ଧୋନୀଙ୍କୁ ବାଦ୍ ଦେଇ ଯୁବରାଜ ଗଢିଲେ ସର୍ବକାଳୀନ ପ୍ଲେଇଂ ୧୧, ଦେଖନ୍ତୁ ପୁରା ତାଲିକା ନୂଆଦିଲ୍ଲୀ,୧୪।୭: ଭାରତୀୟ ଟିମ୍ ଚାମ୍ପିଅନ୍ସ ଅଫ୍ ଲିଜେଣ୍ଡ୍ସ ଫାଇନାଲରେ ପାକିସ୍ତାନକୁ ପାଞ୍ଚ ୱିକେଟରେ ହରାଇବା ପରେ ଅଧିନାୟକ ଯୁବରାଜ ସିଂ ତାଙ୍କର ସର୍ବକାଳୀନ ଏକାଦଶ ଚୟନ କରିଛନ୍ତି। ଯୁବରାଜ ନିଜେ ପ୍ରତିଷ୍ଠିତ କ୍ରିକେଟରଙ୍କ ମଧ୍ୟରୁ ଜଣେ ଅଟନ୍ତି, କିନ୍ତୁ ସେ...