Tag Archives: BJD

ବିଜେଡିର ବଡ଼ ନେତାଙ୍କୁ ଉଠାଇନେଲା EOW, ରାଜ୍ୟ ରାଜନୀତିରେ ଚହଳ

କଟକ, ୧୯।୯: ବିଜେଡିର ବଡ଼ ନେତାଙ୍କୁ ଉଠାଇ ନେଇଛି EOW। ବିଜେଡିର ପ୍ରମୁଖ ନେତା ଏବଂ ନିମାପଡ଼ା ବିଧାନସଭା ଆସନରେ ପାର୍ଟିର ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକଙ୍କୁ ଆଜି ଆର୍ଥିକ ଅପରାଧ ପୁଲିସ (EOW) ଉଠାଇନେଇଛି। କଟକ ଜିଲାର ବାଦାମବାଡ଼ି ଅଞ୍ଚଳସ୍ଥିତ…

ସାର କଳବଜାର: କୃଷି ଭବନ ଘେରାଉ କରି ବିଜେଡି…

ବଲାଙ୍ଗୀର,୧୯ା୯(ସୁନୀଲ କୁମାର ମହାନ୍ତି): ଜିଲାରେ ସାର କଳାବଜାର ପ୍ରସଙ୍ଗକୁ ନେଇ ବିଜେଡି ପକ୍ଷରୁ ସ୍ଥାନୀୟ କୃଷି ଭବନ ଘେରାଉ କରାଯାଇଥିଲା। କୃଷି ଭବନ ସମ୍ମୁଖରେ ପ୍ରଥମେ ବିଜେଡି ନେତା ଓ କର୍ମୀମାନେ ଚାଷୀଙ୍କ ଗହଣରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିବାଦ…

ମନ୍ମଥଙ୍କ ବିସ୍ଫୋରକ ବୟାନ, କହିଲେ ନବୀନ ମେଡିକାଲରେ ଥିବାବେଳେ ସ୍ପାଏ କ୍ୟାମେରା ନେଇ…

ଭୁବନେଶ୍ୱର,୧୯ା୯: ଶୁକ୍ରବାର ଶ୍ରୀମୟୀ ମିଶ୍ରଙ୍କ ସପକ୍ଷରେ ବିଜେଡି ଏମ୍‌ପି ଦେବାଶିଷ ସାମନ୍ତରାୟ ବାହାରିଥିବାବେଳେ ତାଙ୍କ ପଛେ ପଛେ ବିଜେଡି କର୍ପୋରେଟର ଅଜିତ୍‌ ବେହେରା ମଧ୍ୟ ଶ୍ରୀମୟୀ ଯାହା କହିଛନ୍ତି ଠିକ୍‌ ବୋଲି କହିବା ପରେ ମୁହଁ ଖୋଲିଛନ୍ତି ମନ୍ମଥ ରାଉତରାୟ। ସେ…

ଶ୍ରୀମୟୀଙ୍କ ପାଇଁ ବାହାରିଲେ ଦେବାଶିଷ, କହିଲେ ସେ ଯେତେବେଳେ ଯାହା ବି…

ଭୁବନେଶ୍ୱର,୧୯ା୯: ବିଜେଡିରେ ଚାଲିଥିବା ଅନ୍ତର୍ଦ୍ୱନ୍ଦ୍ୱ ଦିନକୁ ଦିନ ପଦାରେ ପଡୁଛି। ଦଳର ବରିଷ୍ଠ ନେତାମାନେ ଜଣଙ୍କ ପରେ ଜଣେ ଅସନ୍ତୋଷ ଝାଡୁଛନ୍ତି। ଏହା ମଧ୍ୟରେ ଦଳର ବରିଷ୍ଠ ନେତା ତଥା ଏମ୍‌ପି ଦେବାଶିଷ ସାମନ୍ତରାୟ ମଧ୍ୟ ମୁହଁ ଖୋଲିଛନ୍ତି। ଶ୍ରୀମୟୀ ମିଶ୍ରଙ୍କ…

ନବୀନଙ୍କ ଚାମ୍ବରରେ ସରିଲା କଂଗ୍ରେସର ବୈଠକ, ସଂଧ୍ୟା ୫ରେ ବଡ଼ ଘୋଷଣା

ଭୁବନେଶ୍ୱର,୧୮।୯: ରାଜ୍ୟ ସରକାର ବିରୋଧରେ ଅନାସ୍ଥା ଆଣିଲା କଂଗ୍ରେସ । ବିଧାନସଭା ସଚିବଙ୍କ ଜରିଆରେ ବାଚସ୍ପତିଙ୍କୁ ଚିଠି ଦେଇଛି କଂଗ୍ରେସ । ପ୍ରସ୍ତାବ ସପକ୍ଷରେ ୧୫ ବିଧାୟକଙ୍କ ସମର୍ଥନ ଥିବା ଜଣାଇଲା ଦଳ । ସେପଟେ କଂଗ୍ରେସ ବିଧାୟକମାନେ ବିଜେଡି ବିଧାୟକଙ୍କ…

କାହା ଇସାରାରେ ଶ୍ରୀମୟୀ କରୁଛନ୍ତି ଟାର୍ଗେଟ? ଜଣାପଡିଗଲା…

ଭୁବନେଶ୍ୱର, ୧୮।୯: ଓଡ଼ିଶା ରାଜନୀତିରେ ବଡ଼ ହଲଚଲ। ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ରାଜନୀତି ସରଗରମ । କେତେବେଳେ ଅନ୍ଧ ଧୃତରାଷ୍ଟ୍ର ତ କେତେବେଳେ ଭଣ୍ଡ ସନ୍ୟାସୀ; ଏମିତି କହି ତେରେଚ୍ଛା ବାଣ ମାରୁଛନ୍ତି ଶ୍ରୀମୟୀ।…

ଆଲୋଚନାକୁ ଯିବେନି, ହୋହଲ୍ଲାକରି ବନ୍ଦ କରିବେ

ଭୁବନେଶ୍ୱର, ୧୮।୯(ସୁନିତ୍‌ ମିଶ୍ର): ବିଧାନସଭାର ମୌସୁମୀ ଅଧିବେଶନ ଗୁରୁବାରଠାରୁ ଆରମ୍ଭହୋଇ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ମୋଟ୍‌ ୭ଟି କାର୍ଯ୍ୟଦିବସ ରହିବ। ତେବେ ବିଧାନସଭାରେ ଶାସକ ଦଳକୁ ଘେରିବା ଲାଗି ବିରୋଧୀ ବିଜେଡି ବିଧାୟକ ଦଳ ବୈଠକରେ…

ହାତ ଧରିଲେ ହରିଶଙ୍କର ରାଉତ, ପାଣ୍ଡିଆନଙ୍କୁ ସମାଲୋଚନା କରି ବିଜେଡି ଛାଡିଥିଲେ

ଭୁବନେଶ୍ୱର,୧୪।୯: ପୂର୍ବତନ ବିଜେଡି ଛାତ୍ର ନେତା ହରିଶଙ୍କର ରାଉତ ଦଳ ଛାଡ଼ିବା ପରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ରେ ଯୋଗଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଏଆଇସିସିର ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ଓ ଓପିସିସି ସଭାପତି ଭକ୍ତଚରଣ ଦାସ ଉପସ୍ଥିତ…

ପ୍ରଫୁଲ୍ଲ ମଲ୍ଲିକ ବିଜେଡିରୁ ନିଲମ୍ବିତ, ପାଣ୍ଡିଆନଙ୍କୁ ଟାର୍ଗେଟ କରି ଦେଇଥିଲେ ବୟାନ

ଭୁବନେଶ୍ୱର,୧୨।୯: ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ଏବଂ କାମାଖ୍ୟାନଗରର ପୂର୍ବତନ ବିଧାୟକ ତଥା ବିଜେଡି ସରକାରରେ ବରିଷ୍ଠ ମନ୍ତ୍ରୀ ଥିବା ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳବିରୋଧୀ କାର୍ଯ୍ୟ ଯୋଗୁଁ ଦଳରୁ ନିଲମ୍ବନ କରାଯାଇଛି। ଏହି ନିଲମ୍ବନ ଦଳର ସୁପ୍ରିମୋ ନବୀନ…

ବିଜେଡି ଛାଡ଼ି ବିଷ ଓଗାଳିଲେ ହରିଶଙ୍କର, କହିଲେ ଏବେ ବି ନବୀନଙ୍କର ଯାଇନି ପାଣ୍ଡିଆନ ପ୍ରୀତି, ଚାମଚା ସାଜିଛନ୍ତି ଏସବୁ ନେତା

ଭୁବନେଶ୍ୱର,୧୧ା୯: ଗୁରୁବାର ବିଜେଡି ଛାଡ଼ିଛନ୍ତି ଛାତ୍ରନେତା ହରିଶଙ୍କର ରାଉତ। ଦଳ ଛାଡ଼ିବା ସହ ପାଣ୍ଡିଆନଙ୍କ ବିରୋଧରେ ବିଷ ଓଗାଳିଛନ୍ତି ହରିଶଙ୍କର। ସେ କହିଛନ୍ତି, ଛାତ୍ର ଓ ଯୁବ ସଭାପତି ଚୟନ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହୋଇଛି। ଏବେବି ପାଣ୍ଡିଆନ ବିଜେଡିକୁ କବ୍‌ଜା କରି…

ମୁହଁ ଖୋଲିଲେ ପ୍ରଫୁଲ୍ଲ, ବିଜେଡି ପରିଚାଳନାକୁ ନେଇ ସିଧା ଟାର୍ଗେଟ୍‌ କରି କହିଲେ ଆଗକୁ ଦଳ ଯଦି…

ଭୁବନେଶ୍ୱର,୧୧ା୯: ଦିନକୁ ଦିନ ବିଜେଡିରେ ଅନ୍ତର୍ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି। ଦଳର ବରିଷ୍ଠ ନେତାମାନେ ଜଣଙ୍କ ପରେ ଜଣେ ସେମାନଙ୍କ ରୋଷ ଝାଡୁଛନ୍ତି। ପୂର୍ବରୁ ଦେବାଶିଷ, ରଣେନ୍ଦ୍ର, ଅରୁଣ, ଭୂପିନ୍ଦରଙ୍କ ପରେ ଏବେ ମୁହଁ ଖୋଲିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ…

ନବୀନ ନିବାସରେ ପହଞ୍ଚିଲା ବାଲେଶ୍ୱର ବିଜେଡି କଳି, ମେଳିରେ ସାମିଲ ହୋଇଛନ୍ତି…

ଭୁବନେଶ୍ୱର,୧୦ା୯: ବାଲେଶ୍ୱରରେ ତୁଟିଲାନି କଳି। ଶେଷରେ ନବୀନ ନିବାସରେ ପହଞ୍ଚିଛି ବାଲେଶ୍ୱର ବିଜେଡି କଳି। ପୂର୍ବତନ ଏମ୍‌ପି ରବୀନ୍ଦ୍ର ଜେନାଙ୍କୁ ଜିଲା ସଭାପତି କରିବା ଦାବି ନେଇ ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦ ସଭାପତି ଓ ପୌରାଧ୍ୟକ୍ଷ ନବୀନ ନିବାସ ଆସିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri