ସ୍ନେହ, ଯତ୍ନ ଅପେକ୍ଷା ପ୍ରେମିକାଙ୍କଠାରେ ଏହି ଗୁଣକୁ ଅଧିକ ପସନ୍ଦ କରନ୍ତି ପୁଅ, ଜାଣନ୍ତୁ…

ଯେପରି ଝିଅମାନେ ଜୀବନସାଥୀଙ୍କୁ ନେଇ ସ୍ବପ୍ନ ଦେଖିଥାନ୍ତି, ସେ ଗୁଣର ହୁଅନ୍ତୁ ବୋଲି ଚାହାନ୍ତି ସେହିପରି ପୁଅମାନେ ମଧ୍ୟ ସେମାନଙ୍କ ଜୀବନସାଥୀ ଉପରେ ଆଶା ରଖିଥାନ୍ତି। ସେମାନେ ସମସ୍ତେ ଚାହାଁନ୍ତି ଯେ, ତାଙ୍କ ସାଥୀ ତାଙ୍କୁ ଭଲ ପାଆନ୍ତୁ, ତାଙ୍କର ଯତ୍ନ ନିଅନ୍ତୁ, କିନ୍ତୁ ଏହା ବ୍ୟତୀତ କିଛି ଜିନିଷ ଅଛି ଯାହା ଯଦି ମିଳିଯାଏ ତେବେ ଖୁସି ଡବଲ ହୋଇଯାଏ। ପୁଅମାନଙ୍କର ମଧ୍ୟ ଏପରି କିଛି ଇଚ୍ଛା ଥାଏ, ଯାହା ସେମାନେ ସମସ୍ତଙ୍କୁ ପ୍ରକାଶ କରନ୍ତି ନାହିଁ। କିନ୍ତୁ ସେମାନେ ମନେମନେ ଭାବିଥାନ୍ତି।

ପରିବାର ଏବଂ ସାଙ୍ଗମାନଙ୍କ ସହିତ ସମୟ ବିତାଇବାକୁ

ପୁଅମାନେ ସେହିପରି ଝିଅମାନଙ୍କୁ ପସନ୍ଦ କରନ୍ତି, ଯେଉଁମାନେ ସେମାନଙ୍କ ଜୀବନରେ ସାଙ୍ଗ ଏବଂ ପରିବାରର ମହତ୍ତ୍ୱକୁ ବୁଝିଥାନ୍ତି। ଯେଉଁ ସମୟରେ ସେମାନେ ପରିବାର କିମ୍ବା ସାଙ୍ଗମାନଙ୍କ ସହିତ ସମୟ ବିତାଉଥାନ୍ତି ସେହି ସମୟରେ ତାଙ୍କୁ କିଏ ବିରକ୍ତ କରୁ ସେମାନେ ଚାହାନ୍ତି ନାହିଁ। ମାତ୍ର ଅନେକ ଝିଅ ଏପରି କରିଥାନ୍ତି। ଯଦି ଏପରି କରୁ ନଥିବା ଝିଅଟିଏ ମିଳିଯାଏ ପୁଅମାନେ ବେଶି ଖୁସି ହୋଇଯାନ୍ତି।

ବ୍ୟକ୍ତିଗତ ସ୍ଥାନ

ଅନେକ ଝିଅଙ୍କର ଏପରି ଅଭ୍ୟାସ ଅଛି ଯେ, ସେମାନେ ପୁଅମାନଙ୍କୁ ନିଜ ପାଇଁ ସମୟ ବାହାର କରିବାକୁ ଦିଅନ୍ତି ନାହିଁ। ଯେତେବେଳେ ନିଜେ ନିଜ ସହିତ ସମୟ ବିତାଇବା ଆବଶ୍ୟକ କରନ୍ତି। ଝିଇମାନେ ନିଜ ପାଇଁ ସମୟ ବାହାର କରନ୍ତି ହେଲେ ପୁଅ ମାନଙ୍କ ବ୍ୟକ୍ତିଗତ ଭାବେ କିଛି ଭାବିବାକୁ ଦିଅନ୍ତି ନାହିଁ। ଯଦି କେଉଁ ଝିଅ ଜୀବନସାଥୀଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ ନ କରନ୍ତି ସେହି ଝିଅଙ୍କୁ ପାର୍ଟନର ଭାବେ ପାଇ ପୁଅ ଖୁସି ହୁଅନ୍ତି।

କଥା ଶୁଣିବା

ପୁଅମାନେ ଏକ ସାଥୀ ଚାହାଁନ୍ତି ଯିଏ କଠିନ ପରିସ୍ଥିତିରେ ସୁଖରେ ହେଉ କିମ୍ବା ଦୁଃଖରେ ସମସ୍ତ କଥା ଶୁଣନ୍ତି।

ପରିବର୍ତ୍ତନ କରିବାକୁ ଚେଷ୍ଟା
ଅନେକ ଝିଅ ପ୍ରାୟତଃ ପୁଅମାନଙ୍କର ଅଭ୍ୟାସ, ସେମାନଙ୍କର ସ୍ବଭାବ ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତି। ବାରମ୍ବାର ବାଧା ଯୋଗୁଁ ପୁଅମାନେ ମଧ୍ୟ କ୍ରୋଧିତ ହୁଅନ୍ତି। ଯଦି କୌଣସି ଝିଅ ତାଙ୍କୁ ପୂର୍ବପରି ଗ୍ରହଣ କରନ୍ତି ସେ ଅଧିକ ଖୁସି ହୋଇଯାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri