Categories: ଫୁରସତ

ବର୍ଗାକାର ତରଭୁଜ, ଦାମ୍‌ ରହିଛି…

ଆପଣ ହୁଏତ ଅନେକ ତରଭୁଜ ଦେଖିଥିବେ ଏବଂ ଖାଇଥିବେ ମଧ୍ୟ। କିନ୍ତୁ କେବେ ଏକ ବର୍ଗାକାର ବା ଚତୁର୍ଭୁଜ ଆକାରର ତରଭୁଜ ଦେଖିଛନ୍ତି କି? ଯଦି ନା ତେବେ ଜାଣନ୍ତୁ ଏପରି ତରଭୁଜ ସମ୍ପର୍କରେ…


ବିଶ୍ୱରେ କେବଳ ଗୋଲାକାର ନୁହେଁ ବରଂ ଚତୁର୍ଭୁଜ ଆକାରର ତରଭୁଜ ଅଛି। ଏହି ତରଭୁଜ ଜାପାନରେ ବହୁଳ ଭାବରେ ଚାଷ କରାଯାଏ। ଏହି ବର୍ଗାକାର ତରଭୁଜର ମୂଲ୍ୟ ପ୍ରାୟ ୬୦ ହଜାର ଟଙ୍କା। ଗୋଟିଏ ଗୋଟିଏ ତରଭୁଜର ଓଜନ ପ୍ରାୟ ପାଞ୍ଚ କେଜି। ଯାହା ଦେଖିବାକୁ ଖୁବ୍‌ ସୁନ୍ଦର। ବାକ୍ସ ପରି ଏହା ଦେଖାଯାଏ।

Share