ମାନ୍ଦାବସ୍ଥାରେ ପ୍ରବେଶ କଲା ବ୍ରିଟେନ୍ ଅର୍ଥନୀତି, ନିର୍ବାଚନ ପୂର୍ବରୁ ସୁନକଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ନୂଆଦିଲ୍ଲୀ,୧୫।୨: ୨୦୨୩ ର ଦ୍ୱିତୀୟାର୍ଦ୍ଧରେ ବ୍ରିଟେନର ଅର୍ଥନୀତି ମାନ୍ଦାବସ୍ଥା ଆଡକୁ ଠେଲି ହୋଇଯାଇଛି। ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାକୁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପାଇଁ ୨୦୨୪ ନିର୍ବାଚନ ପୂର୍ବରୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବ୍ରିଟେନର… Posts pagination Newer posts 1 2