ଭୁବନେଶ୍ୱରରେ ୧୦୦ ଏକର ଜମିରେ ନିର୍ମାଣ ହେବ ସାଇନ୍ସ ସିଟି ଓ ମେଗା ବାୟୋଟେକ୍ନୋଲୋଜି ପାର୍କ
ଭୁବନେଶ୍ୱର,୧୧ା୫: ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ଭୁବନେଶ୍ୱରରେ ଏକ ସାଇନ୍ସ ସିଟି ନିର୍ମାଣ କରିବେ। ଏହାର ସୂଚନା ଆଜି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଦେଇଛନ୍ତି। “ରାଜ୍ୟ ସରକାର ଓଡ଼ିଶାରେ ବିଜ୍ଞାନ…
Operation Sindoor: ଅପରେଶନ ସିନ୍ଦୂରର ପ୍ରଭାବ, ଭୁବନେଶ୍ୱରରୁ ବାତିଲ ହେଲା ବିମାନ ଉଡାଣ
ଭୁବନେଶ୍ୱର,୮।୫: ଗୋଟିଏ ପଟେ ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଦେଶରେ ସୁରକ୍ଷାକୁ ଖୁବ ନଜର ଦିଆଯାଉଛି। ସବୁକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ବିମାନ ବନ୍ଦରରୁ ଅସ୍ଥାୟୀ ଭାବେ ବିମାନ ସେବା ବନ୍ଦ କରାଯାଇଛି। ତେବେ…
Video: ଭୁବନେଶ୍ୱରରେ ବ୍ୟବସାୟୀଙ୍କ ଘରେ ପଶି ସୁନା ଅଳଙ୍କାର, ନଗଦ ଟଙ୍କା ଲୁଟ୍; ସାମ୍ନାକୁ ଆସିଲା CCTV ଫୁଟେଜ୍
ଭୁବନେଶ୍ୱର,୨୭ା୪: କିଛି ଦିନର ନୀରବତା ପରେ ରାଜଧାନୀ ଭୁବନେଶ୍ୱରରେ ପୁନର୍ବାର ଏକ ବଡ଼ ଧରଣର ଲୁଟ୍ ଘଟଣା ଘଟିଛି। ଲୁଟେରାମାନେ ଜଣେ ବ୍ୟବସାୟୀଙ୍କ ଘରେ ପଶି ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ଲୁଟି ନେଇଛନ୍ତି। ଲୁଟେରାମାନଙ୍କ କାର୍ଯ୍ୟକଳାପ ସିସିଟିଭିରେ କଏଦ…
ଟ୍ୱିନ୍ ସିଟି ମୁହାଁ କାଳବୈଶାଖୀ: ପ୍ରବଳ ବର୍ଷା, ପବନ ସହିତ ବିଜୁଳି ଘଡଘଡି ସମ୍ଭାବନା
ଭୁବନେଶ୍ୱର,୨୦।୪: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଲାଗି ରହିଛି। ରବିବାର ଅପରାହ୍ଣରେ ରାଜଧାନୀ ଭୁବନେଶ୍ୱର ସମେତ କଟକରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଅନ୍ୟପଟେ ଭୁବନେଶ୍ୱରରେ ଶନିବାର…
