Tag Archives: air india

ପୁଣି ଭୟଙ୍କର ଦୁର୍ଘଟଣା! ଏୟାର ଇଣ୍ଡିଆ ବିମାନରେ ଲାଗିଗଲା ନିଆଁ, ହୁ ହୁ ହୋଇ…

ନୂଆଦିଲ୍ଲୀ,୨୨।୭: ଏୟାର ଇଣ୍ଡିଆ ବିମାନକୁ ନେଇ ବଡ଼ ଖବର। ହଠାତ୍‌ ବିମାନରେ ଲାଗିଗଲା ନିଆଁ। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ମାତ୍ରେ ଏୟାର ଇଣ୍ଡିଆର ଏକ ବିମାନରେ ନିଆଁ ଲାଗି ଯାଇଛି। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା...

ଶେଷ ହେଲା ବୋଇଂ ୭୮୭ ଫୁଏଲ କଣ୍ଟ୍ରୋଲ ସ୍ବିଚର ଯାଞ୍ଚ ପ୍ରକ୍ରିୟା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଏୟାର ଇଣ୍ଡିଆର ବୟାନ

ନୂଆଦିଲ୍ଲୀ,୨୨।୭: ଏୟାର ଇଣ୍ଡିଆ ଏହାର ଫ୍ଲିଟରେ ଥିବା ସମସ୍ତ ବୋଇଂ ୭୮୭ ଏବଂ ବୋଇଂ ୭୩୭ ବିମାନର ଇନ୍ଧନ ନିୟନ୍ତ୍ରଣ ସ୍ବିଚ (FCS) ର ଲକିଂ ସିଷ୍ଟମର ଯାଞ୍ଚ ଶେଷ କରିଛି। ମଙ୍ଗଳବାର ଏୟାର ଇଣ୍ଡିଆ କହିଛି ଯେ ଇନ୍ଧନ...

କୋଲକାତା ଅଭିମୁଖେ ୧୫୫ କି.ମି. ବେଗରେ ଗଡୁଥିଲା ଏୟାର ଇଣ୍ଡିଆ ବିମାନ, ହଠାତ୍ ବ୍ରେକ୍ ଦବାଇଦେଲେ ପାଇଲଟ

ନୂଆଦିଲ୍ଲୀ, ୨୨ା୭: ଦିଲ୍ଲୀରୁ କୋଲକାତାକୁ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ (ଫ୍ଲାଇଟ୍ ଏଆଇ୨୪୦୩) ରନୱେରେ ୧୫୫ କିଲୋମିଟର ପ୍ରତି ଘଣ୍ଟା ବେଗରେ ଚାଲିଥିବା ବେଳେ ଟେକ୍ନିକାଲ୍ ତ୍ରୁଟି ଯୋଗୁଁ ଟେକ୍-ଅଫ୍ ବାତିଲ କରାଯାଇଛି। ପାଇଲଟମାନେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର...

ପୁଣି ବଡ଼ ଅଘଟଣ: ରନୱେରେ ଖସିପଡ଼ିଲା Air India ବିମାନ, ଫାଟିଲା ଟାୟାର

ମୁମ୍ବାଇ,୨୧।୭: କୋଚିରୁ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିବା ସମୟରେ ରନୱେରେ ଖସି ପଡ଼ିଛି। ପ୍ରବଳ ବର୍ଷା ଯୋଗୁ ହୋଇଥିବା ଏହି ଦୁର୍ଘଟଣାରେ ବିମାନର ତିନୋଟି ଟାୟାର ଫାଟି ଯାଇଛି। ଆଶ୍ୱସ୍ତିର କଥା ହେଉଛି...

କଠୋର ହେଲା DGCA: ୨୧ ତାରିଖ ସୁଦ୍ଧା ବୋଇଂ ବିମାନର ଇନ୍ଧନ ନିୟନ୍ତ୍ରଣ ସୁଇଚ୍‌ ଯାଞ୍ଚ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୪ା୭:ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ସମ୍ପର୍କିତ ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ଆସିବା ପରେ ବୋଇଂ ୭୮୭ ଏବଂ ବୋଇଂ ୭୩୭ ବିମାନଗୁଡ଼ିକର ଇନ୍ଧନ ନିୟନ୍ତ୍ରଣ ସୁଇଚ୍‌ ଆସନ୍ତା ୨୧ ତାରିଖ ସୁଦ୍ଧା ଯାଞ୍ଚ କରିବାକୁ ସୋମବାର ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ...

ମାତ୍ର ଗୋଟିଏ ସେକେଣ୍ଡରେ ‘ରନ୍‌’ରୁ ‘କଟଅଫ’ ମୋଡକୁ କେମିତି ଚାଲିଗଲା ଉଭୟ ଇଞ୍ଜିନ: ଅହମ୍ମଦାବାଦ୍‌ ପ୍ଲେନ୍‌ କ୍ରାଶ୍‌କୁ ନେଇ ବଡ଼ ଖୁଲାସା

ଅହମ୍ମଦାବାଦ,୧୨।୭: ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ପ୍ରାରମ୍ଭିକ ରିପୋର୍ଟ ଆସିଛି। ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ (AAIB) ର ରିପୋର୍ଟରେ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ଉଡ଼ାଣ ଆରମ୍ଭ ହେବାର ମାତ୍ର କିଛି ସେକେଣ୍ଡ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ...

ଏୟାର ଇଣ୍ଡିଆକୁ ନେଇ ବଡ଼ ଖୁଲାସା! ମୃତକ ପରିବାର ଆଣିଲେ ସାଂଘାତିକ ଅଭିଯୋଗ

ଅହମ୍ମଦାବାଦ,୪।୭: ଗତ ଜୁନ ୧୨ରେ ଅହମ୍ମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା (ଫ୍ଲାଇଟ ଏଆଇ ୧୭୧) ପରେ ଏୟାର ଇଣ୍ଡିଆ ବିରୋଧରେ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ୨୪୧ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ...

ପୁଣି ବଡ଼ ଦୁର୍ଘଟଣା! ଟେକଅଫ୍‌ର କିଛି ସମୟ ପରେ ୯୦୦ଫୁଟ୍‌ ତଳକୁ ଖସିଗଲା ଏୟାର ଇଣ୍ଡିଆ ବିମାନ…

ନୂଆଦିଲ୍ଲୀ,୧।୭: ଜୁନ ୧୨ରେ ଅହମ୍ମଦାବାଦରେ ଏୟାର ଇଣ୍ଡିଆ ଦୁର୍ଘଟଣାର ପ୍ରାୟ ୨ ଦିନ ପରେ, ଆଉ ଏକ ବିମାନ ଦୁର୍ଘଟଣା ହେବାକୁ ଯାଉଥିଲା, କିନ୍ତୁ ପାଇଲଟଙ୍କ ସତର୍କତା ଯୋଗୁଁ, ଦୁର୍ଘଟଣା ପୂର୍ବରୁ ବିମାନକୁ ନିୟନ୍ତ୍ରଣ କରାଯାଇଥିଲା। ଅହମ୍ମଦାବାଦରେ ଏୟାର ଇଣ୍ଡିଆ...

ପୁଣି ଏୟାର ଇଣ୍ଡିଆରେ ବଡ଼ ଦୁର୍ଘଟଣା! ମଝି ଆକାଶରେ କ୍ୟାବିନରୁ ଆସିଲା ପୋଡା ଗନ୍ଧ, ତା ପରେ…

ମୁମ୍ବାଇ,୨୯।୬: କ୍ୟାବିନରେ ପୋଡ଼ା ଗନ୍ଧ ଆସିବାରୁ ଚେନ୍ନାଇ ଯାଉଥିବା ଏକ ଏୟାର ଇଣ୍ଡିଆର ବିମାନକୁ ମୁମ୍ବାଇ ଫେରିବାକୁ ପଡିଛି। ଏୟାର ଇଣ୍ଡିଆ ତା’ର ବିବୃତ୍ତିରେ କହିଛି ଯେ ବିମାନଟି ସୁରକ୍ଷିତ ଭାବରେ ଅବତରଣ କରିଛି। ଚିନ୍ତା କରିବାର କିଛି ନାହିଁ।...

ଯେଉଁ ବିମାନରେ ଯାତ୍ରା କରିବେ ସେହି ବିମାନ କେତେ ପୁରୁଣା ଜାଣନ୍ତୁ ଏମିତି…

ବିଶେଷକରି ଗୁଜରାଟର ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ପରେ ବିମାନରେ ଯାତ୍ରା କରିବାକୁ ଯାତ୍ରୀମାନେ ଭୟ କରୁଛନ୍ତି। ଦୁର୍ଘଟଣା ପରେ ବାରମ୍ବାର ଜରୁରିକାଳୀନ ଅବତରଣ ଏବଂ ଅନେକ ଘଟଣା ଲୋକଙ୍କୁ ଭୟଭୀତ କରିଛି। ଏପରି ପରିସ୍ଥିତିରେ ଯଦି ଆପଣ ବର୍ତ୍ତମାନ ସମୟରେ...

ଲଣ୍ଡନରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ଫ୍ଲାଇଟରେ ୫ ଯାତ୍ରୀଙ୍କ ସହ ୨ କ୍ରୁ ମେମ୍ବରଙ୍କ ବିଗିଡ଼ିଲା ସ୍ବାସ୍ଥ୍ୟ

ମୁମ୍ବାଇ,୨୪।୬: ଲଣ୍ଡନରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନରେ ହଠାତ କେତେଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିବା ପରେ ସମସ୍ତଙ୍କୁ ମେଡିକାଲ ରୁମକୁ ନିଆଯାଇଥିଲା, ଯାହା ପରେ ସେମାନଙ୍କ...

ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ଏୟାର ଇଣ୍ଡିଆର ବଡ଼ କାର୍ଯ୍ୟାନୁଷ୍ଠାନ, ଏହି ରୁଟରେ ବନ୍ଦ କଲା ଉଡ଼ାଣ

ନୂଆଦିଲ୍ଲୀ,୨୩।୬: ତେହେରାନର ଗୁରୁତ୍ୱପୂର୍ଣ୍ଣ ପରମାଣୁ ପ୍ରତିଷ୍ଠାନ ଉପରେ ଇସ୍ରାଏଲର କ୍ଷେପଣାସ୍ତ୍ର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ପ୍ରବଳ ଉତ୍ତେଜନା ରହିଛି। ଇରାନ-ଇସ୍ରାଏଲ ଯୁଦ୍ଧରେ ଆମେରିକାର ପ୍ରବେଶ ଏହି ସଂଘର୍ଷକୁ ଆଗକୁ ବଢାଇବାର ସମ୍ଭାବନାକୁ ବୃଦ୍ଧି କରିଛି। ଏୟାର ଇଣ୍ଡିଆ ରବିବାର କହିଛି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri