ଜିଲା ପରିଷଦ ନିର୍ବାଚନରେ ବଡ଼ ଟୁଇଷ୍ଟ! ବହୁମତ ସତ୍ତ୍ୱେ ହାରିଲା ଭାଜପା, ବାଜିମାରିଲା କଂଗ୍ରେସ: ହାତରୁ ଗଲା…
ନୂଆଦିଲ୍ଲୀ,୨୬।୧୧: ରାଜସ୍ଥାନରେ ଜିଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ ବ୍ୟାୱର ଜିଲାରୁ ଚମକାଇଦେବା ଭଳି ଫଳାଫଳ ସାମ୍ନାକୁ ଆସିଛି। ଏଠାରେ ବହୁମତ ଥାଇ ମଧ୍ୟ ଭାଜପା ପରାଜିତ ହୋଇଛି। କ୍ରସ ଭୋଟିଂ ଯୋଗୁ କଂଗ୍ରେସର ମମତା ଗୁର୍ଜର ନିର୍ବାଚନ ଜିତିଛନ୍ତି। ୨୭ ଜଣ…

