ଲୋକସଭା, ୪ ବିଧାନସଭା ନିର୍ବାଚନ: ୩.୪ ଲକ୍ଷ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମାଗିଲା ନିର୍ବାଚନ ଆୟୋଗ ନୂଆଦିଲ୍ଲୀ,୧୪ା୨: ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା ଏବଂ ସିକ୍କିମରେ ହେବାକୁ ଥିବା ଲୋକସଭା ନିର୍ବାଚନ ଏବଂ ବିଧାନସଭା ନିର୍ବାଚନ ସମୟରେ ପର୍ଯ୍ୟାୟକ୍ରମେ ନିୟୋଜନ ପାଇଁ ନିର୍ବାଚନ ଆୟୋଗ (ଇସି) ୩.୪ ଲକ୍ଷ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ) କର୍ମଚାରୀଙ୍କୁ...