ଓଟିଟି ପ୍ଲାର୍ଟଫର୍ମରେ ରିଲିଜ୍‌ ହେବ ଫିଲ୍ମ‘ତଡପ’

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆହାନ ଶେଟ୍ଟୀ-ତାରା ସୂତରିଆଙ୍କ ଅଭିନୀତ ଫିଲ୍ମ‘ତଡପ’ ଡିସେମ୍ବର ୩ରେ ପ୍ରେକ୍ଷାଳୟରେ ରିଲିଜ୍‌ ହୋଇଥିଲା। କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ପ୍ରଭାବ ପକାଇବାରେ ବିଫଳ ହୋଇଥିଲା। ବର୍ତ୍ତମାନ ଏହି ରୋମାଣ୍ଟିକ୍‌ ଆକ୍ସନ ଫିଲ୍ମଟି ଜାନୁଆରୀ ୨୮ରେ ଓଟିଟି ପ୍ଲାର୍ଟଫର୍ମରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମଟି ୨୦୧୮ ତେଲୁଗୁ ହିଟ୍‌ ଫିଲ୍ମ ଆର୍‌ଏକ୍ସ-୧୦୦ର ଏହା ହେଉଛି ହିନ୍ଦୀ ରିମେକ୍‌। ଯେଉଁଥିରେ ଆହାନ-ତାରାଙ୍କୁ ଦେଖିବାକୁ ମିଳିଥିଲା। ଯାହା ଏବେ ଡିିଜ୍‌ନି + ହଟଷ୍ଟାରରେ ପ୍ରିମିୟର୍‌ ହେବାକୁ ଯାଉଛି।

Share