Bhubaneswar: ରାଜଧାନୀରେ ବଡ଼ ଅଘଟଣ: ସକାଳୁ ସକାଳୁ ଗୁଳି କରିଦେଲେ
ଭୁବନେଶ୍ୱର,୨୦।୪: ପୂର୍ବ ଶତ୍ରୁତାରୁ ରାଜଧାନୀ ଭୁବନେଶ୍ବରରେ ଫୁଟିଲା ଗୁଳି। ବାଲିପାଟଣାରେ ବିଳମ୍ବିତ ରାତିରେ ଗୁଳି ଫୁଟିଛି। ବାଇକରେ ଆସି ଯୁବକଙ୍କୁ ଗୁଳିମାରି ଚମ୍ପଟ ମାରିଛନ୍ତି ୨ଦୃବୁର୍ତ୍ତ। ଆହତ ଯୁବକଙ୍କ କାନ୍ଧରେ ଗୁଳି ବାଜିଛି। ଆହତ ଯୁବକ ଜଣକ ହେଲେ ଦୀପ୍ତିରଞ୍ଜନ ମହାପାତ୍ର।…
କଟକ, ଭୁବନେଶ୍ୱର, ପୁରୀ ମଧ୍ୟରେ ଚାଲିବ ୩୦ ସେକେଣ୍ଡରେ ଚାର୍ଜ ହେଉଥିବା ହାଇ-ଟେକ୍ ଇଲେକ୍ଟ୍ରିକ ବସ୍
ଭୁବନେଶ୍ୱର,୧୮।୪: ସ୍ଥାୟୀ ଏବଂ ହାଇ-ଟେକ୍ନୋଲୋଜି ସମ୍ପନ୍ନ ସାର୍ବଜନୀନ ପରିବହନ ଆଡ଼କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ, କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଓଡ଼ିଶାରେ ଫ୍ଲାସ୍-ଚାର୍ଜିଂ ଇଲେକ୍ଟ୍ରିକ ବସ୍ ପରିଚାଳନର ପ୍ରସ୍ତାବ ଦେଇଛନ୍ତି। ଏହି ପଦକ୍ଷପ ଦ୍ୱାରା ଭୁବନେଶ୍ୱର…
ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର, ଅପହରଣକାରୀ ଗିରଫ
ଭୁବନେଶ୍ୱର,୧୫।୪: ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର ହୋଇଛି। ପୋଲିସର ଏକ ସ୍ବତନ୍ତ୍ର ଟିମ୍ ବାଲେଶ୍ୱରରୁ ପିଲା ଚୋରଙ୍କୁ ଧରିବା ସହ ଶିଶୁପୁତ୍ରଙ୍କୁ ଉଦ୍ଧାର କରିଛି। ଅନ୍ୟପକ୍ଷେ ପୋଲିସ ଅପହରଣକାରୀଙ୍କୁ ଗିରଫ କରି ଅଧିକ ପଚରାଉଚରା କରୁଛି। ସୂଚନା ଯୋଗ୍ୟ, ଶନିବାର…
ଭୁବନେଶ୍ୱରରେ ପିଲା ଚୋରି! ରାମ ମନ୍ଦିର ପାଖରୁ ଦୃଷ୍ଟିବାଧିତ ମା’ଠାରୁ ଝାମ୍ପି ନେଲେ ଦୁର୍ବୃତ୍ତ
ଭୁବନେଶ୍ୱର,୧୩।୪: ରାଜଧାନୀ ଭୁବନେଶ୍ୱରରେ ମା’ କୋଳରୁ ଝାମ୍ପି ନେଲେ ପିଲା। ଏଭଳି ଏକ ହୃଦୟବିଦାରକ ଘଟଣାରେ, ଶନିବାର ବିଳମ୍ବିତ ରାତିରେ ରାମ ମନ୍ଦିର ନିକଟରେ ଘଟିଛି। ଜଣେ ଦେଢ଼ ବର୍ଷର ଶିଶୁପୁତ୍ରକୁ ତାଙ୍କ ଦୃଷ୍ଟିବାଧିତ ମା’ଠାରୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି।…
୭୮ ବର୍ଷରେ ରାଜଧାନୀ ଭୁବନେଶ୍ୱର: ବିକାଶଧାରାରେ ନୂଆ ସହର
ଦିନ ଥିଲା ଭୁବନେଶ୍ୱର କହିଲେ ଓଲ୍ଡଟାଉନ୍, କପିଳ ପ୍ରସାଦ, କପିଳେଶ୍ୱର ଏବଂ ସାମନ୍ତରାପୁର ଆଦି ଅଞ୍ଚଳକୁ ବୁଝାଉଥିଲା। ଐତିହ୍ୟ, କଳା, ସଂସ୍କୃତି, ପରମ୍ପରା ଥିଲା ଏହି ମନ୍ଦିରମାଳିନୀ ସହରର ସ୍ବତନ୍ତ୍ର ପରିଚୟ। ୪୦ହଜାର ଜନସଂଖ୍ୟାକୁ ନେଇ ଭୁବନେଶ୍ୱରକୁ ରାଜ୍ୟର ରାଜଧାନୀ ଘୋଷଣା…
ଭୁବନେଶ୍ୱରରେ ଏନକାଉଣ୍ଟର ପରେ ଏନକାଉଣ୍ଟର: କୁଖ୍ୟାତ ବ୍ରାଉନସୁଗାର ବ୍ୟବସାୟୀ ଶେଖ ଜାମସେଦକୁ ଗୁଳି
ଭୁବନେଶ୍ୱର,୧୧।୪: ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ଜଣେ କୁଖ୍ୟାତ ବ୍ରାଉନସୁଗାର ବ୍ୟବସାୟୀ ଶେଖ ଜାମସେଦ ଆହତ ହୋଇଛନ୍ତି। କମିଶନରେଟ ପୋଲିସର ସ୍ୱତନ୍ତ୍ର ଅପରାଧ ୟୁନିଟ୍ ଦ୍ୱାରା ଏହି ଅପରେସନ କରାଯାଇଥିଲା। ସୂତ୍ର ଅନୁଯାୟୀ, ଅଞ୍ଚଳରେ ବେଆଇନ…
ଭୁବନେଶ୍ୱରରେ ହେବ ୧୦,୦୦୦ ଆସନ ବିଶିଷ୍ଟ ମେଗା କନଭେନସନ୍ ସେଣ୍ଟର, ଏହି ଅଞ୍ଚଳରେ ନିର୍ମାଣ କରିବ OBCC
ଭୁବନେଶ୍ୱର,୧୦।୪: ରାଜଧାନୀ ଭୁବନେଶ୍ୱରକୁ ଖୁବଶୀଘ୍ର ୧୦,୦୦୦ ଆସନ ବିଶିଷ୍ଟ ମେଗା କନଭେନସନ ସେଣ୍ଟର ମିଳିବ। ଓଡ଼ିଶା ସେତୁ ନିର୍ମାଣ ନିଗମ(OBCC) ଏହାକୁ ECoR ମୁଖ୍ୟାଳୟ ନିକଟରେ ନିର୍ମାଣ କରିବ। ଭୁବନେଶ୍ୱର ସହରକୁ ବିଶ୍ୱ ବ୍ୟବସାୟ ଏବଂ ପର୍ଯ୍ୟଟନର ଏକ କେନ୍ଦ୍ର ଭାବରେ…
୨ ଡ୍ରଗ୍ସ ବେପାରୀଙ୍କୁ ଗିରଫ କଲା କମିଶନରେଟ ପୋଲିସ
ଭୁବନେଶ୍ୱର,୯।୪: ରାଜଧାନୀ ଭୁବନେଶ୍ୱରରେ ବଢିଚାଲିଛି ନିଶା କାରବାର। ସହରର ପ୍ରତ୍ୟେକ ଗଳିବନ୍ଦୀରେ ଥିବା ପାନ ଘୁଟୁକା ଦୋକାନ ଏବଂ ବସ୍ତିମାନଙ୍କରେ ଗଞ୍ଜେଇ ସାଙ୍ଗକୁ ‘ଧଳା ଜହର’ ମଧ୍ୟ ଉପଲବ୍ଧ ହେଉଛି। ଏହାରି ମଧ୍ୟରେ ବୁଧବାର କମିଶନରେଟ ପୋଲିସ ୨ ଡ୍ରଗ୍ସ ବେପାରୀଙ୍କୁ…
Archives


