ଦୀପାବଳିରେ ୩.୭୫ ଲକ୍ଷ କୋଟି ଟଙ୍କାର କାରବାର କଲେ ବ୍ୟବସାୟୀ, ଚାଇନାକୁ ୧ ଲକ୍ଷ କୋଟି କ୍ଷତି ନୂଆଦିଲ୍ଲୀ,୧୩।୧୧: ଚଳିତ ବର୍ଷର ଦୀପାବଳି ଋତୁ ବଜାରରେ ୩.୭୫ ଲକ୍ଷ କୋଟିରୁ ଅଧିକ ଟଙ୍କାର କାରବାର ଅନେକ ପୂର୍ବ ରେକର୍ଡ ଭାଙ୍ଗିଛି। କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ ଏହି ସୂଚନା...