ବିନା ଲାଇସେନ୍ସରେ ୯୦୦ରୁ ଅଧିକ ବିମାନ ଉଡ଼ାଣ କରିଛନ୍ତି ଏହି ପାଇଲଟ୍, ପୂରା ଘଟଣା ଜାଣିଲେ… ଅଟାଓ୍ବା,୧୨ା୬: କାନାଡାର ପ୍ରମୁଖ ବିମାନ କମ୍ପାନୀ ଏୟାର କାନାଡା ସହିତ ଜଡ଼ିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୂର୍ବତନ ବିମାନ ପାଇଲଟ୍ ଜେଫ୍ରି ଓ୍ବାଲ ପ୍ରାୟ ୧୭ ବର୍ଷ ଧରି ଆବଶ୍ୟକ ଏବଂ ଉପଯୁକ୍ତ ଲାଇସେନ୍ସ ବିନା ବଡ଼ ଯାତ୍ରୀବାହୀ…