ବୃକ୍ଷ ମହାଯଜ୍ଞ ଉଦ୍ଘାଟିତ: ବିଭିନ୍ନ କିସମର ଚାରାରୋପଣ କରି ଅତିଥି କହିଲେ ବୃକ୍ଷ ରହିଲେ ଆମେ… ଦିଗପହଣ୍ଡି,୧୩ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ କଲେଜ ଛକ ନିକଟରେ ଥିବା ଥିବା ମା’ ଶ୍ୟାମଳାଇ ବଣିକ ସଂଘର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଗ୍ରାମରେ ବୃକ୍ଷ ମହାଯଜ୍ଞ ଆୟୋଜନ କରାଯାଇଥିଲା। ଗ୍ରାମରେ ବିଶାଳ ସଚେତନତା…