କେନ୍ଦ୍ରକୁ ରାଜ୍ୟ ତଥ୍ୟ ଦେଉ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୯ା୧୦(ପି.ଟି.): ସମ୍ବିଧାନର ଅନୁଚ୍ଛେଦ ୨୧ ଅଧୀନରେ ଋତୁସ୍ରାବ ବା ମାସିକ ଧର୍ମ ସ୍ବଚ୍ଛତାକୁ ମୌଳିକ ଅଧିକାରର ଏକ ଅଂଶବିଶେଷ ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ। ଏହି ରାୟ କିଭଳି କାର୍ଯ୍ୟକାରୀ ହେଉଛି, ସେନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ…

