୨୦୨୭ ଆଇପିଏଲର ସମ୍ପୂର୍ଣ୍ଣ ସିଜନରୁ ବାଦ ପଡ଼ିବେ ପାଟ କମିନ୍ସ? ସଙ୍କେତ ଦେଲେ SRH ଅଧିନାୟକ
ନୂଆଦିଲ୍ଲୀ,୨୨।୧୧: ସନରାଇଜର୍ସ ହାଇଦ୍ରାବାଦର ଜଣେ ଖେଳାଳି ପାଟ କମିନ୍ସଙ୍କ ସହ ହୋଇଥିବା ଏକ ଆଲୋଚନା ବିଷୟରେ ଜଣାଇଛନ୍ତି, ଯେଉଁଥିରେ କମିନ୍ସ ୨୦୨୭ ଆଇପିଏଲରେ ନିଜର ଅଂଶଗ୍ରହଣ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଏବଂ ଦିନିକିଆ…

