ବିବାହରେ ୯୯% ପୁରୁଷଙ୍କ ଦୋଷ ରହିଥାଏ…, AI ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ପରେ କଙ୍ଗନାଙ୍କ ବୟାନ ନୂଆଦିଲ୍ଲୀ,୧୧।୧୨: ବେଙ୍ଗାଲୁରୁ ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ସାରା ଦେଶରେ ଆଲୋଚନାର ବିଷୟ ପାଲଟିଛି। ପତ୍ନୀଙ୍କ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ସେ ସୋମବାର ନିଜକୁ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ମରିବା ପୂର୍ବରୁ ସେ ପ୍ରାୟ ଦେଢ଼ ଘଣ୍ଟାର...