ବାଂଲାଦେଶକୁ ଜୋରଦାର ଝଟ୍କା ଦେଲା ଭାରତ: ଶେଷରେ ପଶ୍ଚାତାପ କରିବା ଛଡା…
ନୂଆଦିଲ୍ଲୀ,୨।୨: ଏଥର କେନ୍ଦ୍ର ବଜେଟ ୨୦୨୬-୨୭ରେ ଭାରତର ବୈଦେଶିକ ସହାୟତା ନୀତି ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେଉଛି। ବାଂଲାଦେଶକୁ ଆବଣ୍ଟିତ ସହାୟତାରେ ଉଲ୍ଲେଖନୀୟ ହ୍ରାସ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ବଜେଟ ବାଂଲାଦେଶକୁ କେବଳ ୬୦ କୋଟି ଯୋଗାଇବାକୁ ନିଷ୍ପତ୍ତି ନେଇଛି,…
ମଧ୍ୟବିତ୍ତଙ୍କ ପାଇଁ ବଜେଟରେ କ’ଣ ଅଛି? ଏହି ପ୍ରଶ୍ନ ଶୁଣି ଏମିତି ରିଆକ୍ସନ ଦେଲେ ଅର୍ଥମନ୍ତ୍ରୀ, ଯାହା ହେଉଛି ଭାଇରାଲ
ନୂଆଦିଲ୍ଲୀ,୨।୨: ରବିବାର, ଫେବୃଆରୀ ୧ରେ ବଜେଟ ୨୦୨୬ ଉପସ୍ଥାପନ ପରେ, ସରକାର ଏହାର ଘୋଷଣାଗୁଡ଼ିକୁ ପ୍ରମୁଖ ସଫଳତା ବୋଲି କହୁଥିବା ବେଳେ, ମଧ୍ୟବିତ୍ତ ବର୍ଗ ପୁଣି ଥରେ ଉପେକ୍ଷିତ ଅନୁଭବ କରୁଛନ୍ତି। ଏହି ସମୟରେ, ବଜେଟ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ ସମୟରେ,…
ମଧ୍ୟବିତ୍ତଙ୍କ ପାଇଁ ବଜେଟର ଏହି ୧୪ ବଡ଼ ଘୋଷଣା, ମିଳିବ ଲାଭ ହିଁ ଲାଭ!
ନୂଆଦିଲ୍ଲୀ,୨।୨: ବଜେଟ 2026 ରେ ବେତନଭୋଗୀ ଏବଂ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଅନେକ ଆଶ୍ୱସ୍ତି ପଦକ୍ଷେପ ଘୋଷଣା କରାଯାଇଥିଲା। ତଥାପି, ଆଗାମୀ ଆର୍ଥିକ ବର୍ଷ ପାଇଁ ଆୟକର ସ୍ଲାବ ଏବଂ ମାନକ ରିହାତିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ବର୍ତ୍ତମାନ ସବୁଠାରୁ…
ବଢ଼ିବକି ଟ୍ରେନଭଡ଼ା? ବଜେଟରେ ସରକାର ଦେଲେ ଏହି ବଡ଼ ସଙ୍କେତ
ନୂଆଦିଲ୍ଲୀ,୨।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ନବମ ଥର ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି । ତାଙ୍କର ପ୍ରାୟ ଦେଢ଼ ଘଣ୍ଟାର ଭାଷଣରେ, କେନ୍ଦ୍ର ଅର୍ଥମନ୍ତ୍ରୀ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ଅନେକ ଘୋଷଣା କରିଛନ୍ତି।…
ବଜେଟରେ କୌଣସି କବି ବା କବିତାର ଉଲ୍ଲେଖ କଲେ ନାହିଁ ନିର୍ମଳା
ନୂଆଦିଲ୍ଲୀ,୨।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ଲୋକସଭାରେ ତାଙ୍କର ଲଗାତାର ନବମ ବଜେଟ ଉପସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୀତାରମଣଙ୍କ ପ୍ରାୟ ୮୫ ମିନିଟର ବଜେଟ ଭାଷଣକୁ ‘ଐତିହାସିକ ଏବଂ ଭବିଷ୍ୟତମୁଖୀ’ ବୋଲି ବର୍ଣ୍ଣନା କରିଛନ୍ତି। ଭାଷଣ ଗୁରୁ…
‘ପ୍ରତି ଘରକୁ ଲକ୍ଷ୍ମୀ ଆସିଲେ’, Budgetରେ ଏମିତି କ’ଣ କଲେ ଅର୍ଥମନ୍ତ୍ରୀ? ଜାଣନ୍ତୁ…
ନୂଆଦିଲ୍ଲୀ,୨।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ରବିବାର, ଫେବୃଆରୀ ୧, ୨୦୨୬ରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ Budget ଉପସ୍ଥାପନ କରିଥିଲେ। ସବୁଥର ପରି, ଏଥର ବି ଅର୍ଥମନ୍ତ୍ରୀଙ୍କ ବଜେଟରେ ମହିଳାମାନଙ୍କ ପାଇଁ କିଛି ସ୍ବତନ୍ତ୍ର ଉପହାର ଅନ୍ତର୍ଭୁକ୍ତ କରାଯାଇଛି। ଲକ୍ଷପତି…
ସ୍ବାସ୍ଥ୍ୟ ପାଇଁ ୦.୫%
କ୍ରମାଗତ ୯ମ ଥର ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଫେବୃଆରୀ ୧ରେ ୨୦୨୬-୨୭ ଆର୍ଥିକ ବର୍ଷ ସକାଶେ ବଜେଟ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀଙ୍କ ଭାଷଣ ପରେ ହଠାତ୍ ଶେୟାର ବଜାର ସେନ୍ସେକ୍ସ ୧୮୦୦ରୁ ଊର୍ଦ୍ଧ୍ୱ ପଏଣ୍ଟ ହ୍ରାସ ପାଇଥିଲା। ଆର୍ଥିକ…
ବଜେଟ ଉପରେ ଆଇନଜୀବୀଙ୍କ ପ୍ରତିକ୍ରିୟା, ଭାରତର କର୍ପୋରେଟ ପୁଞ୍ଜି…
ସୁନ୍ଦରଗଡ,୧।୨ (ଜୟ ନାରାୟଣ ମେଣ୍ଡୁଳି): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬ ବଜେଟ ଉପସ୍ଥାପନ କରିଛନ୍ତି । ଏହାପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆଇନଜୀବୀ ଅଶୋକ କୁମାର ଦାଶ କହିଛନ୍ତି, କେନ୍ଦ୍ର ଅର୍ଥମନ୍ତ୍ରୀ ଚିରାଚରିତ ଢଙ୍ଗରେ ଭାରତର କର୍ପୋରେଟ…
‘ଆମ ନାଁ ନାହିଁ’: ବଜେଟ୍ ଦେଖି ଇଣ୍ଟରନେଟ୍ରେ ମଧ୍ୟବିତଙ୍କ ପାଇଁ ମଜାଳିଆ ମିମ୍ସ ଭାଇରାଲ୍
ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ଦେଶର ସାଧାରଣ ଜନତାଙ୍କ ଜୀବନଶୈଳୀରେ ସୁଧାର ଆଣିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। କୃଷି, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ପରିବହନ…
ବଜେଟ ଉପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା, ଲାଭ ଉଠାଇବା ପାଇଁ କେନ୍ଦ୍ରାପଡାରେ…
କେନ୍ଦ୍ରାପଡା,୧।୨(ଜଗନ୍ନାଥ ଧଳ ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଚଳିତ ବର୍ଷର ବଜେଟ ରବିବାର ଉପସ୍ଥାପନ କରିଛନ୍ତି । ଏଥିରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ପାଇଁ ଅର୍ଥ ବ୍ୟବସ୍ଥା କରାଯାଇଛି। କେନ୍ଦ୍ରାପଡା ଜିଲାରେ ଏହି ବଜେଟକୁ ନେଇ କେତେକ ବୁଦ୍ଧିଜୀବୀ ସକରାତ୍ମକ…
ବଜେଟ୍କୁ ନେଇ କ୍ଷୋଭ ପ୍ରକାଶ କଲେ ନବୀନ, କହିଲେ ଡବଲ ଇଞ୍ଜିନ ସରକାର ଓଡ଼ିଶାକୁ…
ଭୁବନେଶ୍ୱର,୧ା୨: କେନ୍ଦ୍ର ସରକାରଙ୍କ ଦ୍ୱାରା ରବିବାର ଉପସ୍ଥାପିତ ବଜେଟ୍କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, ବଜେଟ୍ ଉପରେ ମୁଁ ମୋର ନିରାଶା ପ୍ରକାଶ…
ବଜେଟକୁ ନେଇ ପ୍ରତିକ୍ରିୟା ଦେଲେ ଶିକ୍ଷାବିତ୍, ସବୁ ଦିଗକୁ ଖୁସି…
ଦେବଗଡ,୧ା୨(ଶଶାଙ୍କ ଶେଖର ଝାଙ୍କର): ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୬ ବଜେଟ ଉପସ୍ଥାପିତ କରିଛନ୍ତି । ଏହାପରେ ଶିକ୍ଷାବିତଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଦେବଗଡ ଶିକ୍ଷାବିତ୍ ଡ. ରାମଚନ୍ଦ୍ର ମହାପାତ୍ର କହିଛନ୍ତି ବଜେଟ୍…
Archives


