ସ୍କୁଟିକୁ ଧକ୍କା ଦେଲା ଆମ ବସ୍: ୩ ମହିଳା ଗୁରୁତର
କେନ୍ଦୁଝର,୯ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଆଟୋପୁରଠାରେ ସୋମବାର ଏକ ଆମ ବସ୍ ଧକ୍କାରେ ୩ଜଣ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ମହିଳାମାନେ ହେଲେ ସ୍ଥାନୀୟ ଅଞ୍ଚଳର ମାନସୀ ରଣା, ସୁଲୋଚନା ବେହେରା ଓ ମଞ୍ଜୁଲତା ନାଏକ। ସୁଲୋଚନାଙ୍କ…
ପୁଣି ଧକ୍କା ଦେଲା ଆମବସ୍, ରଙ୍ଗ୍ରୁଟ୍ରେ ଆସି ବାପ-ଝିଅଙ୍କୁ…
ଭୁବନେଶ୍ୱର,୨୭ା୬: ପୁଣି ଧକ୍କା ଦେଇଛି ଆମବସ୍। ପ୍ରତିଦିନ ଆମବସ୍ କେଉଁଠି ନା କେଉଁଠି ଦୁର୍ଘଟଣା ଘଟାଉଥିବା ଖବର ଆସୁଛି। ଶନିବାର ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଅଞ୍ଚଳରେ ବାପ-ଝିଅଙ୍କୁ ଧକ୍କାଦେଇଛି ଆମବସ୍। ସ୍କୁଲରୁ ବାପଝିଅ ଫେରୁଥିବାବେଳେ ରଙ୍ଗ୍ରୁଟ୍ରେ ଆସି ଆମବସ୍ ଧକ୍କା ଦେଇଛି। ଦୁର୍ଘଟଣା…

