ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ବଡ଼ଗାଁରେ ‘ରନ୍ ଫର୍ ୟୁନିଟି’: ଏକତାର ବାର୍ତ୍ତା ନେଇ ଦୌଡ଼ିଲେ ୫୦୦ ଛାତ୍ରୀଛାତ୍ର
ବଡ଼ଗାଁ, ୩୧।୧୦(ଅଶୋକ ଷଡ଼ଙ୍ଗୀ): ଦେଶର ଅଖଣ୍ଡତା, ଏକତା ଓ ସଂହତିର ପ୍ରତୀକ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ଶନିବାର ବଡ଼ଗାଁଠାରେ ‘ରନ୍ ଫର୍ ୟୁନିଟି’ (ଏକତା ପାଇଁ ଦୌଡ଼) କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ଆୟୋଜିତ…

