‘ଯେପରି ଭାରତ କଲା, ୪୦-୫୦ ବର୍ଷରେ କୌଣସି ଦେଶ ଏପରି କରି ନାହାନ୍ତି’, ୪୧ ଜଣ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରି ଏପରି କହିଲା କାନାଡ଼ା ନୂଆଦିଲ୍ଲୀ,୨୦ା୧୦: କୂଟନୈତିକ ବିବାଦ ମଧ୍ୟରେ କେନ୍ଦ୍ର ସରକାର ଦେଶ ଛାଡିବାକୁ ଚରମାଵାଣୀ ଦେବା ପରେ କାନାଡ଼ା ଏହାର ୪୧ ଜଣ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରି ନେଇଛି। କାନାଡ଼ାର ବିଦେଶ ମନ୍ତ୍ରୀ ମେଲାନୀ ଜୋଲୀ ଗୁରୁବାର ଓଟାୱାରେ ଏକ ସାମ୍ବାଦିକ ସମ୍ମିଳନୀରେ...