Video: ଦେଖନ୍ତୁ ଛାତିଥରା ଦୃଶ୍ୟ, କେମିତି ଡବଲ ଡେକର ବସକୁ ଘୋଷାଡି ନେଲା ଟ୍ରେନ, ୧୦ ମୃତ ୪୦ରୁ ଅଧିକ ଆହତ
ଆଟଲାକୋମୁଲକୋ,୯।୯: ସୋମବାର ମେକ୍ସିକୋରେ ଏକ ବଡ଼ ଦୁର୍ଘଟଣା ଘଟିଛି, ଯେଉଁଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୪୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏକ ମାଲବାହୀ ଟ୍ରେନ ଏବଂ ଏକ ଡବଲ-ଡେକର ବସ ମଧ୍ୟରେ ଧକ୍କା ହେବା ପରେ…
ବୃଦ୍ଧଙ୍କୁ ଚାପିଦେଲା କାର୍, କ୍ଷତିପୂରଣ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ
ପାଇକମାଳ,୭ା୯(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଥାନା ଡୁଙ୍ଗୁରି ପାଳି ନିକଟରେ ରବିବାର ପୂର୍ବାହ୍ନରେ ଜଣେ ବୃଦ୍ଧଙ୍କୁ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ବୃଦ୍ଧ ଜଣକ ହେଲେ ଡୁଙ୍ଗୁରିପାଲିର ନାଥ ଅଜଗର।(୭୫)। ଗାଡ଼ିଚାଳକ ଜଣକ ପାଇକମାଳ ବ୍ଲକ…
ସ୍ବାସ୍ଥ୍ୟ ପରୀକ୍ଷା କରି ଡାକ୍ତରଖାନାରୁ ଫେରୁଥିଲେ, ଅଟୋ ଉପରେ ମାଡ଼ିଗଲା କାର୍, ସ୍ତ୍ରୀ-ସ୍ବାମୀଙ୍କ ସହ ଚାଳକ ମୃତ..
ଅନୁଗୋଳ,୬ା୯(ମାନସ ବିଶ୍ୱାଳ): ଅନୁଗୋଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ବ୍ରିଜ ନିକଟରେ ଅଟୋ ଉପରେ କାର୍ ମାଡ଼ିଯିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକମାନେ ହେଲେ ବଂଶୀଧର ସେଠୀ, କମଳା ସେଠୀ ଏବଂ ଅଟୋ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୮ ମୃତ ୫୦ରୁ ଅଧିକ ଆହତ
ବୁଲନ୍ଦସହର,୨୫।୮: ଉତ୍ତରପ୍ରଦେଶ ବୁଲନ୍ଦସହରର ଖୁର୍ଜାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। NH ୩୪ରେ ଆର୍ନିଆ ଅଞ୍ଚଳର ଘାଟଲ ଗାଁ ନିକଟରେ ଶ୍ରଦ୍ଧାଳମାନଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର ଟ୍ରଲିକୁ ଏକ କଣ୍ଟେନର ପଛରୁ ଧକ୍କା ଦେଇଥିଲା। ଟ୍ରଲିରେ ଯାତ୍ରା କରୁଥିବା…
ଡ୍ୟୁଟିରୁ ଘରକୁ ଫେରୁଥିଲେ ASI, ଚାପିଦେଲା ଅଜଣା ଗାଡ଼ି
କାମାକ୍ଷାନଗର,୨୪ା୮(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଭାଲୁମୁଣ୍ଡା ନିକଟରେ ଶନିବାର ବିଳମ୍ବିତ ରାତିରେ ପୋଲିସ ଏଏସଆଇ ମାନସ ସିଂହ(୪୨) ମୃତ୍ୟୁ ହୋଇଛି। ମାନସ ଅନୁଗୋଳ ସଦର ଥାନାରେ କାର୍ଯ୍ୟରତ ଥିବା ବେଳେ ତାଙ୍କର ନିଜଘର କଙ୍କଡ଼ାହାଡ ଥାନା ପାଟବେଡା…
କାର୍କୁ ଧକ୍କା ଦେଲା ହାଇଓ୍ବା, ଡ୍ରାଇଭର ନିୟନ୍ତ୍ରଣ ହରାଇ ବସ୍ରେ ପିଟିଦେଲେ
ଖୋର୍ଦ୍ଧା,୨୧ା୮(ପ୍ରଭାତ ପାଣିଗ୍ରାହୀ): ୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ଉପକଣ୍ଠ ପିତାପଲ୍ଲୀ ଛକ ପେଟ୍ରୋଲ ପମ୍ପ ସମ୍ମୁଖରେ ଗୁରୁବାର ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍କୁ ହାଇଓ୍ବା ଧକ୍କା ଦେଇଥିଲା। କାର୍ ଡ୍ରାଇଭର ନିୟନ୍ତ୍ରଣ ହରାଇ ଆଗରେ ଯାଉଥିବା ବସ୍ରେ ପିଟି…
ଜନ୍ମାଷ୍ଟମୀରେ ଅଧାରେ ରହିଗଲା ଜଗନ୍ନାଥ ଦର୍ଶନ, ଦୁର୍ଘଟଣାରେ ଉଡିଗଲା ଗାଡ଼ିର ଛାତ
ଇନ୍ଦୋର,୧୫।୮: ଶୁକ୍ରବାର ଛତିଶଗଡ଼ର ରାଜନନ୍ଦଗାଓଁ ଜିଲାରେ ଏକ କାର ଡିଭାଇଡର ଡେଇଁ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହିତ ଧକ୍କା ହେବା ଫଳରେ ଛଅ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି। ରାଜନନ୍ଦଗାଓଁ ପୋଲିସ ଅଧିକ୍ଷକ…
ତୀର୍ଥଯାତ୍ରା ହେଲା ଶେଷ ଯାତ୍ରା, ବସ-ଟ୍ରକ ଧକ୍କାରେ ୧୦ ମୃତ
କୋଲକାତା,୧୫।୮: ପଶ୍ଚିମବଙ୍ଗରୁ ଏକ ଦୁଃଖଦ ଖବର ଆସିଛି। ବର୍ଦ୍ଧମାନ ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଏକ ଘରୋଇ ବସ ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା…
ସ୍ବାଧୀନତା ଦିବସ ପାଳନ କରିବାକୁ ବିଦ୍ୟାଳୟ ଆସୁଥିଲେ ପ୍ରଧାନଶିକ୍ଷକ, ବାଟରେ ଚାପିଦେଲା ଅଜଣା ଗାଡ଼ି
କେନ୍ଦ୍ରାପଡ଼ା,୧୫ା୮(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଚଣ୍ଡିଖୋଲ-ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥର କେନାଲ ବ୍ରିଜ୍ ନିକଟରେ ଅଜଣା ଗାଡ଼ି ଧକ୍କାରେ ବିଦ୍ୟାଳୟର ଜଣେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତ ପ୍ରଧାନ ଶିକ୍ଷକଙ୍କ ନାମ ହେଲା ବିଜୟ କୁମାର…
ଖୋ ଖୋ ଖେଳିବାକୁ ଯାଇ କାର୍ ଦୁର୍ଘଟଣା: ଜଣେ ମୃତ, ୫ ଗୁରୁତର
ଝାରସୁଗୁଡ଼ା,୧୦ା୮(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସୁନାରୀମୁଣ୍ଡା ଛକରେ ଥିବା ହୋଟେଲ ଉତ୍କଳ କଣ୍ଟିନେଣ୍ଟାଲର ସମ୍ମୁଖରେ ଥିବା ଡିଭାଇଡରରେ କାର୍ ଧକ୍କା ହେବାରୁ ରବିବାର ପୂର୍ବାହ୍ନରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଥିବାରୁ ଝାରସୁଗୁଡ଼ା ମୁଖ୍ୟ ଡାକ୍ତରଖାନାରୁ…
ରାଖୀ ବାନ୍ଧି ଫେରିବାବେଳେ ପିଟିଦେଲା ଗାଡ଼ି, ଚାଲିଗଲା ଝିଅଙ୍କ ଜୀବନ, ମା-ପୁଅ ଗୁରୁତର
ଭୁବନେଶ୍ୱର,୯ା୮: ରକ୍ଷାବନ୍ଧନରେ ରାଜଧାନୀ ଭୁବନେଶ୍ବରରେ ଘଟିଛି ଏକ ଦୁଃଖଦ ଘଟଣା। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଝିଅର ମୃତ୍ୟୁ ଘଟିଥିବାବେଳେ ମା’ ଓ ପୁଅ ଗୁରୁତର ହୋଇ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ଆଜି ସନ୍ଧ୍ୟାରେ ପାତ୍ରପଡ଼ା ପାଖରେ ରାସ୍ତା ପାର୍ ହେଉଥିବାବେଳେ ଏକ…
ମେଡିକାଲ ଯାଉଥିବା ସମୟରେ ଏଏନ୍ଏମ୍ଙ୍କୁ ଧକ୍କା ଦେଲା ହାଇଓ୍ବା
ଭଞ୍ଜନଗର,୮ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ ଏଏନ୍ଏମ୍ ନନ୍ଦିନୀ ଆଚାର୍ଯ୍ୟ (୪୨) ଗୁରୁବାର ଏକ ହାଇଓ୍ବା ଧକ୍କାରେ ଗୁରୁତର ହୋଇଛନ୍ତି । ତାଙ୍କର ଡାହାଣ ହାତଗୋଡ଼ରେ ଆଘାତ ଲାଗିଛି। ତାଙ୍କୁ ପ୍ରଥମେ ଭଞ୍ଜନଗର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି…
Archives


