କାଉଡ଼ିଆ ବିବାଦରେ ଯୋଗୀଙ୍କ ସମର୍ଥନରେ ବାହାରିଲେ ବାବା ରାମଦେବ, କହିଲେ-ରେହମାନଙ୍କୁ … ନୂଆଦିଲ୍ଲୀ,୨୧।୭: ଉତ୍ତରପ୍ରଦେଶରେ କାଉଡ଼ିଆ ମାର୍ଗରେ ପଡୁଥିବା ଦୋକାନ ମାଲିକଙ୍କରେ ମଲଙ୍କ ମାନଙ୍କର ଅସଲି ନାମ ଲେଖିବାକୁ ସରକାର ନିର୍ଦ୍ଦେଶ ଦେବା ପରେ ଏହାକୁ ନେଇ ବିବାଦ ଲାଗି ରହିଛି। ଏବେ ଏହି ବିବାଦରେ ଯୋଗଗୁରୁ ବାବା ରାମଦେବ ଏଣ୍ଟ୍ରି ମାରିଛନ୍ତି।...