ଆର୍ଏସ୍ଏସ୍ ସହ ଭାଜପାର ସମ୍ପର୍କ ହେଲା ଖରାପ
ନୂଆଦିଲ୍ଲୀ,୧୪ା୬: ଲୋକ ସଭା ନିର୍ବାଚନର ଫଳାଫଳ ଆଶା ଅନୁଯାୟୀ ଭାଜପା ପ୍ରଦର୍ଶନ କରିପାରି ନାହିଁ। ନିର୍ବାଚନ ପୂର୍ବରୁ ଭାଜପା ନେତାମାନେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନ(ଆର୍ଏସ୍ଏସ୍)ରୁ ନିଜକୁ ଦୂରେଇ ରଖିବା ଆରମ୍ଭ କରିଥିଲେ। ଏହି କାରଣରୁ ଭାଜପା ୨୪୦ ସିଟ୍ରେ ସୀମିତ…
ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପେମା ଖାଣ୍ଡୁ
ନୂଆଦିଲ୍ଲୀ, ୧୩।୬: ଅରୁଣାଚଳ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପୁଣିଥରେ ବାଜିମାତ୍ କରି ସରକାର ଗଠନ କରିଛି । ଲଗାତାର ତୃତୀୟଥର ପାଇଁ ସରକାର ଗଠନ କରିଛି ଦଳ । ଏଥିସହିତ ତୃତୀୟଥର ପାଇଁ ମଧ୍ୟ ପେମା ଖାଣ୍ଡୁ ମୁଖ୍ୟମନ୍ତ୍ରୀ ଭାବେ…
ରାଜ୍ୟ ସଭାରେ ବିଗିଡ଼ିବ ଇଣ୍ଡିଆ ମେଣ୍ଟ, ଏତିକି ସିଟ୍ ନେଇଯିବ ଏନ୍ଡିଏ
ନୂଆଦିଲ୍ଲୀ,୧୩ା୬: ଲୋକ ସଭା ନିର୍ବାଚନ ସମାପ୍ତ ହୋଇଛି। ବର୍ତ୍ତମାନ ହେଉଛି ରାଜ୍ୟ ସଭା ଉପ-ନିର୍ବାଚନର ପର୍ଯ୍ୟାୟ। ୧୦ଟି ଖାଲି ସିଟ୍ ପାଇଁ ରାଜ୍ୟ ସଭା ସଚିବାଳୟ ଦ୍ୱାରା ଉପ-ନିର୍ବାଚନ ଘୋଷଣା କରାଯାଇଛି। ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରାଯାଇଛି ଯେ,…
ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ୍
ଭୁବନେଶ଼୍ବର, ୧୩।୬: ନିର୍ବାଚନ ବେଳେ ବୁଥ୍ ଭଙ୍ଗାରୁଜାକୁ ନେଇ ଗିରଫ ହୋଇଥିବା ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ତଳକୋର୍ଟରୁ ଜାମିନ ମିଳିଛି । ପୂର୍ବରୁ ହାଇକୋର୍ଟ ଏହି ମାମଲାରେ ଜାମିନ ମଂଜୁର କରଥିଲେ । ଆଜି ଖୋର୍ଦ୍ଧା JMFCରୁ ତାଙ୍କୁ ଜାମିନ…
ଆର୍ଏସ୍ଏସ୍ ସହ ସମ୍ପର୍କ ନା ନିର୍ବାଚନ ପ୍ରଭାବ? ଓଡ଼ିଶାରେ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରିବାରେ କ’ଣ ରହିଛି ଭାଜପାର ରଣନୀତି….
ଭୁବନେଶ୍ୱର,୧୨।୬: ଭାଜପା ପୁଣିଥରେ ଓଡ଼ିଶାରେ ନୂଆ ଚେହେରା ଦେଇ ସମସ୍ତଙ୍କୁ ଚମକାଇଛି। ନାନାଦି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇ ଦଳ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରିଛି। ପୂର୍ବରୁ ଅନେକ ଲୋକପ୍ରିୟ ବିଧାୟକଙ୍କ ନାମ ଚର୍ଚ୍ଚାରେ ରହିଥିଲେ ହେଁ…
ସୁରମା ମନ୍ତ୍ରୀ ହେବେ ନା ବାଚସ୍ପତି? ଗଲା ଫୋନ୍ କଲ୍
ଭୁବନେଶ୍ୱର,୧୨ା୬: ରାଜ୍ୟରେ ଭାଜପା ପ୍ରଥମଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ବୁଧବାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝି ଶପଥ ନେବେ। ମୋହନ ଶପଥ ନେବା ସହ ତାଙ୍କ ମନ୍ତ୍ରିମଣ୍ଡଳରେ ଆଉ କେଉଁ ମନ୍ତ୍ରୀ ସାମିଲ ହେବେ ସେନେଇ ଏବେଠୁ…
ମୋଦିଙ୍କ ପାଦ ନଛୁଇଁ ଏହି ଷ୍ଟାରଙ୍କ ପାଦ ଛୁଇଁଲେ ଉପ-ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ, ୧୨।୬: ଟିଡିପି ନେତା ଏନ ଚନ୍ଦ୍ରବାବୁ ନାଇଡୁ ବୁଧବାର ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଚନ୍ଦ୍ରବାବୁଙ୍କ ସହ ତାଙ୍କ କ୍ୟାବିନେଟର ଅନେକ ସଦସ୍ୟ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ…
ମୋହନ ସରକାରରେ କିଏ ହେବେ ମନ୍ତ୍ରୀ; କାହାକୁ ମିଳିବ ସୁଯୋଗ? ରେସ୍ରେ ଅଛନ୍ତି ଏସବୁ ହେଭିଓ୍ବେଟ୍..
ଭୁବନେଶ୍ୱର,୧୨।୬: ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ମୋହନ ମାଝୀ ଶପଥ ନେବେ। ଏହାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା ବେଳେ ମୋହନଙ୍କ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ ସୁଯୋଗ ସେନେଇ ଚର୍ଚ୍ଚା ଜୋର ଧରିଛି। ଆଶାୟୀ ବିଧାୟକମାନେ ଫୋନ…
୨୪ରୁ ଆରମ୍ଭ ହେବ ସଂସଦର ପ୍ରଥମ ଅଧିବେଶନ
ନୂଆଦିଲ୍ଲୀ, ୧୨।୬: ଦେଶରେ ଶାନ୍ତିପୂର୍ଣ୍ଣ ଭାବେ ଲୋକ ସଭା ନିର୍ବାଚନ ସରିଛି । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ନେଇସାରିଛନ୍ତି । ୧୮ତମ ଲୋକ ସଭାର ପ୍ରଥମ ଅଧିବେଶନ ଜୁନ୍ ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି…
ସାମ୍ନାକୁ ଆସିଲା ମନ୍ତ୍ରୀଙ୍କ ଲିଷ୍ଟ, ଏହି ବିଧାୟକମାନେ ଆଜି ନେବେ ଶପଥ
ନୂଆଦିଲ୍ଲୀ, ୧୨।୬: ଓଡ଼ିଶା ସମେତ ଆଜି ଅନ୍ଧ୍ର ପ୍ରଦେଶରେ ସରକାର ଗଠନ ହେବ । ଶପଥ ଗ୍ରହଣ କରିବେ ଦୁଇ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ। ଟିଡିପି ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡ଼ୁ ବୁଧବାର ଚତୁର୍ଥଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ…
କଂଗ୍ରେସର ବଡ଼ ଦାବି, ଏଠି ବଦଳିଯିବ ସରକାର !
ନୂଆଦିଲ୍ଲୀ, ୧୧।୬: ଲୋକସଭା ନିର୍ବାଚନ ଫଳାଫଳ ପରେ ମହାରାଷ୍ଟ୍ର ରାଜନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି କି, ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ପରେ ଏକନାଥ ଶିନ୍ଦେ ଗୋଷ୍ଠୀର ଶିବସେନା ଏବଂ ଅଜିତ୍ ପାୱାରଙ୍କ ଏନ୍ସିପିର ବିଧାୟକ ଦଳ…
ଓଡ଼ିଶାରେ ପହଞ୍ଚିଲେ ରାଜନାଥ ସିଂ, ଘୋଷଣା କରିବେ ମୁଖ୍ୟମନ୍ତ୍ରୀଙ୍କ ନାଁ
ଭୁବନେଶ଼୍ବର, ୧୧।୦୬: ଭୁବନେଶ଼୍ବର ବିମାନ ବନ୍ଦରରେ ପହଞ୍ଚିଲେ ଦୁଇ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ। ଓଡ଼ିଶାର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ ଆଜି ବିଧାୟକ ଦଳ ବୈଠକରେ ଯୋଗଦେବା ପାଇଁ ପହଞ୍ଚିଛନ୍ତି…
Archives


