Tag Archives: BCCI

ଶତକ ହାସଲ ପରେ ବି ନିଜ ଦୁର୍ବଳତା ବିଷୟରେ ଖୋଲି କହିଦେଲେ ବିରାଟ କୋହଲି

ଦୁବାଇ,୨୪।୨: ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଅପରାଜିତ ଶତକ ହାସଲ କରି ଭାରତ ବିଜୟରେ ପ୍ରମୁଖ ହିରୋ ସାଜିଥିଲେ। ଏହି ମ୍ୟାଚ୍‌ରେ ବିରାଟ ୧୧୧ଟି ବଲ୍‌ର ସମ୍ମୁଖୀନ ହୋଇ ଅପରାଜିତ ୧୦୦ ରନ କରିଥିଲେ।...

ୟୁ-ଟର୍ଣ୍ଣ ନେଲା BCCI: ଚାମ୍ପିଅନ୍ସ ଟ୍ରଫି ସମୟରେ କ୍ରିକେଟରଙ୍କ ପରିବାରକୁ ମିଳିଲା ଏପରି ଅନୁମତି

ମୁମ୍ବାଇ,୧୮।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ସମୟରେ ଭାରତୀୟ କ୍ରିକେଟରମାନେ ସେମାନଙ୍କ ପରିବାରକୁ ଗୋଟିଏ ମ୍ୟାଚ୍ ପାଇଁ ସାଥିରେ ନେଇପାରିବେ ବୋଲି ଜଣାପଡ଼ିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଯୋଗ୍ୟତା ଅର୍ଜନ କଲେ ସେମିଫାଇନାଲ ଏବଂ ଫାଇନାଲ ସମେତ ଦୁବାଇରେ ଆଇସିସି...

ଭାରତୀୟ ଦଳ ପାଇଁ ଖୁସିଖବର: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ବିସିସିଆଇ କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୧୮।୨: ଭାରତୀୟ ଦଳ ଫେବୃଆରୀ ୨୦ରୁ ଚାମ୍ପିଅନ୍ସ ଟ୍ରଫିରେ ତା’ର ଅଭିଯାନ ଆରମ୍ଭ କରିବ। ଭାରତୀୟ ଦଳ ବାଂଲାଦେଶର ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। ଭାରତ ବନାମ ବାଂଲାଦେଶ ମ୍ୟାଚ ପୂର୍ବରୁ ଭାରତୀୟ ଖେଳାଳିମାନଙ୍କ ପାଇଁ ଖୁସି ଖବର ଆସିଛି। ନିକଟରେ...

ଅଜିଙ୍କ୍ୟ ରାହାଣେଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ ବିସିସିଆଇ ଚୟନକର୍ତ୍ତା: ସବୁ ଖୋଲି କହିଦେଲେ

ମୁମ୍ବାଇ,୧୭।୨: ବିଦେଶରେ ଦେଶ ପାଇଁ ନିରନ୍ତର ପ୍ରଦର୍ଶନ କରିଥିବା କିଛି ଭାରତୀୟ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଅଜିଙ୍କ୍ୟ ରାହାଣେ ଅନ୍ୟତମ। ଏକଦା ଟେଷ୍ଟ କ୍ରିକେଟରେ ସବୁଠାରୁ ନିର୍ଭରଯୋଗ୍ୟ ନମ୍ବର ୪ ବ୍ୟାଟସମ୍ୟାନ ଥିଲେ। ଗତ ୨ ବର୍ଷ ମଧ୍ୟରେ ତାଙ୍କ ପ୍ରଦର୍ଶନ...

Champions Trophy 2025: ପରିବାରକୁ ସାଥିରେ ନେବେନି ଟିମ୍‌ ଇଣ୍ଡିଆ ଖେଳାଳି

ନୂଆଦିଲ୍ଲୀ,୧୩।୨: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପରେ ଏବେ ଟିମ ଇଣ୍ଡିଆକୁ ଚାମ୍ପିଅନ୍ସ ଟ୍ରଫିରେ ତାର ଶକ୍ତି ପ୍ରଦର୍ଶନ କରିବାକୁ ପଡିବ। ଚାମ୍ପିଅନ୍ସ ଟ୍ରଫି ଫେବୃଆରୀ ୧୯ରୁ ଆରମ୍ଭ ହେଉଛି। ଭାରତୀୟ ଦଳ ଫେବୃଆରୀ ୨୦ରେ ବାଂଲାଦେଶ ବିପକ୍ଷରେ ପ୍ରଥମ...

ବିଶ୍ୱବିଜେତା ଟିମ୍‌ଇଣ୍ଡିଆର ଖେଳାଳିଙ୍କୁ ବିସିସିଆଇ ଦେଲା ‘ଡାଏମଣ୍ଡ ରିଙ୍ଗ’: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୮।୨: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ୨୦୨୪ ଟି-୨୦ ବିଶ୍ୱକପ ଟାଇଟଲ ଜିତିଥିଲା। ଟିମ ଇଣ୍ଡିଆର ବିଜୟ ପରେ, ଏକ ବିଜୟ ପରେଡ ମଧ୍ୟ ଆୟୋଜନ କରାଯାଇଥିଲା। ଏହା ପରେ ପୁରସ୍କାର କାର୍ଯ୍ୟକ୍ରମରେ ଖେଳାଳିମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଭାରତୀୟ...

ମହାପ୍ରଭୁଙ୍କ ଶରଣରେ ଭାରତୀୟ କ୍ରିକେଟର: ସକାଳୁ ସକାଳୁ କଲେ ଦର୍ଶକ

ପୁରୀ, ୭।୨: କଟକର ବାରବାଟୀ ଷ୍ଟାଡିୟମରେ ଆସନ୍ତା ୯ ତାରିଖରେ ହେବ ଭାରତ-ଇଂଲଣ୍ଡ ଦିବାରାତ୍ର ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ। ଚଳିତ ୩ ମ୍ୟାଚ ବିଶିଷ୍ଟ ସିରିଜର ଏହା ହେବ ଦ୍ୱିତୀୟ ଗେମ୍‌। ଏହାପୂର୍ବରୁ ଟିମ ଇଣ୍ଡିଆର ଷ୍ଟାର କ୍ରିକେଟରମାନେ...

ଖେଳାଳିଙ୍କ ଉପରେ ଟଙ୍କା ବର୍ଷା କଲା ବିସିସିଆଇ

ନୂଆଦିଲ୍ଲୀ,୩।୧: ଭାରତ ୧୯ ବର୍ଷରୁ କମ ମହିଳା ଟି-୨୦ ବିଶ୍ୱକପ ଟାଇଟଲ ଜିତିଛି। ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୯ ଉଇକେଟରେ ପରାସ୍ତ କରି ଟିମ ଇଣ୍ଡିଆ ଇତିହାସ ରଚିଛି। ପ୍ରାୟ ୭ ମାସ ପୂର୍ବେ, ଭାରତର ପୁରୁଷ ସିନିୟର ଦଳ...

କଡ଼ା ଭାଷାରେ ସମାଲୋଚନା କରୁଛନ୍ତି ସୁନୀଲ ଗାଭାସ୍କର, BCCI ନିକଟରେ ଅଭିଯୋଗ କଲେ ରୋହିତ

ମୁମ୍ବାଇ, ୨୮।୧: ବର୍ଡର-ଗାଭାସ୍କର ଟ୍ରଫି (BGT) ୨୦୨୪-୨୫ ସମୟରେ ଭାରତର ଟେଷ୍ଟ ଅଧିନାୟକ ରୋହିତ ଶର୍ମାଙ୍କ ଅଷ୍ଟ୍ରେଲିଆ ଗସ୍ତ ଏକ ଚ୍ୟାଲେଞ୍ଜିଂ ଥିଲା। ସେ ବ୍ୟାଟ୍ ଏବଂ ତାଙ୍କ ନେତୃତ୍ୱ ନେବାର ଦକ୍ଷତା ଉପରେ ପ୍ରଶ୍ନ ଘେରକୁ ଆସିଥିଲେ। ପିତୃତ୍ୱ...

ଅନୁଷ୍କାଙ୍କ ଚିନ୍ତାରେ ଖେଳିପାରୁ ନାହାନ୍ତି ବିରାଟ, ବଡ଼ ବୟାନ ଦେଲେ ବରିଷ୍ଠ କ୍ରିକେଟର

ନୂଆଦିଲ୍ଲୀ,୨୪।୧: ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ବ୍ରାଡ ହଗ୍ କହିଛନ୍ତି ଯେ ବର୍ତମାନ ସମୟରେ ଷ୍ଟାର ଇଣ୍ଡିଆ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ଖରାପ ପ୍ରଦର୍ଶନ ପଡ଼ିଆରେ ଘଟୁଥିବା ଘଟଣା ଅପେକ୍ଷା “ବାହାରେ ଘଟୁଥିବା ଘଟଣା” ଯୋଗୁଁ ହୋଇପାରେ। ସେ ଏହା ମଧ୍ୟ...

ଷଡଯନ୍ତ୍ର କରି କ୍ୟାରିୟର ଶେଷ କରିଦେଲେ, ଟିମ୍ ମ୍ୟାନେଜମେଣ୍ଟ ଉପରେ ଲାଗିଲା ବଡ଼ ଅଭିଯୋଗ

କୋଲକାତା,୨୨।୧: ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳର ଚୟନକୁ ନେଇ ଚର୍ଚ୍ଚା ଜାରି ରହିଥିଲା ବେଳେ ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ପ୍ରସଙ୍ଗ ଉଠାଇଛନ୍ତି ପୂର୍ବତନ ବାହାରତୀୟ କ୍ରିକେଟର ଆକାଶ ଚୋପ୍ରା। ସେ ଅଭିଯୋଗ ଲଗାଇଛନ୍ତି ଯେ, ବିସିସିଆଇ ଏବଂ...

ବିଜୟ ହଜାର ଟ୍ରଫି ନ ଖେଳି ଦୁବାଇରେ ସମୟ ବିତାଉଛନ୍ତି ଏହି ଷ୍ଟାର ଖେଳାଳି, ଚାମ୍ପିୟନ୍ସ ଟ୍ରଫି ଦଳରେ ମିଳିବନି ସ୍ଥାନ

ନୂଆଦିଲ୍ଲୀ, ୧୭।୧: ଭାରତୀୟ ଦଳର ଉଇକେଟ କିପର ସଞ୍ଜୁ ସାମସନ ବିଜୟ ହଜାର ଟ୍ରଫି ନ ଖେଳିବା ଚାମ୍ପିୟନ୍ସ ଟ୍ରଫି ଖେଳିବାରୁ ତାଙ୍କୁ ବଞ୍ଚିତ କରିପାରେ। ପୂର୍ବରୁ ବିସିସିଆଇ ଏହା ସ୍ପଷ୍ଟ କରିଛି ଯେ, ଜାତୀୟ ଟିମ୍ ସହିତ ଖେଳୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri