ବାୟୁସେନାରେ ଅଗ୍ନିବୀର ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି: ଯୁକ୍ତ ୨ ପାସ୍ କରିଥିଲେ ସୁବର୍ଣ୍ଣ ସୁଯୋଗ ନୂଆଦିଲ୍ଲୀ,୧୮ା୧୨: ଭାରତୀୟ ସେନାରେ ଯୋଗଦେବାକୁ ଚାଁହୁଥିବା ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର। ଭାରତୀୟ ବାୟୁସେନା (ଆଇଏଏଫ) ଅଗ୍ନିପଥ ଯୋଜନାରେ ଅଗ୍ନିବୀରବାୟୁ ୦୧/୨୦୨୬ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାରି ହୋଇଥିବା ସୂଚନା ଅନୁଯାୟୀ ଅଗ୍ନିବୀର ବାୟୁ ନିଯୁକ୍ତି ପାଇଁ...