ତୀର୍ଥ ଯାତ୍ରା ସାରି ବସ୍ରେ ଫେରୁଥିଲେ, ହଠାତ୍ ହୋଇଗଲା ବ୍ରେକ୍ ଫେଲ୍, ତାପରେ… ନୂଆଦିଲ୍ଲୀ, ୦୩।୦୭: ଅମରନାଥ ଯାତ୍ରାରୁ ଫେରୁଥିବା ଏକ ବସ୍ର ବ୍ରେକ୍ ଫେଲ୍ ହୋଇଯିବାରୁ ସେଥିରେ ଯାତ୍ରା କରୁଥିବା ୪୪ ଯାତ୍ରୀଙ୍କ ଜୀବନ ବିପଦରେ ପଡ଼ିଥିଲା । ଏହି ସମୟରେ ଦେବଦୂତ ସାଜିଥିଲେ ସେନା ଯବାନ । ଭାରତୀୟ ସେନା ଏବଂ...