧୨ ମଧ୍ୟରେ ଗୁଜରାଟରେ ୨୩୮ଟି ସନ୍ଦିଗ୍ଧ ଚାନ୍ଦିପୁରା ଭୂତାଣୁ ମାମଲା ଏବଂ ୪୧ଟି ଲାବୋରେଟୋରି-ନିଶ୍ଚିତ ସଂକ୍ରମଣ ରେକର୍ଡ କରାଯାଇଛି। ୪୧ଜଣ ନିଶ୍ଚିତ ରୋଗୀଙ୍କ ମଧ୍ୟରୁ ୨୭ଜଣଙ୍କ ମୃତ୍ୟୁ ହୋଇଥିତ୍ବାବେଳେ…
ଏହି ରାଜ୍ୟରେ ପଶିଲା ନୂଆ ଭାଇରସ୍, କୋମାରେ ପହଞ୍ଚି ଯାଉଛି ମଣିଷ
ଉଦୟପୁର, ୧୬।୦୭: ଗୁଜୁରାଟ ପରେ ଏବେ ଚଣ୍ଡିପୁରା ଭାଇରସ୍ ରାଜସ୍ଥାନରେ ପ୍ରବେଶ କରିଛି। ଏହି ଭାଇରସ୍ର ଲକ୍ଷଣଗୁଡିକ ଉଦୟପୁରର ଆଦିବାସୀ ଅଞ୍ଚଳର ୨ ପିଲାଙ୍କଠାରେ ଦେଖିବାକୁ ମିଳିଛି। ସେଥିମଧ୍ୟରୁ ଗୁଜୁରାଟର ହିମ୍ମତନଗରର ସିଭିଲ ହସ୍ପିଟାଲରେ ଚିକିତ୍ସା ସମୟରେ ଜଣେ ଶିଶୁର ମୃତ୍ୟୁ…

