ବାଂଲାଦେଶ ଯିବନାହିଁ ଭାରତୀୟ ଟିମ୍, BCCI ନେଲା ବଡ଼ ନିଷ୍ପତ୍ତି, ଜାଣନ୍ତୁ ଏହା ପଛର କାରଣ ନୂଆଦିଲ୍ଲୀ,୫।୭: ଭାରତୀୟ ଦଳ ଆଉ ବାଂଲାଦେଶ ଗସ୍ତ କରିବ ନାହିଁ। ଅଗଷ୍ଟ ୨୦୨୫ରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଏକ ହ୍ବାଇଟ ବଲ ସିରିଜ ଅନୁଷ୍ଠିତ ହେବାର ଥିଲା, ଯେଉଁଥିରେ ତିନୋଟି ODI ଏବଂ ତିନୋଟି T20 ମ୍ୟାଚ ଖେଳାଯିବାର...