ଏସିଆ କପ୍ ସେମିଫାଇନାଲରେ ଭାରତ-ପାକିସ୍ତାନ! ଫାଇନାଲ ଟିକେଟ୍ ପାଇଁ ମହାମୁକାବିଲା, ଜାଣନ୍ତୁ କେବେ ଅଛି ମ୍ୟାଚ
ନୂଆଦିଲ୍ଲୀ, ୧୧।୧୧: ଏସିସି ଅଣ୍ଡର-୧୯ ୟୁଥ ଏସିଆ କପ୍ରେ ଭାରତର ଦମ୍ଦାର ବିଜୟ। ଶେଷ ଗ୍ରୁପ ଷ୍ଟେଜ୍ ମ୍ୟାଚରେ ୟୁଏଇକୁ ୭୦ ରନରେ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ପକ୍କା କରିଛି ଟିମ ଇଣ୍ଡିଆ। ଏହା ପୂର୍ବରୁ ପାକିସ୍ତାନ ମଧ୍ୟ ସେମିଫାଇନାଲରେ…

