Paris Olympics 2024: ଫାଇନାଲରେ ସୁଟର ମନୁ ଭାକର ନୂଆଦିଲ୍ଲୀ,୨୭।୭: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପ୍ରଥମ ଦିନରେ ଭାରତ ପାଇଁ ଭଲ ଖବର ଆସିଛି। ସୁଟର ମନୁ ଭାକର ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି। ମନୁ କ୍ୱାଲିଫାଇଂ ରାଉଣ୍ଡରେ ୫୮୦ ପଏଣ୍ଟ ସହ...