“୨୦୨୪ ନିର୍ଵାଚନ ପାଇଁ ବହୁତ କାମ ଅଛି”: କୁସ୍ତିରୁ ‘ସନ୍ୟାସ’ ନେଲେ ବ୍ରିଜ ଭୂଷଣ ନୂଆଦିଲ୍ଲୀ,୨୪ା୧୨: ଭାଜପା ଏମପି ତଥା ଭାରତୀୟ କୁସ୍ତି ସଂଘର ପୂର୍ବତ୍ତନ ସଭାପତି ବ୍ରିଜଭୂଷଣ ଶରଣ ସିଂହ ରବିବାର ଏକ ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏହି ସମୟରେ ଗଣ୍ଡାରେ କୁସ୍ତି ପ୍ରତିଯୋଗିତା କରିବା ନେଇ ପ୍ରତିକ୍ରିୟା...