Tag Archives: BCCI

ପାକିସ୍ତାନ ଦାବିକଲା ହାଇବ୍ରିଡ୍ ମଡେଲ: ଭାରତ ଦେଲା କଡ଼ା ଜବାବ

ନୂଆଦିଲ୍ଲୀ,୪।୧୨: ଚାମ୍ପିୟନ୍ସ ଟ୍ରଫିକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଏବଂ ବିସିସିଆଇ ମଧ୍ୟରେ ଚାଲିଥିବା ବିବାଦ ସମାଧାନ ହେବାର ସମ୍ଭାବନା ବାଟ ଫିଟୁନାହିଁ। ହାଇବ୍ରିଡ୍ ମଡେଲ ଗ୍ରହଣ କରିବାକୁ ପାକିସ୍ତାନ ରାଜି ହେବା ପରେ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ…

ଚାମ୍ପିୟନ୍ସ ଟ୍ରଫି ବିବାଦ: ଆଇସିସିର ସ୍ପଷ୍ଟୀକରଣ ଲୋଡ଼ିଲା ପିସିବି

ଲାହୋର,୧୮ା୧୧(ପି.ଟି.): ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ନ ଯିବା ପାଇଁ ଭାରତ ଘୋଷଣା କରି ସାରିଥିବା ବେଳେ ଆଇସିସିର ସ୍ପଷ୍ଟୀକରଣ ଲୋଡିଛି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)। ସୋମବାର ପିସିବି ମୁଖ୍ୟ ମୋହସିନ୍‌ ନକ୍‌ଭୀ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଭାରତ…

ପିଓକେ ଯିବ ନାହିଁ ଚାମ୍ପିୟନ୍ସ ଟ୍ରଫି, ଭାରତର ପ୍ରତିବାଦ ପରେ ଆଇସିସିର ନିଷ୍ପତ୍ତି

ନୂଆଦିଲ୍ଲୀ,୧୫ା୧୧: ଆସନ୍ତା ବର୍ଷ ପାକିସ୍ତାନ ଦ୍ୱାରା ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେବ। ଏହା ପୂର୍ବରୁ ପ୍ରଚାର,ପ୍ରସାର ବା ସହର ପରିକ୍ରମା କରିବା ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପାକିସ୍ତାନକୁ ଟୁର୍ନାମେଣ୍ଟ ଟ୍ରଫି ପଠାଇଛି। ଏହି ଟ୍ରଫି ଗୁରୁବାର (୧୪ ନଭେମ୍ବର) ଇସଲାମାବାଦରେ…

ସୂର୍ଯ୍ୟକୁମାରଙ୍କୁ ଡାଇରେକ୍ଟ ମେସେଜ ଦେଲେ ମହମ୍ମଦ ରିଜୱାନ…

ନୂଆଦିଲ୍ଲୀ,୧୩।୧୧: ଭାରତୀୟ କ୍ରିକେଟ ଟିମକୁ ପାକିସ୍ତାନ ପଠାଇବା ପାଇଁ ଭାରତ ସରକାର ମନା କରିଦେବା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଏବେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ନିକଟରେ ବିସିସିଆଇ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ(ଆଇସିସି)କୁଜଣାଇଥିଲା…

ବିସିସିଆଇ ଟାର୍ଗେଟରେ ସିନିୟର: ୨ ଖେଳାଳିଙ୍କୁ ଦେଇପାରେ ଅବସର

ମୁମ୍ବାଇ,୩ା୧୧: ସିରିଜ୍‌ ହ୍ବାଇଟ୍‌ ଓ୍ବାଶ୍‌ ପରେ ବିସିସିଆଇର ନଜର କିଛି ସିନିୟର ଖେଳାଳିଙ୍କ ଉପରେ ରହିଛି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ଶେଷ ହେବା ପରେ ସିନିୟର ଖେଳାଳି ଦଳରୁ ବାହାର ହୋଇପାରନ୍ତି ବୋଲି ଆଲୋଚନା ହେଉଛି। ବିସିସିଆଇ ରାଡାରରେ ବିରାଟ କୋହଲି,…

ଜୁନିୟର, ମହିଳା କ୍ରିକେଟରଙ୍କ ଲାଗି ବଡ଼ ଘୋଷଣା କଲେ ଜୟ ଶାହା

ନୂଆଦିଲ୍ଲୀ, ୨୬ା୮: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୋମବାର ଘରୋଇସ୍ତରରେ ସମସ୍ତ ମହିଳା ଓ ଜୁନିୟର କ୍ରିକେଟ ପ୍ରତିଯୋଗିତାର ପ୍ଲେୟର ଅଫ୍‌ ଦି ମ୍ୟାଚ ଓ ପ୍ଲେୟର ଅଫ୍‌ ଦି ଟୁର୍ନାମେଣ୍ଟଙ୍କ ଲାଗି ପୁରସ୍କାର ବ୍ୟବସ୍ଥା ଲାଗୁ କରିଛି। ବିସିସିଆଇ…

ଜାରି ହେଲା ଆଇସିସି ୱାନ୍‌ଡେ ରାଙ୍କିଂ, ପ୍ରଥମ ୫ ଜଣଙ୍କ ମଧ୍ୟରେ ୩ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ, ୨୧।୦୮: ଇଣ୍ଟରନାସନାଲ୍‌ କ୍ରିକେଟ୍‌ କାଉନ୍ସିଲ୍‌ ବା ଆଇସିସିର ଦିନିକିଆ ରାଙ୍କିଂରେ ଭାରତୀୟ କ୍ରିକେଟରଙ୍କ ଜଲ୍‌ୱା ପୁଣିଥରେ ଦେଖିବାକୁ ମିଳିଛି । କେବଳ ଭାରତୀୟ ଖେଳାଳି ନୁହଁନ୍ତି, ଗତ ସପ୍ତାହରେ କୌଣସି ମ୍ୟାଚ ଖେଳାଯାଇନଥିଲ। ଏହାପରେ ମଧ୍ୟ ଆଇସିସି ଏହାର ରାଙ୍କିଂ…

ସର୍ଫରାଜ ଖାନ୍‌ଙ୍କ ଅଧିନାୟକତ଼୍ବରେ ଖେଳିବେ ଶ୍ରେୟାସ ଆୟାର ଏବଂ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ, ୧୪।୦୮: ଭାରତୀୟ କ୍ରିକେଟ୍‌ ଟିମ୍‌ ଆଗାମୀ ଗୋଟିଏ ମାସ ପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବ ନାହିଁ । ଏହି କାରଣରୁ ଟିମ୍‌ର ସମସ୍ତ ବରିଷ୍ଠ ଖେଳାଳି ଘରୋଇ ମ୍ୟାଚ୍‌ ଖେଳିବେ । ରୋହିତ ଶର୍ମା ଏବଂ ବିରାଟ କୋହଲି…

ଆଜି ବିସିସିଆଇ କରିପାରେ ବଡ଼ ଘୋଷଣା, କାହାକୁ ମିଳିବ କ୍ୟାପ୍ଟେନ ଦାୟିତ଼୍ବ ?

ନୂଆଦିଲ୍ଲୀ, ୧୭ା୭: ଭାରତୀୟ କ୍ରିକେଟ୍‌ ଟିମ୍‌ ଚଳିତ ମାସର ଶେଷ ଆଡ଼କୁ ଶ୍ରୀଲଙ୍କା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ଟିମ୍‌ ଶ୍ରୀଲଙ୍କା ବିପକ୍ଷରେ ୩ଟି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଏବଂ ୩ ମ୍ୟାଚ୍‌ ବିଶିଷ୍ଟ…

ମିଳିଲା ସୂଚନା, ହାର୍ଦ୍ଦିକ୍‌ ପାଣ୍ଡ୍ୟା ହେବେ କ୍ୟାପ୍ଟେନ୍‌

ନୂଆଦିଲ୍ଲୀ, ୧୬।୦୭: ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ଟି-୨୦ ସିରିଜ୍‌ରେ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦଳର କ୍ୟାପ୍ଟେନ୍‌ ହେବେ ବୋଲି ସୂଚନା ମିିଳିଛି । ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ଟି-୨୦ ସିରିଜ୍‌ରେ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦଳର କ୍ୟାପ୍ଟେନ୍‌ ହେବେ…

ଆଗାମୀ ୱାନ୍‌ଡେ ଖେଳିବେନି ହାର୍ଦ୍ଦିକ୍‌ ପାଣ୍ଡ୍ୟା, BCCIକୁ କହିଲେ କାରଣ

ନୂଆଦିଲ୍ଲୀ, ୧୬।୦୭: ବିଶ଼୍ବକପ୍‌ ବିଜୟ ପରେ ଭାରତୀୟ କ୍ରିକେଟ ଦଳ ଚଳିତ ମାସ ଶେଷଆଡ଼କୁ ଶ୍ରୀଲଙ୍କା ଗସ୍ତରେ ଯିବାକୁ ପ୍ରସ୍ତୁତ ହେଉଛି । ଟିମ ଇଣ୍ଡିଆ ଏହି ଗସ୍ତରେ ଟି -୨୦ ଏବଂ ୱାନ୍‌ଡେ ସିରିଜ ଶ୍ରୀଲଙ୍କା ସହ ଖେଳିବ। ତେବେ…

ମ୍ୟାଚ୍ ସମୟରେ ଗୁଟ୍‌ଖା ବିଜ୍ଞାପନ ବନ୍ଦ କରିବାକୁ ବିସିସିଆଇକୁ କହିପାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୫।୭: କ୍ରିକେଟ ମ୍ୟାଚ୍ ସମୟରେ ଗୁଟ୍‌ଖା ବିଜ୍ଞାପନ ବନ୍ଦ କରିବାକୁ ବିସିସିଆଇକୁ କହିପାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ବିଶେଷ କରି ପ୍ରଖ୍ୟାତ ଅଭିନେତା ଏବଂ କ୍ରିକେଟର ମାନଙ୍କୁ ନେଇ ଷ୍ଟାଡିୟମରେ ବା ଟିଭିରେ ଯେଉଁ ବିଜ୍ଞାପନ ମାନ ପ୍ରଦର୍ଶିତ ହେଉଛି। ନିକଟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri