Tag Archives: Bangladesh

ଶେଖ ହାସିନାଙ୍କୁ ଅଲ୍ଟିମେଟମ୍‌, ୨୪ ଜୁନ୍‌ ମଧ୍ୟରେ ସରେଣ୍ଡର ନ କଲେ…

ଢାକା,୨୦।୬: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଲଗାତାର ଭାବେ ବାଂଲାଦେଶର ଆଇନ କଠୋର ହେବାରେ ଲାଗିଛି। ସଦ୍ୟତମ ଘଟଣାକ୍ରମରେ, ବାଂଲାଦେଶ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ହାସିନାଙ୍କୁ ଜୁନ ୨୪ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି। ଟ୍ରିବ୍ୟୁନାଲରେ ଶେଖ…

କିଛି କରିପାରିଲେ ନାହିଁ ୟୁନୁସ ସରକାର: ହାସିନାଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

ଢାକା,୨୦।୬: ବାଲାଂଦେଶରେ ବିଦ୍ରୋହ ପରେ ପ୍ରଥମଥର ପାଇଁ, ଶେଖ ହାସିନାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ-୧ ହାସିନାଙ୍କୁ ମାମଲା ଲଢ଼ିବା ଏବଂ ତାଙ୍କ ପକ୍ଷ ଉପସ୍ଥାପନ କରିବା ପାଇଁ ଜଣେ ଓକିଲ ଯୋଗାଇଛି। ବରିଷ୍ଠ ଆଇନଜୀବୀ…

ପାକିସ୍ତାନର ବଡ଼ ଗେମ୍‌ ପ୍ଲାନ୍‌; ବିପଦରେ ଭାରତ: ଇସଲାମିକ ଦେଶ ହୋଇଯିବ…

ନୂଆଦିଲ୍ଲୀ/ଢାକା,୧୦।୬: ଭାରତର ପଡ଼ୋଶୀ ଦେଶ ବାଂଲାଦେଶ ଆଗାମୀ କିଛି ସପ୍ତାହ ମଧ୍ୟରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ବାଂଲାଦେଶର ପ୍ରସିଦ୍ଧ ଲେଖକ ଏବଂ ସାମ୍ବାଦିକ ସଲାହୁଦ୍ଦିନ ସୋଏବ ଚୌଧୁରୀଙ୍କ ଦ୍ୱାରା ଲିଖିତ ଏକ ଆର୍ଟିକିଲ ଅନୁଯାୟୀ, ମହମ୍ମଦ ୟୁନୁସ…

ବାଂଲାଦେଶରୁ ଆସିଲା ଖୁସି ଖବର, ହିନ୍ଦୁଙ୍କୁ ନେଇ ସରକାର ନେଲେ ଏଭଳି ନିଷ୍ପତ୍ତି

ଢାକା,୨।୬: ବାଂଲାଦେଶରେ ଆର୍ଥିକ ଏବଂ ରାଜନୈତିକ ଅସ୍ଥିରତା ମଧ୍ୟରେ, ଜୁନ ୧, ୨୦୨୫ ରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଇଥିଲା, ଯେତେବେଳେ ଏକ ନୂତନ ମୁଦ୍ରା ଶୃଙ୍ଖଳା ଜାରି କରାଯାଇଥିଲା। ଏଥର ନୂତନ ନୋଟର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଦେଶର…

ବର୍ଡରରେ ଭାରତ-ବାଂଲାଦେଶ ଉତ୍ତେଜନା: ସେନା କଲା ବଡ଼ ଖୁଲାସା

ଢାକା,୨୯।୫: ଭାରତ ସରକାର ଦେଶରେ ରହୁଥିବା ଅବୈଧ ବାଂଲାଦେଶୀମାନଙ୍କୁ ଫେରାଇବା ପାଇଁ ଏକ ଅଭିଯାନ ଆରମ୍ଭ କରିଛନ୍ତି। ବାଂଲାଦେଶ ସରକାର ଦୀର୍ଘ ଦିନ ଧରି ନିଜ ନାଗରିକଙ୍କୁ ଭାରତରେ ଅବୈଧ ଭାବରେ ରହୁଛନ୍ତି ବୋଲି ଅସ୍ବୀକାର କରିଆସୁଛନ୍ତି। କିନ୍ତୁ ବର୍ତ୍ତମାନ ବାଂଲାଦେଶ…

ସୀମାରେ ମୁହାଁମୁହିଁ ହୋଇଗଲେ ଭାରତ-ବାଂଲାଦେଶ ସେନା? ଆଗକୁ…

ଢାକା,୨୭।୫: ଭାରତ-ବାଂଲାଦେଶ ସୀମାରେ ପରିସ୍ଥିତି ପୁଣି ଥରେ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ସଦ୍ୟତମ ଘଟଣାଟି ମଙ୍ଗଳବାର ସକାଳର ଯେତେବେଳେ ଆସାମ-ବାଂଲାଦେଶ ସୀମାର ଦୁଇଟି ଭିନ୍ନ ଭିନ୍ନ ଅଞ୍ଚଳ – କୁରିଗ୍ରାମର ବୋରାଇବାରି ଏବଂ ଆସାମର ମାନକାଚରରେ ଭାରତୀୟ ସୀମା ସୁରକ୍ଷା ବାହିନୀ (BSF)…

ବିଦେଶୀ ମହିଳାଙ୍କୁ ବିବାହ କର ନାହିଁ: କାହିଁକି ନିଜ ଦେଶର ଲୋକଙ୍କୁ ଏମିତି ଅପିଲ୍‌ କଲା ଚାଇନା

ବେଜିଂ/ଢାକା,୨୬।୫: ଶେଖ ହାସିନାଙ୍କ ସମୟରୁ, ଚାଇନା ବାଂଲାଦେଶ ସହିତ ତାର ସମ୍ପର୍କକୁ ମଜଭୁତ କରିଆସୁଛି। କିନ୍ତୁ ସମ୍ପ୍ରତି ଚାଇନା ଦୂତାବାସ ଏକ ନୋଟିସ ଜାରି କରି ବାଂଲାଦେଶର ମହିଳାଙ୍କ ସହିତ ସମ୍ପର୍କ ସ୍ଥାପନ କିମ୍ବା ବିବାହ କରିବା ବିରୋଧରେ ଚାଇନା ନାଗରିକମାନଙ୍କୁ…

ପୁଣି ବାଂଲାଦେଶକୁ କବଜା କରିବ ପାକିସ୍ତାନ? ଜୋର ଧରିଲା ଚର୍ଚ୍ଚା

ଢାକା,୨୫।୫: ବାଂଲାଦେଶ ରାଜନୀତିରେ ବହୁତ ଦିନ ଧରି ଅସ୍ଥିରତା ଲାଗି ରହିଛି। ଏହା ଗତ ବର୍ଷ ଶେଖ ହାସିନା ସରକାରଙ୍କ ପତନ ସହିତ ଆରମ୍ଭ ହୋଇଥିଲା। ବାଂଲାଦେଶରେ ହିଂସାତ୍ମକ ପ୍ରତିବାଦ ପରେ, ଶେଖ ହାସିନାଙ୍କୁ ପ୍ରଧାନମନ୍ତ୍ରୀ ପଦ ଛାଡିବାକୁ ପଡିଲା; ଜୀବନ…

ଇସ୍ତଫା ଚର୍ଚ୍ଚା ଭିତରେ ୟୁନୁସଙ୍କ ବଡ଼ ଘୋଷଣା, ଭାରତକୁ ଶକ୍ତ ଝଟ୍‌କା!

ଢାକା/ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ବିଗିଡୁଥିବା ସମ୍ପର୍କ ମଧ୍ୟରେ ବାଂଲାଦେଶ ସରକାର କୋଲକାତା ସ୍ଥିତ ଏକ ସରକାରୀ ଜାହାଜ ର୍ନିମାଣ କମ୍ପାନୀ ଗାର୍ଡେନ ରିଚ ଶିପ୍ବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ ଲିମିଟେଡ (ଜିଆର୍‌ଏସଇ) ସହିତ ୧୮୦.୨୫ କୋଟି ଟଙ୍କାର ଏକ ପ୍ରତିରକ୍ଷା…

ଇସ୍ତଫା ଦେବେ ୟୁନୁସ! ବାଂଲାଦେଶରେ ବଡ଼ ହଲଚଲ

ଢାକା,୨୩।୫: କୁହାଯାଏ ଯେ ଇତିହାସ ଅଧ୍ୟୟନ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ। ତଥାପି, ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ୟୁନୁସ ଏହାକୁ ବୁଝିପାରିଲେ ନାହିଁ। ଏମିତି ଏକ ବଡ଼ ଭୁଲ କଲେ। କହିରଖୁଛୁ କି, ୟୁନୁସ ମାତ୍ର ଗୋଟିଏ ମାସ ପୂର୍ବରୁ ଚୀନ…

ପାକିସ୍ତାନ ପରେ ଏବେ ବାଂଲାଦେଶର ପାଳି, ମୋଦି ଖେଳିଲେ ବଡ଼ ଗେମ୍‌!

ଢାକା,୨୨।୫: ପାକିସ୍ତାନର ଜେନେରାଲ ଜିଆ ଉଲ ହକ ହୁଅନ୍ତୁ କିମ୍ବା ଅସୀମ ମୁନିର, ସମସ୍ତଙ୍କର ସ୍ବପ୍ନ ସମାନ। ପ୍ରଥମେ ସେନା ଉପରେ ହାତମୁଠା ମଜବୁତ କର ଏବଂ ତା’ପରେ ସରକାରକୁ ଭାଙ୍ଗି ଦିଅ। ଶେଖ ହାସିନାଙ୍କ ପତନ ପରେ ବାଂଲାଦେଶରେ କ୍ଷମତାକୁ…

ପାକିସ୍ତାନ ପରେ ବାଂଲାଦେଶ ଯିବାକୁ ପ୍ଲାନ କରିଥିଲେ ଜ୍ୟୋତି, ପାକିସ୍ତାନୀ ISIଙ୍କ ସହ…

ନୂଆଦିଲ୍ଲୀ,୨୧।୫: ହରିୟାଣାର ହିସାର ନିବାସୀ ଜ୍ୟୋତି ମଲହୋତ୍ରା, ଯିଏ ‘ଟ୍ରାଭେଲ ଉଇଥ ଜୋ’ ନାମକ ଏକ ଲୋକପ୍ରିୟ ଯୁଟ୍ୟୁବ ଚ୍ୟାନେଲ ଚଳାନ୍ତି, ତାଙ୍କୁ ଗୁଇନ୍ଦା ସୂଚନା ଦେବା ଅଭିଯୋଗରେ ଗତ ୧୬ ମେରେ ଗିରଫ କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ଜ୍ୟୋତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri