କେମିତି ହେଲା ପ୍ଲେନ୍ କ୍ରାଶ୍: ସାମ୍ନାକୁ ଆସିଲା ବଡ଼ କାରଣ
ନୂଆଦିଲ୍ଲୀ,୧୪।୩: ଜୁନ ୧୨ ତାରିଖରେ ଅହମ୍ମଦାବାଦରେ ଘଟିଥିବା ଦୁର୍ଘଟଣା ପରେ ଶନିବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପ୍ରଥମ ସାମ୍ବାଦିକ ସମ୍ମିଳନୀ କରିଛି। ମନ୍ତ୍ରଣାଳୟ କହିଛି ଯେ, ଏୟାର ଇଣ୍ଡିଆର ବିମାନ AI-171 ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବା ପରେ…
ମିଳିଲା ବ୍ଲାକ୍ବକ୍ସ: ଏବେ ଜଣାପଡ଼ିବ ଭୟଙ୍କର ଦୁର୍ଘଟଣା ପଛର କାରଣ
ନୂଆଦିଲ୍ଲୀ,୧୩।୬: ଭାରତର ବିମାନ ସେବା କ୍ଷେତ୍ରରେ ଘଟିଛି ଭୟଙ୍କର ଦୁର୍ଘଟଣା। ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ- ଏଆଇ୧୭୧ (ବୋଇଂ ୭୮୭-୮ ଡ୍ରିମ୍ଲାଇନର) ଉଡ଼ାଣ ଆରମ୍ଭ କରିବାର ମାତ୍ର ୫ ମିନିଟ୍ ମଧ୍ୟରେ ନିକଟସ୍ଥ ବି.ଜେ. ମେଡିକାଲ କଲେଜ ହଷ୍ଟେଲ…
ଥାଇଲ୍ୟାଣ୍ଡରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ, ସଙ୍କଟକୁ ଠେଳି ହୋଇଗଲା ୧୫୬ ଯାତ୍ରୀଙ୍କ ଜୀବନ
ବ୍ୟାଙ୍କକ,୧୩।୬: ଥାଇଲ୍ୟାଣ୍ଡର ଫୁକେଟରେ ଏୟାର ଇଣ୍ଡିଆର ଏକ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା। ଏହି ବିମାନଟି ଫୁକେଟରୁ ନୂଆଦିଲ୍ଲୀ ଆସୁଥିଲା, କିନ୍ତୁ ଶୁକ୍ରବାର ଦିନ ବୋମା ଧମକ ପରେ ଏହାକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା। ଗୁରୁବାର ଅହମଦାବାଦରେ ଏୟାର…
କାହିଁକି ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ମୁମ୍ବାଇରେ କଲା ଜରୁରୀ ଅବତରଣ? ଆକାଶରେ ଚକ୍କର କାଟିଲା ୩ ଘଣ୍ଟା
ମୁମ୍ବାଇ,୧୩।୬: ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ତିନି ଘଣ୍ଟା ଧରି ଆକାଶରେ ରହିବା ପରେ ମୁମ୍ବାଇରେ ପୁନର୍ବାର ଅବତରଣ କରିଛି। ସମ୍ବାଦ ସରବରାହ ସଂସ୍ଥା ପିଟିଆଇ, ଫ୍ଲାଇଟ୍ରାଡାର୨୪ ରୁ ତଥ୍ୟ ଉଦ୍ଧୃତ କରି ରିପୋର୍ଟ କରିଛି ଯେ ବିମାନଟି…
ଖାଉଥିବାବେଳେ ଉପରୁ ଆସିଲା ମୃତ୍ୟୁ: ଆଉ ତା’ପରେ ଘଟିଗଲା…
ନୂଆଦିଲ୍ଲୀ/ଅହମଦାବାଦ,୧୩ା୬:ଅହମଦାବାଦର ବି.ଜେ. ମେଡିକାଲ କଲେଜ ହଷ୍ଟେଲରେ ଡାକ୍ତରୀ ଛାତ୍ରୀଛାତ୍ର ମଧ୍ୟାହ୍ନ ଭୋଜନ କରୁଥିବାବେଳେ ଆସିଥିଲା ମୃତ୍ୟୁ। ଗୁରୁବାର ଅପରାହ୍ନ ୧ଟା ୩୯ ମିନିଟ୍ ସମୟରେ ଏୟାର ଇଣ୍ଡିଆ ବିମାନ ଉକ୍ତ ହଷ୍ଟେଲ ଉପରେ ଖସିଥିଲା। ସେତେବେଳେ ମଧ୍ୟାହ୍ନ ଭୋଜନ ପାଇଁ କ୍ୟାଣ୍ଟିନ୍ରେ…
୧୨ ଜୁନ, କଳାଦିନ: ୭୫ ବର୍ଷ ପୂର୍ବେ ଆଜିର ଦିନରେ ଘଟିଥିଲା ବଡ଼ ବିମାନ ଦୁର୍ଘଟଣା, ଏତିକି ଲୋକଙ୍କ ଯାଇଥିଲା ଜୀବନ
ନୂଆଦିଲ୍ଲୀ,୧୨।୬: ୧୨ ଜୁନ ୨୦୨୫, ଏହି ତାରିଖ ଏବେ ଭାରତରେ କଳା ଦିନ ଭାବେ ଗଣାହେବ। ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ, ଏୟାର ଇଣ୍ଡିଆର ଲଣ୍ଡନ ଯାଉଥିବା ବିମାନ AI171 (ବୋଇଂ ୭୮୭-୮ ଡ୍ରିମଲାଇନର) ଗୁଜରାଟର ଅହମ୍ମଦାବାଦ ବିମାନବନ୍ଦର ନିକଟବର୍ତ୍ତୀ…
ବିମାନରେ କେଉଁଠି ଥାଏ ଇନ୍ଧନ ଟାଙ୍କି, ଦୁର୍ଘଟଣା ପରେ ଏଥିରେ କେମିତି ଲାଗେ ନିଆଁ, ଜାଣନ୍ତୁ…
ଅହମ୍ମଦାବାଦ,୧୨ା୬: ଗୁଜରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଏକ ବିମାନ ଗୁରୁବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଅହମ୍ମଦାବାଦର ମେଘାନୀନଗର ଅଞ୍ଚଳରେ ଘଟିଛି। କୁହାଯାଉଛି,ବିମାନଟି ଉଡ଼ାଣ ଆରମ୍ଭ କରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାହା ପରେ ଲୋକମାନେ ଆକାଶରେ ଧୂଆଁ ଉଠୁଥିବାର ଦେଖିଥିଲେ।…
ବିମାନ ଦୁର୍ଘଟଣା ପରେ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଶାହା
ନୂଆଦିଲ୍ଲୀ,୧୨ା୬: ଗୁରୁବାର ଅପରାହ୍ନରେ ଗୁଜରାଟର ଅହମ୍ମଦାବାଦରେ ଭାରତର ଯାତ୍ରୀବାହୀ ବିମାନ ବୋଇଂ ଡ୍ରିମ୍ଲାଇନ ୭୮୭ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ। ଏହା ପରେ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ…
ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଏୟାର ଇଣ୍ଡିଆ-ଇଣ୍ଡିଗୋ ନେଲା ବଡ଼ ନିଷ୍ପତ୍ତି: ଅନେକ ସହରକୁ ବିମାନ ଉଡ଼ାଣ ବାତିଲ୍
ନୂଆଦିଲ୍ଲୀ,୧୩।୫: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଏକ ବଡ଼ ନିଷ୍ପତ୍ତି ନେଲେ, ଶ୍ରୀନଗର-ଚଣ୍ଡିଗଡ଼ ସମେତ ଅନେକ ସହରକୁ ବିମାନ ଉଡ଼ାଣ ବାତିଲ। ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।…
ତେଲ୍ ଆଭିଭ୍କୁ ବିମାନ ଚଳାଚଳ ସ୍ଥଗିତ ରଖିଲା ଏୟାର ଇଣ୍ଡିଆ
ନୂଆଦିଲ୍ଲୀ,୫ା୫: ଇସ୍ରାଏଲ୍ର ବେନ୍ ଗୁରିଅନ୍ ବିମାନବନ୍ଦରରେ ରବିବାର ହୁଟି ଆତଙ୍କବାଦୀ ମିଶାଇଲ୍ ଆକ୍ରମଣ କରିବା ପରେ ଏୟାର ଇଣ୍ଡିଆ ଆଗାମୀ ୨ ଦିନ ପାଇଁ ତେଲ୍ ଆଭିଭ୍କୁ ବିମାନ ଚଳାଚଳ ସ୍ଥଗିତ ରଖିଛି। ଆକ୍ରମଣ ପରେ ରବିବାର ଦିଲ୍ଲୀରୁ ତେଲ୍ ଆଭିଭ୍ ଯାଉଥିବା…
ବିଳମ୍ବ ହେଲା ବିମାନ, କ୍ରୁ ମେମ୍ବରଙ୍କୁ ଚାପୁଡ଼ା କଷିଦେଲେ ଯାତ୍ରୀ
ନୂଆଦିଲ୍ଲୀ,୨୦ା୪: ଦିଲ୍ଲୀ-ମୁମ୍ବାଇ ବିମାନ ୭ ଘଣ୍ଟାରୁ ଅଧିକ ବିଳମ୍ବ ପାଇଁ ଜଣେ ଯାତ୍ରୀ ଜଣେ କ୍ରୁ ମେମ୍ବରଙ୍କୁ ଚାପୁଡ଼ା ମାରିବା ଘଟଣା ମଧ୍ୟରେ ଏୟାର ଇଣ୍ଡିଆ ସମାଲୋଚନାର ଶିକାର ହୋଇଛି। ଦିଲ୍ଲୀ ବିମାନବନ୍ଦରରେ ଏହି ଘଟଣା ଏବେ ଭାଇରାଲ ହୋଇଥିବା ଏକ…
ଶେଷରେ କେନ୍ଦ୍ରମନ୍ତ୍ରୀଙ୍କୁ କ୍ଷମା ମାଗିଲା Air India: ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲାଟି କ’ଣ
ନୂଆଦିଲ୍ଲୀ,୨୨।୨: କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଭିଯୋଗ ପରେ, ବିମାନ କମ୍ପାନୀ ଏୟାର ଇଣ୍ଡିଆ କ୍ଷମା ପ୍ରାର୍ଥନା କରିଛି। କେନ୍ଦ୍ରମନ୍ତ୍ରୀ ସୋସିଆଲ ମିଡିଆରେ ବିମାନ କମ୍ପାନୀ ବିରୋଧରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଶିବରାଜ ଏୟାର ଇଣ୍ଡିଆ ଉପରେ…
Archives


