ଜ୍ଞାନବାପୀ ପରେ ଏବେ ଭୋଜଶାଳାରେ ଏଏସ୍ଆଇର ସର୍ଭେ, ଜାଣନ୍ତୁ କ’ଣ ରହିଛି ପୁରୁଣା ବିବାଦ… ଭୋପାଳ,୨୧ା୩: ମଧ୍ୟପ୍ରଦେଶ ନିକଟ ଭୋଜଶାଳାରେ ଏସ୍ଆଇ ଟିମ୍ ଆସନ୍ତାକାଲି ଅର୍ଥାତ୍ ୨୨ ତାରିଖରୁ ଏକ ସର୍ଭେ କରିବ। ଏହି ସର୍ଭେ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହିନ୍ଦୁ ଫ୍ରଣ୍ଟ୍ ଫର୍ ଜଷ୍ଟିସ ଏହାର ଆବେଦନରେ ଦାବି କରିଛନ୍ତି ଯେ, ମୁସଲମାନମାନଙ୍କୁ...