ତପସ୍ବିନୀ ଏକ୍ସପ୍ରେସ୍‌କୁ ପଥର ମାଡ଼: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସମ୍ବଲପୁର,୧୭।୫(ପ୍ରମୋଦ ବହିଦାର): ତପସ୍ବିନୀ ଏକ୍ସପ୍ରେସ ଟ୍ରେନକୁ ପଥର ମାଡ଼ ହୋଇଛି। ଏଥିରେ ଟ୍ରେନର କାଚ ଭାଙ୍ଗିପଡ଼ିଛି। ପଥର ମାଡ଼ ପରେ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ରେଙ୍ଗାଲି ଓ ଝାରସୁଗୁଡ଼ା ମଝିରେ ଏହି ପଥର ମାଡ଼ ସୂଚନା ମିଳିଛି। ଏସି ବଗି ବି-୭ ଉପରକୁ ପଥର ମାଡ଼ ହୋଇଥିବା ଜଣାପଡିଛି। ପଥର ମାଡ଼ର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ରେଲଓ୍ବେ ପୋଲିସ ଘଟଣାର ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ପରିବେଶ ଦିବସ; ୨୧ ଅନୁଷ୍ଠାନକୁ ପ୍ରକୃତି ମିତ୍ର, ୨୧ ଜଣଙ୍କୁ ମିଳିବ ପ୍ରକୃତି ବନ୍ଧୁ ପୁରସ୍କାର

ଭଞ୍ଜନଗର,୪।୬(ବାବୁଲା ପ୍ରଧାନ): ପ୍ରତିବର୍ଷ ଜୁନ୍ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଉଛି । ତେଣୁ ବନ ବିଭାଗ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ…

ବରଗଡ଼ର ବିଭିନ୍ନ ସ୍ଥାନରେ ନିର୍ମିତ ତୋରଣ, ଟେଣ୍ଡର ପ୍ରକ୍ରିୟା ଉପରେ ଜିଲାପାଳଙ୍କୁ ଏହି ଦାବି କଲା ବିଜେଡି

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ କେନାଲର ସୌନ୍ଦର୍ଯ୍ୟକରଣ ଓ ବକ୍ସ କଣ୍ଡୁଇଟ୍ ନିର୍ମାଣକୁ ବିଜୁ ଜନତା ଦଳ ସ୍ବାଗତ କରିଥିବା ବେଳେ ଏହି କାର୍ଯ୍ୟର ସ୍ଥାୟୀତ୍ବ ଓ ଟେଣ୍ଡର…

ଘେରିଲେଣି ବିରୋଧି, କହିଲେ ନିଶାନ୍ତ କାହିଁକି ‘ନିରବ’? ମୁଜାଫରପୁର ହସ୍ପିଟାଲ ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ପରେ…

ପାଟନା,୪।୬: ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲରେ ଘଟିଥିବା ଏକ ଭୟଙ୍କର ଅଗ୍ନିକାଣ୍ଡ ବିହାରର ସ୍ବାସ୍ଥ୍ୟସେବା ଭିତ୍ତିଭୂମି ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ICU ଅଗ୍ନିକାଣ୍ଡରେ ପାଞ୍ଚ ଜଣ…

ଜିତିଲା ଆମେରିକା, ଇରାନ ଉପରେ ଆଉ କରିବ ନାହିଁ ଆକ୍ରମଣ; ମାର୍କୋ ରୁବିଓ କହିଛନ୍ତି: ‘ଅପରେଶନ ଏପିକ ଫ୍ୟୁରି ଶେଷ’

ଓ୍ବାଶିଂଟନ,୪।୬: ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓ ବୁଧବାର ପୁଣି ଥରେ ଦାବି କରିଛନ୍ତି ଯେ ଇରାନ ସହିତ ଯୁଦ୍ଧ ଶେଷ ହୋଇଛି। ବିପରୀତରେ, ଘାତକ ଆକ୍ରମଣ…

ମୃତ୍ୟୁର ୪ ମାସ ପରେ ଖାମେନେଇଙ୍କର ହେବ ଅନ୍ତିମ ସଂସ୍କାର! ବାହାରିବ ପାର୍ଥିବ ଶରୀରର ଶୋଭାଯାତ୍ରା

ତେହରାନ,୪।୬: ହତ୍ୟାର ପ୍ରାୟ ଚାରି ମାସ ପରେ, ଇରାନର ସ୍ବର୍ଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କୁ ଇରାନର ମଶାଦ ସହରସ୍ଥିତ ଇମାମ ରେଜାଙ୍କ ମଠ ନିକଟରେ…

ଘରେ ଥିଲାବେଳେ ଫାଟିଲା AC, ଆଉ ତାପରେ…

ବଲାଙ୍ଗୀର,୪।୬( ସୁନିଲ କୁମାର ମହାନ୍ତି): ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଗଲା ଏସି ।ଏସିଟି ବ୍ଳାଷ୍ଟ ହେବା ପରେ ଉକ୍ତ ଘରେ ଥିବା ଏକ ଚାରିଚକିଆ ଗାଡି…

କଂଗ୍ରେସକୁ ଫେରିବେ ଅମରିନ୍ଦର ସିଂ! ଭାଜପାକୁ ଲାଗିବ ଶକ୍ତ ଝଟକା, ଜାଣନ୍ତୁ ପଞ୍ଜାବ ରାଜନୀତିର ଭିତିରି କଥା

ଚଣ୍ଡିଗଡ଼,୪।୬: ପଞ୍ଜାବରେ ରାଜନୈତିକ କାର୍ଯ୍ୟକଳାପ ପୁଣି ଥରେ ତୀବ୍ର ହୋଇଛି। ଗୁଜବ ଉଠୁଛି ଯେ କଂଗ୍ରେସ ଦଳ ରାଜ୍ୟରେ ନିଜର ହଜିଯାଇଥିବା ଜନ ଆଧାର ପୁନରୁଦ୍ଧାର କରିବା…

ଜ୍ବର ହୋଇଥିବା ବ୍ୟକ୍ତିଙ୍କୁ କ୍ୱାକର ଦେଇଦେଲେ ଭୁଲ ଇଞ୍ଜେକ୍ସନ, ଚାଲିଗଲା ଜୀବନ

ବଲାଙ୍ଗୀର,୪।୬((ସୁନିଲ କୁମାର ମହାନ୍ତି): ଭୁଲ ଇଞ୍ଜେକ୍ସନ ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ଚର୍ଚ୍ଚାର ବିଷୟ ହୋଇଛି । ବଲାଙ୍ଗୀର ଜିଲା ମୁରିବାହାଲ ଥାନା ଅନ୍ତର୍ଗତ ଅଇଁଲାଭଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri