ଶ୍ରୀଲଙ୍କାରେ ଋଣ ପୁର୍ନଗଠନ ବିଲ୍‌କୁ ସଂସଦରେ ବିରୋଧ କରିବେ ବିରୋଧୀ

କଲମ୍ବୋ,୩୦।୬:ଶ୍ରୀଲଙ୍କାରେ ଋଣ ପୁର୍ନଗଠନ ବିଲ୍‌କୁ ବିରୋଧ କରିଛନ୍ତି ବିରୋଧୀ ଦଳ। ଆର୍ଥିକ ସଙ୍କଟରେ ଥିବା ଶ୍ରୀଲଙ୍କାକୁ ବ୍ୟାଙ୍କିଂ ଏବଂ ଆର୍ଥିକ କ୍ଷେତ୍ର ଉପରେ ଏହି ଯୋଜନା ପ୍ରଭାବ ପକାଇବା ବୋଲି ବିରୋଧି ଚିିନ୍ତା ଜାହିର କରିଛନ୍ତି। ଦେଶର ମୁଖ୍ୟ ବିରୋଧୀ ଦଳ ସମାଜି ଜନ ବାଲଓ୍ବେଗୟା(ଏସଜେବି) ଘରୋଇ ପୁର୍ନଗଠନ ବିଲ୍‌ (ଡିଡିଆର୍‌) ବିରୋଧରେ ସଂସଦରେ ଭୋଟ୍‌ ଦେବ ବୋଲି କହିଛି।

ସୂଚନାଯୋଗ୍ୟ, ବୁଧବାର ବିଲ୍‌କୁ କ୍ୟାବିନେଟ ମୋହର ମାରିଛି। ଏହାକୁ ଶନିବାର ସଂସଦର ଅନୁମୋଦନ କରାଯିବ।

Share