ବଡ଼ ଘୋଷଣା କଲେ ବିକାଶ ଦିବ୍ୟକୀର୍ତ୍ତି, ପ୍ରତ୍ୟେକଙ୍କୁ ଦେବେ ୧୦ ଲକ୍ଷ ନୂଆଦିଲ୍ଲୀ, ୦୨।୦୮: ଦୃଷ୍ଟି କୋଚିଂ ସେଣ୍ଟରର ସଂସ୍ଥାପକ ବିକାଶ ଦିବ୍ୟକୀର୍ତ୍ତି ନିକଟରେ ହୋଇଥିବା ଦୁର୍ଘଟଣାକୁ ନେଇ ବଡ଼ ଘୋଷଣା କରିଛନ୍ତି । ୪ ମୃତ ୟୁପିଏସ୍ସି ପରୀକ୍ଷାର୍ଥୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ସେ ଘୋଷଣା...