Tag Archives: BCCI

ଏହି ଖେଳାଳିଙ୍କ ପ୍ରତି ଅନ୍ୟାୟ କରିଦେଲେ ଗମ୍ଭୀର, BCCIକୁ ତୀବ୍ର ସମାଲୋଚନା

ନୂଆଦିଲ୍ଲୀ,୨୫।୯: ବେଙ୍ଗଲର ଷ୍ଟାର କ୍ରିକେଟର ଅଭିମନ୍ୟୁ ଇସ୍ୱରନ ଗତ ତିନି ସିଜନ ଧରି ଭାରତୀୟ ଦଳରେ ଅଛନ୍ତି, କିନ୍ତୁ ତାଙ୍କୁ ଏପର୍ଯ୍ୟନ୍ତ ଟେଷ୍ଟ ଡେବ୍ୟୁ କରିବାର ସୁଯୋଗ ମିଳିନାହିଁ। ଇଂଲଣ୍ଡ ଗସ୍ତରେ ମଧ୍ୟ ସେ ଦଳରେ ଥିଲେ, କିନ୍ତୁ ଖେଳିବାର...

ଆଶଙ୍କାରେ ବିରାଟ କୋହଲିଙ୍କ ଦିନିକିଆ ଭବିଷ୍ୟତ, ଚୟନକର୍ତ୍ତାଙ୍କ କଥା ମାନୁ ନାହାନ୍ତି

ମୁମ୍ବାଇ,୨୩।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବିରାଟ କୋହଲିଙ୍କ ସହ ତାଙ୍କ ଦିନିକିଆ ଭବିଷ୍ୟତ ନେଇ ଆଲୋଚନା କରିଥିଲେ, କିନ୍ତୁ କୋହଲିଙ୍କ ତରଫରୁ ‘ଯୋଗାଯୋଗର ଅଭାବ’ ଦେଖାଦେଇଛି ବୋଲି ରିପୋର୍ଟରୁ ଜଣାପଡିଛି। କୋହଲି ଟେଷ୍ଟ ଓ...

ଚେନ୍ନାଇ ସୁପର କିଙ୍ଗର ପୂର୍ବତନ ଖେଳାଳି ହେବେ BCCIର ନୂଆ ପ୍ରେସିଡେଣ୍ଟ

ମୁମ୍ବାଇ,୨୧।୯: ଜମ୍ମୁ ଓ କଶ୍ମୀରରୁ ଭାରତୀୟ ପ୍ରିମିୟର ଲିଗ (IPL) ରେ ଖେଳିଥିବା ପ୍ରଥମ ଖେଳାଳି ମିଥୁନ ମାନହସ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ର ନୂଆ ସଭାପତି ହେବାକୁ ଯାଉଛନ୍ତି। ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ମାନହସ...

ଭାରତୀୟ କ୍ରିକେଟ ଦଳର ନୂଆ ସ୍ପନସର ହେଲା ଏହି କମ୍ପାନୀ, BCCIକୁ ମିଳିବ ଏତିକି ଟଙ୍କା

ମୁମ୍ବାଇ,୧୬।୯: ଭାରତୀୟ କ୍ରିକେଟ ଦଳର ଜର୍ସି ସ୍ପନସର ଭାବେ ଆପୋଲୋ ଟାୟାର୍ସକୁ ୨୦୨୭ ପର୍ଯ୍ୟନ୍ତ ନିଯୁକ୍ତ କରାଯାଇଛି। ଡ୍ରିମ୍‌୧୧କୁ ବାଦ ଦେବା ପରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏହି ନିଷ୍ପତ୍ତି ନେଇଛି। ଆପୋଲୋ ଟାୟାର୍ସ ପ୍ରତି ମ୍ୟାଚ...

India vs Pakistan: ପାକିସ୍ତାନ ସହ ଭାରତ ନ ଖେଳିଲେ କେତେ ଟଙ୍କାର କ୍ଷତି ସହିବ BCCI ?

ଦୁବାଇ,୧୪।୯: ଏପ୍ରିଲ୍‌ରେ ହୋଇଥିବା ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତୀୟଙ୍କ ମନରେ ଏବେ ମଧ୍ୟ ରୋଷ ପ୍ରବଳ ରହିଛି। ଏହାର କାରଣରୁ ଏସିଆ କପ୍‌ ୨୦୨୫ରେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ବୟକଟ୍‌ କରିବାକୁ ଦାବି ବଢ଼ିଛି। ସୋମବାର ରାତି ୮ଟାରେ ଆରମ୍ଭ...

ଆଗାମୀ BCCI ଅଧ୍ୟକ୍ଷ ହେବେ ସଚିନ ତେନ୍ଦୁଲକର? ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ,୧୧।୯: ଭାରତୀୟ କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ ତଥା ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକର ଗୁରୁବାର ଦିନ ସେହି ସମସ୍ତ ଅଟକଳକୁ ଖଣ୍ଡନ କରିଛନ୍ତି, ଯେଉଁଥିରେ କୁହାଯାଉଥିଲା ଯେ ସେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି।...

ଲଣ୍ଡନରେ ଫିଟନେସ ପରୀକ୍ଷା ଦେଲେ ବିରାଟ କୋହଲି, BCCIର କୋହଳ ମନବୃତି ପାଇଁ ଉଠିଲା ପ୍ରଶ୍ନ

ମୁମ୍ବାଇ,୩ା୯: ଭାରତୀୟ କ୍ରିକେଟ ଦଳର ଅଧିକାଂଶ ଖେଳାଳି ବେଙ୍ଗାଲୁରୁରେ ଥିବା ନ୍ୟାସନାଲ କ୍ରିକେଟ ଏକାଡେମୀରେ ଫିଟନେସ ପରୀକ୍ଷା ଦେଉଥିବା ବେଳେ, ବିରାଟ କୋହଲି ଏକମାତ୍ର ସକ୍ରିୟ ଖେଳାଳି ଭାବେ ଲଣ୍ଡନରେ ଏହି ପରୀକ୍ଷା ଦେଇଛନ୍ତି, ଯେଉଁଠାରେ ସେ ବର୍ତ୍ତମାନ ପରିବାର...

ଧୋନିଙ୍କୁ BCCIରୁ ମିଳିଲା ବଡ଼ ଅଫର, ହେଲେ ପୋଲ୍‌ ଖୋଲିଦେଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୩୧।୮: ଭାରତୀୟ ଦଳ ବର୍ତ୍ତମାନ ଏସିଆ କପ ୨୦୨୫ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ। ଏହା ପରେ, ଦଳର ନଜର ଆସନ୍ତା ବର୍ଷ ହେବାକୁ ଥିବା T20 ବିଶ୍ୱକପ ଉପରେ। ଖବର ଅଛି ଯେ ମହେନ୍ଦ୍ର ସିଂହ ଧୋନି ୨୦୨୬ ଟି୨୦...

ଆଜିଠୁ ଏସିଆ କପ୍‌ ହକି, ମୁହାଁମୁହିଁ ହେବେ ୮ ଟିମ୍‌

ପାଟ୍‌ନା,୨୯ା୮: ଆଜି ଅର୍ଥାତ୍‌ ଶୁକ୍ରବାରଠାରୁ ବିହାରରେ ବହୁ ପ୍ରତୀକ୍ଷିତ ଏସିଆ କପ୍‌ ହକି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ଆସନ୍ତା ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ଚାଲିବ। ଏହି ପ୍ରତିଯୋଗିତାରେ ଏସିଆ ମହାଦେଶର ୮ଟି ଟିମ୍‌ ମୁହାଁମୁହିଁ ହେବେ। ପୁଲ...

ଅଧିନାୟକତ୍ବ ନିଷ୍ପତ୍ତିରେ ଫସିଲା BCCI: ଶ୍ରେୟସ ଆୟରଙ୍କୁ ମିଳିପାରେ ଦିନିକିଆ ଅଧିନାୟକ ପଦ

ମୁମ୍ବାଇ,୨୧।୮: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଦିନିକିଆ ଓ ଟି-୨୦ରେ ଅଲଗା ଅଲଗା ଅଧିନାୟକତ୍ବ ନିଷ୍ପତ୍ତି ନେଇଛି। ସୂତ୍ର ଅନୁସାରେ, ଶ୍ରେୟସ ଆୟର ଦିନିକିଆ ଦଳର ପରବର୍ତୀ ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ସ୍ଥାନ ନେବେ। ଅନ୍ୟପକ୍ଷରେ, ଶୁଭମନ...

Bronco Test କ’ଣ: ୬ ମିନିଟ୍‌ ଏହି କାମ ନ କଲେ ଟିମ୍‌ ଇଣ୍ଡିଆରେ ମିଳିବନି ସ୍ଥାନ

ନୂଆଦିଲ୍ଲୀ,୨୧।୮: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଖେଳାଳିଙ୍କ ଫିଟନେସ ପରୀକ୍ଷା କରିବା ପାଇଁ ଏକ ନୂତନ ନିୟମ ପ୍ରଚଳନ କରିଛି। ଏହି ନିୟମର ନାମ ହେଉଛି ବ୍ରୋଙ୍କୋ ଟେଷ୍ଟ। ଏହାକୁ ରଗ୍‌ବିରୁ କ୍ରିକେଟକୁ ନିଆଯାଇଛି। ଏହା ଖେଳାଳିଙ୍କ ଏରୋବିକ...

ଅଗରକରଙ୍କୁ ବଡ଼ ଉପହାର ଦେଲା BCCI

ନୂଆଦିଲ୍ଲୀ,୨୧।୮: ଏସିଆ କପ ୨୦୨୫ ଦଳ ଚୟନ ପରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ଏକ ବିଶେଷ ଉପହାର ଦେଇଛି। ଅଜିତ ଅଗରକରଙ୍କୁ ଜୁନ ୨୦୨୩ରେ ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା କରାଯାଇଥିଲା। ତାଙ୍କର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri