Categories: ଫୁରସତ

୮ ନୀଳ ଆଖି ଥିବା ସ୍ପାଇଡର, ଦେଖିଲେ ଭୟରେ ଥରି ଉଠିବେ

କାନ୍‌ବେରା,୭ା୧୦: ଅଷ୍ଟ୍ରେଲିଆର ଜଣେ ମହିଳା ତାଙ୍କ ଘର ଅଗଣାରେ ଭିନ୍ନ ଏକ ପ୍ରଜାତିର ସ୍ପାଇଡର ଦେଖି ଭୟରେ ଥରି ଉଠିଥିଲେ। ପରେ ସେ ଏହାର ଫଟୋ ଉଠାଇ ସ୍ପାଇଡର ବିଶେଷଜ୍ଞଙ୍କ ନିକଟକୁ ପଠାଇଥିଲେ। ନ୍ୟୁ ସାଉଥ୍‌ ଓ୍ବେଲ୍‌ସର ଜଣେ ପ୍ରକୃତିପ୍ରେମୀ ଅମାଣ୍ଡା ଡି ଜର୍ଜ୍‌ଙ୍କ ଏହାର କିଛି ଫଟୋ ଉଠାଇ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏହି ଫଟୋକୁ ଲୋକେ ବେଶ୍‌ ପସନ୍ଦ କରିବା ସହ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

Share