Pulwama Attack: ମୁଣ୍ଡ ନୁଆଁଇବ ନାହିଁ ଭାରତ; ଆତଙ୍କବାଦୀଙ୍କୁ ଚେତାବନୀ ଦେଳେ ମୋଦି-ଶାହା
ନୂଆଦିଲ୍ଲୀ,୧୪।୨: ୧୪ ଫେବୃଆରୀ ୨୦୧୯ରେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଭାରତର ଇତିହାସରେ ଏକ କଳା ଅଧ୍ୟାୟ ଭାବରେ ଲିପିବଦ୍ଧ କରାଯାଇଛି। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ଅବନ୍ତିପୋରାର ଗୋରିପୋରା ଅଞ୍ଚଳରେ ଏହି ଭୟଙ୍କର ଘଟଣା ଘଟିଥିଲା। ଯେତେବେଳେ ସିଆରପିଏଫ ଗାଡ଼ି ଶ୍ରୀନଗର…
App ban: ଦେଶରେ ୮୦୫ଟି ଆପ, ୩୨୬୬ଟି ୱେବସାଇଟ ବ୍ୟାନ୍
ନୂଆଦିଲ୍ଲୀ,୧୨।୨: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ବଡ଼ ନିଷ୍ପତ୍ତି ନେଇଛନ୍ତି। ସଂସଦୀୟ କମିଟି ବୈଠକରେ ସେ କହିଛନ୍ତି, ଜାତୀୟ ସୁରକ୍ଷା କାରଣରୁ ୮୦୫ଟି ଆପ ଏବଂ ୩୨୬୬ଟି ୱେବସାଇଟ ବ୍ୟାନ୍ କରାଯାଇଛି। ‘ସାଇବର ସୁରକ୍ଷା ଏବଂ ଅପରାଧ’ ସମ୍ପର୍କିତ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସଂସଦୀୟ…
ମୁଁ ଇସ୍ତଫା ଦେଲେ ଖଡ୍ଗେଙ୍କର କିଛି ଲାଭ ହେବ ନାହିଁ, ଆଉ ୧୫ ବର୍ଷ ଅପେକ୍ଷା କରନ୍ତୁ: ଅମିତ ଶାହା
ନୂଆଦିଲ୍ଲୀ,୧୮।୧୨: ଆମ୍ବେଦକର ବିବାଦକୁ ନେଇ ଗୃହ ମନ୍ତ୍ରୀ ଅମିତ ଶାହା କଂଗ୍ରେସ ଉପରେ ବର୍ଷିଛନ୍ତି। ସମ୍ବିଧାନକୁ ନେଇ ବିତର୍କ ବେଳେ ରାଜ୍ୟ ସଭାରେ ସେ ଯାହା ବି କହିଥିଲେ କଂଗ୍ରେସ ତାକୁ କାଠି ଅଧା ଦେଖାଇଛି ବୋଲି ସେ କହିଛନ୍ତି। ଏହାଛଡ଼ା…
‘୩୭୦’ କୁ ନେଇ ଇନ୍ଦିରାଙ୍କୁ ମାନେ ପକାଇଲେ ଅମିତ ଶାହା, ଜାଣନ୍ତୁ କାହିଁକି ?
ପରଭାନି/ଜଲଗାଓଁ/ଧୁଲେ,୧୩ା୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସ୍ବର୍ଗରୁ ଓହ୍ଲାଇ ଆସିଲେ ବି ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ପୁନଃ ଅବସ୍ଥାପିତ କରିପାରିବେ ନାହିଁ ବୋଲି ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ…
ନିଜ୍ଜାର ହତ୍ୟା ପାଇଁ ଶାହା ଦେଇଥିଲେ ନିର୍ଦ୍ଦେଶ, କାନାଡା ମନ୍ତ୍ରୀଙ୍କ ଅଭିଯୋଗ
ଓଟ୍ଟାଓ୍ବା,୩୦ା୧୦: କାନାଡାରେ ଶିଖ୍ ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ଟାର୍ଗେଟ କରିବା ପାଇଁ ହିଂସା, ଧମକ ଓ ଗୋଇନ୍ଦା ତଥ୍ୟ ସଂଗ୍ରହର ଏକ ଅଭିଯାନ ଚଳାଇବାକୁ ଭାରତର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ନିର୍ଦ୍ଦେଶ ଦେଇଥିବା ଓଟ୍ଟାଓ୍ବା ପକ୍ଷରୁ କୁହାଯାଇଛି। ଏହି ଅଭିଯୋଗ ଭାରତ-କାନାଡା…
ଗାନ୍ଧିନଗରରେ ଅମିତ ଶାହାଙ୍କ ଐତିହାସିକ ବିଜୟ
ଗାନ୍ଧିନଗର,୪।୬: ଗୁଜରାଟର ସବୁଠାରୁ ହାଇ ପ୍ରୋଫାଇଲ ଆସନରୁ ପୁଣି ଥରେ ଭାଜପା ଟିକେଟରେ ନିର୍ବାଚନ ଲଢ଼ିଥିବା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୭ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ଏହା ଗୁଜରାଟ ଇତିହାସରେ ସବୁଠାରୁ ବୃହତ ବ୍ୟବଧାନରେ ବିଜୟ…
ରେକର୍ଡ ଦିଗରେ ଅଗ୍ରସର ହେଉଛନ୍ତି ଅମିତ୍ ଶାହା
ନୂଆଦିଲ୍ଲୀ,୪।୬: ସାରା ଦେଶରେ ଲୋକ ସଭା ନିର୍ବାଚନ ଗଣତି ଚାଲୁ ରହିଛି। ଏହାରି ମଧ୍ୟରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ଅମିତ୍ ଶାହା ରେକର୍ଡ ଦିଗରେ ଅଗ୍ରସର ହେଉଛନ୍ତି। ବିରାଟ ବ୍ୟବଧାନରେ ଅମିତ୍ ଶାହ ରହିଥିବା ନିର୍ବାଚନ…
ପୁଣି ଓଡ଼ିଶା ଆସିବେ ମୋଦି; ଯାଜପୁର, ଭଦ୍ରକ ଉପରେ ଅମିତ ଶାହାଙ୍କ ନଜର
ଭୁବନେଶ୍ୱର,୨୨ା୫: ପୁଣି ପ୍ରଚାର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାଜପା ଓଡ଼ିଶା ପ୍ରଭାରୀ ବିଜୟପାଲସିଂ ତୋମାର ଏହି ସୂଚନା ଦେଇଛନ୍ତି। ଆସନ୍ତା ୨୯ ତାରିଖରେ ପ୍ରଧାନମନ୍ତ୍ରୀ ତାଙ୍କର ଏହି ଗସ୍ତରେ କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ଦଳୀୟ ପ୍ରାର୍ଥୀଙ୍କ…
ମୁଁ ଯୁଆଡ଼େ ଯାଏ ଖାଲି ମୋଦି-ମୋଦି ଇକୋ ହୁଏ: ଶାହା
ହାଇଦ୍ରାବାଦ,୯ା୫: ତେଲେଙ୍ଗନାର ଭୋଙ୍ଗୀର ଲୋକ ସଭା ନିର୍ବାଚନମଣ୍ଡଳୀରେ ଏକ ସମାବେଶକୁ ସମ୍ବୋଧିତ କରି ଗୁରୁବାର ଶାହା କହିଛନ୍ତି, ଏହି ନିର୍ବାଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଭାରତୀୟ ଗ୍ୟାରେଣ୍ଟି’ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଚାଇନା ଗ୍ୟାରେଣ୍ଟି’ ମଧ୍ୟରେ ହୋଇଛି। ସେ…
୫ ବର୍ଷରେ ଅମିତ ଶାହାଙ୍କର ଦୁଇଗୁଣା ହେଲା ସମ୍ପତ୍ତି
ନୁଆଦିଲ୍ଲୀ,୨୧।୪: କେନ୍ଦ୍ର ଗୃହମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ଭାଜପା)ର ବରିଷ୍ଠ ନେତା ଅମିତ ଶାହା ଏପ୍ରିଲ ୧୯ ରେ ଗାନ୍ଧିନଗର ଲୋକ ସଭା ର୍ନିବାଚନମଣ୍ଡଳୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ ଅମିତ ଶାହା ଦାଖଲ କରିଥିବା ଆପିଡେଭିଡ୍…
ଏହି କାରଣ କହୁଛି ରାଜ୍ୟରେ ମେଣ୍ଟ ହେବା ଏକପ୍ରକାର ନିଶ୍ଚିତ
ଭୁବନେଶ୍ୱର,୧୩।୩: ରାଜ୍ୟରେ ଭାଜପା-ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଥମୁନାହିଁ। ଦିଲ୍ଲୀରେ ଭାଜପା ମେଣ୍ଟ ପାଇଁ କସରତ କରୁଥିବାବେଳେ ରାଜ୍ୟରେ ବିଜେଡି ନୀରବ ଭାବରେ ଆଲୋଚନା କରୁଛି। କିନ୍ତୁ କୌଣସି ଫଳଫଳ ସାମ୍ନାକୁ ଆସିନାହିଁ। ଏସବୁ ଭିତରେ ଭାଜପା ବୁଧବାର ଦ୍ୱିତୀୟ ପର୍ଯ୍ୟାୟରେ…
ଏପଟେ ମେଣ୍ଟ ଚର୍ଚ୍ଚା: ସେପଟେ ଅମିତ ଶାହାଙ୍କୁ ଭେଟିଲେ ରାଜ୍ୟପାଳ
ଭୁବନେଶ୍ୱର,୧୧।୩: ରାଜ୍ୟରେ ଏବେ ଭାଜପା ଏବଂ ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ଏହି ଚର୍ଚ୍ଚା ମଧ୍ୟରେ ରାଜ୍ୟପାଳ ରଘୁବର ଦାସ ସୋମବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଏନେଇ ରାଜ୍ୟପାଳ ଟୁଇଟ୍ ଯୋଗେ…
Archives


