ଗଡ଼ିଲା ଆଉ ଏକ ମୁଣ୍ଡ! ବିବାହର ୪୫ ଦିନ ମଧ୍ୟରେ ସ୍ୱାମୀଙ୍କ ହତ୍ୟା କଲା ସ୍ତ୍ରୀ, ମାମୁଁଙ୍କୁ ବିବାହ ପାଇଁ ରଚିଲା ଷଡ଼ଯନ୍ତ୍ର
ନୂଆଦିଲ୍ଲୀ,୩।୭: ବିହାରର ଔରଙ୍ଗାବାଦ ଜିଲାରେ ଏକ ହୃଦୟବିଦାରକ ଘଟଣାରେ, ବିବାହର ମାତ୍ର ୪୫ ଦିନ ମଧ୍ୟରେ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ତାଙ୍କ ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ମେଘାଳୟରେ ଘଟିଥିବା ହନିମୁନ ହତ୍ୟାକାଣ୍ଡକୁ ମନେ ପକାଇ…
ବଜ୍ରପାତ, କୁଆପଥର ବର୍ଷାରେ ୬୧ ମୃତ
ପାଟନା,୧୧।୪: ବିହାରର ବିଭିନ୍ନ ଜିଲାରେ ଗତ ୪୮ ଘଣ୍ଟା ମଧ୍ୟରେ ବଜ୍ରପାତ ଏବଂ କୁଆପଥର ବର୍ଷାରେ ଅନୂ୍ୟନ ୬୧ ଜଣଙ୍କ ମୃତ୍ୟୁ ଘଟିଛି। ନାଳନ୍ଦା ଜିଲାରେ ସର୍ବାଧିକ ଲୋକ ପ୍ରାଣ ହରାଇଛନ୍ତି। ଗୁରୁବାର ଏହି ଜିଲାରେ ୨୨ ଜଣଙ୍କ ମୃତ୍ୟୁ ଘଟିଥିବା…
ବଏଫ୍ରେଣ୍ଡ ସହିତ ଘରୁ ଫେରାର ହୋଇଯାଇଥିଲେ, ରାଗରେ ଝିଅକୁ ହତ୍ୟା କଲେ ବାପା
ପାଟନା,୧୦।୪: ବଏଫ୍ରେଣ୍ଡ ସହିତ ଘରଛାଡ଼ି ଫେରାର ହୋଇଯିବାରୁ ଝିଅକୁ ହତ୍ୟା କଲେ ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି ବିହାରର ସମସ୍ତିପୁର ଅଂଚଳରେ। ୨୫ ବର୍ଷୀୟ ସାକ୍ଷୀ ନାମକ ମହିଳାକୁ ଏପ୍ରିଲ ୭ ତାରିଖରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ଏବଂ…
ତେଜ ପ୍ରତାପ ଯାଦବଙ୍କ ‘ନାଚ ନଚେତ୍ ନିଲମ୍ବିତ’ ଆଦେଶରେ ନାଚିବାରୁ ବିହାର ପୋଲିସ କର୍ମଚାରୀଙ୍କୁ ବହିଷ୍କାର
ନୂଆଦିଲ୍ଲୀ, ୧୬।୩: ବିହାର ବିଧାୟକ ତେଜ ପ୍ରତାପ ଯାଦବଙ୍କ ଅଙ୍ଗରକ୍ଷୀ ଭାବରେ ନିଯୁକ୍ତ ଜଣେ ପୋଲିସ କନଷ୍ଟେବଳଙ୍କୁ ବିଧାୟକଙ୍କ ନିର୍ଦ୍ଦେଶରେ ୟୁନିଫର୍ମ ପିନ୍ଧି ନାଚିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ତାଙ୍କ ପଦବୀରୁ ହଟାଇ ଦିଆଯାଇଛି।…
ନୀତୀଶ କୁମାରଙ୍କୁ ପ୍ରଶଂସା, ଲାଲୁଙ୍କୁ କଟାକ୍ଷ କଲେ ମୋଦି
ଭାଗଲପୁର,୨୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ଭାଗଲପୁରରେ ପହଞ୍ଚି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୯ତମ କିସ୍ତି ଜାରି କରିଛନ୍ତି। ଏହାସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ…
କପି ରୋକିବାରୁ ଗୁଳିମାଡ଼, ଜଣେ ଦଶମ ଛାତ୍ର ମୃତ
ନୂଆଦିଲ୍ଲୀ,୨୧।୨: ଓଡ଼ିଶାରେ ଶୁକ୍ରବାର ଦଶମ ପରୀକ୍ଷା ଆରମ୍ଭ ହୋଇଛି। ସେପଟେ ପଡୋଶୀ ରାଜ୍ୟ ବିହାରରେ ମଧ୍ୟ ଦଶମ ପରୀକ୍ଷା ଚାଲିଛି। ବିହାରର ରୋହତାସ ଜିଲାର ସାସାରାମରେ ପରୀକ୍ଷା ସମୟରେ ହୋଇଛି ବଡ ଅଘଟଣ। ରିପୋର୍ଟ ଅନୁସାରେ, ପରୀକ୍ଷାରେ କପି କରିବା ଅଟକାଇବାରୁ…
୮ ବର୍ଷୀୟାଙ୍କୁ ହତ୍ୟା, ଜାଳିଦେଲେ ସାବତ ମା’
ବକ୍ସର, ୨।୨: ବିହାରର ବକ୍ସର ଜିଲା ଡୁମରାଓ ଥାନା ନୟା ଭୋଜପୁର ଅଞ୍ଚଳରେ ଜଣେ ମହିଳା ନିଜର ୮ ବର୍ଷିୟା ସାବତ ଝିଅଙ୍କୁ ଗଳା ଚିପି ହତ୍ୟା କରିଛନ୍ତି। ଏହାପରେ ସେ ତାଙ୍କ ସାବତ ଝିଅଙ୍କ ମୃତଦେହକୁ ଜାଳି ଦେଇଥିଲେ। ପ୍ରମାଣ ଲୁଚାଇବା…
ଇଞ୍ଜିନ-ପାୱାର କାର ମଧ୍ୟରେ ଚାପି ହୋଇ ମୃତ୍ୟୁ ବରଣ କଲେ ପଏଣ୍ଟସ୍ମ୍ୟାନ୍; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ନୂଆଦିଲ୍ଲୀ,୧୦ା୧୧: ବିହାର ବରାଉଣି ଜଙ୍କସନ୍ରେ ତାଳମେଳ ଅଭାବରୁ ରେଲଓ୍ବେ ପଏଣ୍ଟସ୍ମ୍ୟାନ୍ଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଛି ସାଙ୍ଘାତିକ ସତ। ଭାରତୀୟ ରେଲୱେର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ, ଷଡ଼ଯନ୍ତ୍ର କରି ସହକର୍ମୀଙ୍କୁ ହତ୍ୟା କରିଛନ୍ତି। ରେଲୱେର ତଦନ୍ତ ସମୟରେ ସିସିଟିଭି…
ଗଣବଳାତ୍କାର ଉଦ୍ୟମ:ଅଭିଯୁକ୍ତ ଡାକ୍ତରଙ୍କ ଗୁପ୍ତାଙ୍ଗ କାଟିଦେଲେ ନର୍ସ
ପାଟନା,୧୩ା୯: କୋଲକାତାରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଉତ୍ତେଜନା ଲାଗିରହିଥିବାବେଳେ ବିହାରର ଏକ ଘରୋଇ ହସ୍ପିଟାଲରେ ଜଣେ ନର୍ସଙ୍କୁ ଗଣବଳାତ୍କାର ଉଦ୍ୟମ ହୋଇଛି। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଡାକ୍ତର ରହିଛନ୍ତି, ଯିଏ କି ଉକ୍ତ ହସ୍ପିଟାଲର ପ୍ରଶାସକ।…
ତେଜସ୍ୱୀଙ୍କୁ ଟାର୍ଗେଟ କଲେ ପ୍ରଶାନ୍ତ କିଶୋର; କହିଲେ-”ସେ ଜିଡିପି କ’ଣ ଜାଣନ୍ତି ନାହିଁ, ବିକାଶ ମଡେଲ ବିଷୟରେ…”
ନୂଆଦିଲ୍ଲୀ,୨୫।୮: ରାଜନୈତିକ ରଣନୀତିଜ୍ଞ ତଥା ଜନ ସୁରଜ ସଂଯୋଜକ ପ୍ରଶାନ୍ତ କିଶୋର ରବିବାର ଆରଜେଡି ନେତା ତଥା ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଉପରେ ଆକ୍ରମଣ କରିଛନ୍ତି। ତେଜସ୍ୱୀ ବିହାରର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଥିଲେ, ଯେଉଁଥିରେ…
ରାଜନୀତିକୁ ଓହ୍ଲାଇବେ କି ମୁଖ୍ୟମନ୍ତ୍ରୀଙ୍କ ପୁଅ ? ବଢ଼ିଲା ଚର୍ଚ୍ଚା
ପାଟନା, ୨୮।୦୭: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କୁହନ୍ତି ଯେ ସମ୍ପୂର୍ଣ୍ଣ ବିହାର ମୋ ପରିବାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ କଥାକୁ ନେଇ ମଧ୍ୟ ନୀତୀଶଙ୍କୁ ପ୍ରଶଂସା କରିଛନ୍ତି । ସେ କେବେ ବି ରାଜନୀତିରେ ପରିବାରବାଦକୁ ପ୍ରସୟ…
୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ଲୋକସଭାରେ ଭାଷଣ ଦେଇ ଲଲନ ସିଂ କହିଛନ୍ତି ଯେ ଭାରତୀୟ ଜନତା…
Archives


