Tag Archives: bus

ଦ୍ରୁତଗତିରେ ଆସୁଥିଲା ବସ୍‌, ଚକାତଳେ ଫସିଗଲେ ସ୍କୁଟି ଚାଳକ

ଭଞ୍ଜନଗର,୭ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବସ୍‌ଷ୍ଟାଣ୍ଡଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ବେଲଗୁଣ୍ଠା ରୋଡ୍‌ ଛକରେ ଶୁକ୍ରବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ସ୍କୁଟି ଚାଳକ ସାମାନ୍ୟ ଆହତ ହୋଇଛନ୍ତି। କିନ୍ତୁ ଉକ୍ତ ଗୋଲେଇ ଛକଟି…

ବସ୍‌ ଚକାତଳେ ପଶିଗଲା ବାଇକ୍‌, ଆଉ ତା’ ପରେ…

ଛତ୍ରପୁର,୨୫ା୧୦(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ବ୍ରହ୍ମପୁର ନିକଟସ୍ଥ ନରେନ୍ଦ୍ରପୁର ନିକଟରେ ଥିବା ନୟାରା ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଏକ ମିନି ବସ୍‌ ବାଇକ୍‌କୁ ସମ୍ମୁଖ ପଟୁ ଧକ୍କା ଦେବା ଫଳରେ ବାଇକ୍‌ଆରୋହୀ…

ବସ୍‌-ଟ୍ରକ୍‌ ମୁହାଁମୁହିଁ: ଚାଲିଗଲା ୬ ଜଣଙ୍କ ଜୀବନ

ବଣାଇ,୨୫ା୯(ପ୍ରଦୀପ ତ୍ରିପାଠୀ): ଗୁରୁବାର ସକାଳୁ ରାଉରକେଲାରୁ କୋଇଡ଼ା ଅଭିମୁଖେ ଯାଉଥିବା ଲିଙ୍ଗରାଜ ନାମକ ଯାତ୍ରୀବାହୀ ବସ୍‌ ରଙ୍ଗ ରୁଟ୍‌ରେ ଯାଇ ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୧୦…

ଲଗାଣ ବର୍ଷାରେ ପାଟଣା ଅଞ୍ଚଳ ବେହାଲ: ପୋଲ ଉପରେ ବର୍ଷାଜଳ, ଗମନାଗମନ ବ୍ୟାହତ

ପାଟଣା,୨୬ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀନାଳ ଫୁଲିବା ସହ କେତେକ ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଗମନାଗମନ ପ୍ରବାହିତ ହୋଇଛି। ପାଟଣା ଦେଇ ପ୍ରବାହିତ…

ଆଜିଠୁ ସବୁ ରୁଟ୍‌ରେ ଗଡ଼ିବ ବସ୍‌

ଭୁବନେଶ୍ୱର/ ପୁରୀ/ ଗୋପାଳପୁର,୧୨ା୭(ରବିନାରାୟଣ ଜେନା/ ଅଜିତ୍‌ କୁମାର ମହାନ୍ତି/ ନବୀନ ରାଜ ଆଚାରୀ): ରାଜ୍ୟରେ ଶନିବାରଠାରୁ ଘରୋଇ ବସ୍‌ ଚଳାଚଳ ସ୍ବାଭାବିକ ହେବ। ସରକାର ସୁରକ୍ଷା ଯୋଗାଇଦେବାକୁ ସହମତି ପ୍ରକାଶ କରିଥିବାରୁ ସବୁ ରୁଟ୍‌ରେ ଘରୋଇ ବସ୍‌ ଗଡ଼ିବ। ଏନେଇ ଶୁକ୍ରବାର…

ଚଳନ୍ତା ବସ୍‌ରେ ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ ଶୋ’

ଝାରସୁଗୁଡ଼ା,୧୫ା୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ୪୯ ନମ୍ବର ଜାତୀୟ ରାଜପଥ ଏବଂ ବିଜୁ ଏକ୍ସପ୍ରେସ୍‌ ଓ୍ବେ ମରଣଯନ୍ତା ପାଲିଟିଛି। ପ୍ରତିଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟୁଥିଲେ ମଧ୍ୟ ଗାଡ଼ି ମାଲିକ, ହାଇୱେରେ ପାଟ୍ରୋଲିଂ କରୁଥିବା ପୋଲିସ କିମ୍ବା ଜିଲା ପରିବହନ…

ଘରୋଇ ବସ୍‌ କ୍ୟାଣ୍ଟର ମାଲିକଙ୍କ ମନମାନି, ଯାତ୍ରୀ ହନ୍ତସନ୍ତ

ଗଞ୍ଜାମ,୧୨ା୫(ବିଦ୍ୟାଧର ସାହୁ): ଜିଲା ସଦର ମହକୁମା ଛତ୍ରପୁରଠାରୁ ପୁରୁଷୋତ୍ତମପୁର ରାସ୍ତାରେ ଯାତ୍ରୀବାହୀ କ୍ୟାଣ୍ଟର ଓ ବସ୍‌ଗୁଡ଼ିକର ମନମାନି ଯୋଗୁ ଅନେକ ସମୟରେ ଅପେକ୍ଷାରତ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସରକାରୀ କାର୍ଯ୍ୟ ହେଉ କିମ୍ବା ବ୍ୟକ୍ତିଗତ କାର୍ଯ୍ୟରେ ଯାଇଥିବା ଯାତ୍ରୀ…

ଆଜି ବରଗଡ଼ରୁ ଅଯୋଧ୍ୟାକୁ ଗଡ଼ିବ ବସ୍‌, ଜାଣି ରଖନ୍ତୁ ରୁଟ୍‌ ଚାର୍ଟ…

ବରଗଡ଼,୧୦ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ରୁ ଅଯୋଧ୍ୟାକୁ ଏଣିକି ସରକାରୀ ଯାତ୍ରୀବାହୀ ବସ୍‌ ସେବା ମିଳିବ। ସୋମବାର ଏହାର ଶୁଭାରମ୍ଭ ହେବ। ସୋମବାର ସକାଳ ୭ଟା ୩୦ମିନିଟ୍‌ରେ ଏହାର ଶୁଭାରମ୍ଭ କାର୍ଯ୍ୟକ୍ରମ ରହିଛି। ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଏହାର ଶୁଭାରମ୍ଭ କରିବେ।…

ଟ୍ରେଲର ପଛରେ ପିଟିହେଲା ବସ୍‌, ୧୦ ଆହତ

କଟକ,୨୧ା୯: କଟକର ଏନ୍‌ଏଚ୍‌ ୧୬ ଭାଣପୁର ନିକଟରେ ଶନିବାର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରେଲର ପଛରେ ପିଟି ହୋଇଯିବାରୁ ଡ୍ରାଇଭରଙ୍କ ସମେତ ୧୦ ଜଣ ଆହତ ହୋଇଛନ୍ତି। ତେବେ ସମସ୍ତ ଆହତଙ୍କୁ କଟକ ମେଡିକାଲରେ…

ଓଲଟିଲା ବସ୍‌: ୧୯ ଆହତ

ବରଗଡ଼,୯ା୮(ପ୍ରେମାନନ୍ଦ ଖମାରୀ): ଗୁରୁବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ୍‌ ଓଲଟି ୧୯ ଜଣ ଆହତ ହୋଇଛନ୍ତି। ବରଗଡ଼ ଜିଲା ବରପାଲିର କୁଶନପୁରୀ ନିକଟରେ ଡିଭାଇଡରରେ ପିଟି ହୋଇ ବସ୍‌ଟି ଓଲଟି ପଡ଼ିଥିଲା। ଆହତମାନଙ୍କୁ ବରଗଡ଼ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା…

ସ୍ପଷ୍ଟ ଦିବାଲୋକରେ ବସ୍‌ ଭିତରେ ଯୁବତୀଙ୍କୁ ଅସଦାଚରଣ, ଜେଲ୍‌ ଗଲେ ଅଭିଯୁକ୍ତ

ବଡ଼ବିଲ,୭ା୮(ଦେବପ୍ରିୟ ରଣା): କେନ୍ଦୁଝରରୁ ବଡ଼ବିଲ ଆସୁଥିବା ଏକ ଯାତ୍ରୀବାହୀ ବସ୍‌ ଭିତରେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବଡ଼ବିଲ ପୋଲିସ ସଂପୃକ୍ତ ଅଭିଯୁକ୍ତକୁ ବଡ଼ବିଲ ବସ୍‌ଷ୍ଟାଣ୍ଡରୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଗିରଫ…

ଗଛରେ ପିଟିହେଲା ବସ୍‌, ୭ ଗୁରୁତର

ଜଳେଶ୍ୱର,୨୯ା୭: ବାଲେଶ୍ୱର ଜିଲା ବାଲିଆପାଳ-ବସ୍ତା ରାସ୍ତାର କୁଟୁରା ଛକ ନିକଟରେ ସୋମବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯିବାରୁ ବସ୍‌ ଡ୍ରାଇଭରଙ୍କ ସମେତ ୭ ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ବସ୍ତା ମେଡିକାଲରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri