Tag Archives: bhanjanagar

‘ଗୁଣାତ୍ମକ ଶିକ୍ଷାର ବିକାଶ ହେଲେ ଛାତ୍ରୀଛାତ୍ର ଆଗକୁ ବଢ଼ିପାରିବେ’

ଭଞ୍ଜନଗର,୨ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ରୁଢ଼ାପଦର ଆଶ୍ରମ ବିଦ୍ୟାଳୟର ୨୯ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ଗୌରହରି ବାଡ଼ତ୍ୟାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସେ ବିଦ୍ୟାଳୟର ବିଭିନ୍ନ ସମସ୍ୟାର ନିରାକରଣ ପାଇଁ ଉପସ୍ଥିତ…

ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି ବୁଲା କୁକୁର, ନିୟନ୍ତ୍ରଣ ପାଇଁ କରାଗଲା…

ଭଞ୍ଜନଗର,୪ା୧(ବାବୁଲା ପ୍ରଧାନ): ସରକାରୀ ଅନୁଷ୍ଠାନଗୁଡ଼ିକରେ ଅବାଧରେ ବୁଲା କୁକୁର ଓ ଗାଈ ଗୋରୁ ପ୍ରବେଶ କରି ଅନେକ କ୍ଷତି କରୁଛନ୍ତି। ଯାହାକୁ ନେଇ ବିଭିନ୍ନ ସମୟରେ ଅପ୍ରୀତିକର ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ଏହାକୁ ଏଡ଼ାଇବା ପାଇଁ ସରକାର ବର୍ତ୍ତମାନ ବୁଲା…

ଭଞ୍ଜନଗର ବ୍ଲକରେ ୧୧ କୋଟି ଟଙ୍କାର ତିନୋଟି ରାସ୍ତା ପ୍ରକଳ୍ପର ଶିଳାନ୍ୟାସ

ଭଞ୍ଜନଗର,୨୩ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ପାଇଁ ରବିବାର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୋଟ ତିନୋଟି ରାସ୍ତା ପ୍ରକଳ୍ପର…

ପମ୍ପ ଅଚଳ ଯୋଗୁଁ ଭଞ୍ଜନଗର ସହରକୁ ପାଣି ଯୋଗାଣ ବନ୍ଦ: ନାହିଁ ବିକଳ୍ପ ବ୍ୟବସ୍ଥା

ଭଞ୍ଜନଗର,୯।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଏକ ପ୍ରମୁଖ ରାଜସ୍ୱ ଉପଖଣ୍ଡ ସହର ଭଞ୍ଜନଗରକୁ ୨୪ ଘଣ୍ଟିଆ ଜଳ ଯୋଗାଣ ସୁବିଧା ମିଳିବା କଥା ଥିଲେ ମଧ୍ୟ ଏହା ବହୁ ବର୍ଷ ହେବ କାର୍ଯ୍ୟକାରୀ ହୋଇପାରିନାହିଁ। ଏହି ପରିପ୍ରେକ୍ଷୀରେ, ଶନିବାର ରାତିରୁ ପମ୍ପ…

ଦୁର୍ଗା ପୂଜା ପାଇଁ ଭଞ୍ଜନଗର ଚଳଚଞ୍ଚଳ, ସନ୍ଧ୍ୟାରେ ଜମୁଛି…

ଭଞ୍ଜନଗର,୩୦।୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହର ଦୁର୍ଗା ପୂଜା ପାଇଁ ସହର ଚଳଚଞ୍ଚଳ ହୋଇପଡିଛି। ପ୍ରତିଦିନ ବିଭିନ୍ନ ପୂଜା ମଣ୍ଡପରେ ଭଜନ ସା କାର୍ଯ୍ୟକ୍ରମ ଅନୁଷ୍ଟିତ ହେଉଛି। ସହରର ଜଳସମ୍ପଦ ବିଭାଗ, ରାଜ୍ୟ ସଡକ ପରିବହନ ନିଗମ, ଭଞ୍ଜ ସାହିତ୍ୟ ପରିଷଦ…

ଭଞ୍ଜ ରାଜବଂଶର ମନ୍ଦିର ଏଣିକି ଲୋକେ ବୁଝିବେ, ୧୭ ଜଣିଆ ପରିଚାଳନା କମିଟି ଗଠନ

ଭଞ୍ଜନଗର,୨୪ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର କୁଲାଡ ଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ବୁଧବାର ଏକ ୧୭ ଜଣିଆ ପରିଚାଳନା କମିଟି ଗଠନ ହୋଇଛି। ଏହା ସହିତ ଦୁଇଜଣଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଛି। ନୂତନ କମିଟିର ସଭାପତି ଭାବେ…

ମାନବ ସେବା ହିଁ ମାଧବ ସେବା: ଭଞ୍ଜନଗରରେ NSS କ୍ୟାମ୍ପ ଉଦଯାପିତ

ଭଞ୍ଜନଗର, ୨୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସପ୍ତାହବ୍ୟାପୀ ଜାତୀୟ ସେବା ଯୋଜନା (NSS) କ୍ୟାମ୍ପ ରବିବାର ଉଦଯାପିତ ହୋଇଯାଇଛି। ମୁଖ୍ୟ ଅତିଥି କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥିବୀ ରାଜ ପ୍ରଧାନ ପ୍ରାକୃତିକ ଦୁର୍ବିପାକରେ NSS…

୭୪ ଦିନ ପରେ ସ୍ବାସ୍ଥ୍ୟ ବିଭାଗର ନିଦ ଭାଙ୍ଗିଲା: ଚିକିତ୍ସା ଅବହେଳାରୁ ଗର୍ଭବତୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ

ଭଞ୍ଜନଗର,୧୧।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲରେ ନିଶ୍ଚେତକ ବିଶେଷଜ୍ଞ ଏବଂ ସର୍ଜରୀ ବିଶେଷଜ୍ଞ ପଦବୀ ବହୁ ବର୍ଷ ହେବ ଖାଲି ପଡ଼ିଛି। ଫଳରେ ଏଠାକୁ ଚିକିତ୍ସିତ ହେବାକୁ ଆସୁଥିବା ରୋଗୀମାନେ ଉକ୍ତ ସେବା ପାଇ ନ ପାରି ଘୋର…

ବିଧାନସଭା ଷ୍ଟାଣ୍ଡିଂ କମିଟିର ଗଞ୍ଜାମ ଜିଲା ଗସ୍ତ: ମେଗା ପାନୀୟ ଜଳ ପ୍ରକଳ୍ପର ମନ୍ଥରତାକୁ ନେଇ RWSS, କମ୍ପାନୀକୁ ତାଗିଦ

ଭଞ୍ଜନଗର,୩୦ା୫(ବାବୁଲା ପ୍ରଧାନ)-ବିଧାନସଭା ଷ୍ଟାଣ୍ଡିଂ କମିଟି ଶୁକ୍ରବାର ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଟିମ୍‌ ପ୍ରଥମେ ଜଗନ୍ନାଥପ୍ରସାଦ ବ୍ଲକ ଗାୟଗଣ୍ଡା ଠାରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ବୁଲି ଦେଖିଥିଲେ। ଏହି ସମୟରେ…

ବେଲଗୁଣ୍ଠା, ମୁଜାଗଡ଼, ଲାଲସିଂ ଯାତ୍ରାରେ ଜମୁଛି ଭିଡ଼

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ ଏବଂ ଲାଲସିଂରେ ଏବେ ଠାକୁରାଣୀ ଯାତ୍ରା ଚାଲିଛି। ଏହା ଆସନ୍ତା ୩୦ ତାରିଖରେ ଉଦ୍‌ଯାପିତ ହେବ। ସେହିଭଳି ବେଲଗୁଣ୍ଠା ମା’ ବ୍ରାହ୍ମଣଦେବୀ ଯାତ୍ରା ମଧ୍ୟ ବର୍ତ୍ତମାନ ଚାଲିଛି। ତାହା ଆସନ୍ତା ୧ ତାରିଖରେ…

ଭଞ୍ଜନଗରରେ ଲାଗିଲା ପାକିସ୍ତାନ ମୁର୍ଦ୍ଧାବାଦ ପତାକା

ଭଞ୍ଜନଗର,୪।୫(ବାବୁଲା ପ୍ରଧାନ): ଜମ୍ମୁ କାଶ୍ମୀରର ପହଲଗାମ୍ ଠାରେ ଆତଙ୍କବାଦୀ ମାନେ ୨୬ ଜଣ ପର୍ଯ୍ୟଟକ ଏବଂ ଜଣେ ସଂପୃକ୍ତ ଅଞ୍ଚଳବାସୀଙ୍କୁ ୧୨ ଦିନ ପୂର୍ବେ ହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ପାକିସ୍ତାନ ଏବଂ ଆମ ଦେଶ ମଧ୍ୟରେ ଦିନକୁ ଦିନ…

ମୃତ୍ୟୁକୁ ୩ ଦିନ ବିତିଲାଣି,ଅପରିଚିତ ବ୍ୟକ୍ତିଙ୍କ ପରିଚୟ ଖୋଜୁଛି ଭଞ୍ଜନଗର ପୋଲିସ

ଭଞ୍ଜନଗର,୨୫।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଆଜକୁ କିଛିଦିନ ହେବ ତାତି ବଢ଼ିଯାଇଛି। ପୂର୍ବାହ୍ନ ୧୦ ଟା ହେଲେ ଲୋକେ ଆଉ ଘରୁ ବାହାରିବାକୁ ଭୟ କରୁଛନ୍ତି। ଏହିଭଳି ପରିସ୍ଥିତିରେ ଜଣେ ବ୍ୟକ୍ତି ବୁଧବାର ମଧ୍ୟାହ୍ନରେ ମରାଠି ସାହି ଆଡ଼େ ଯାଇଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri