ଭାଜପା ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହେଲେ ସୌଦାମିନୀ ଦେହୁରୀ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦେବଗଡ,୯।୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଭାଜପାର ଜିଲା ମହିଳା ମୋର୍ଚ୍ଚା ସଭା ନେତ୍ରୀ ସୌଦାମିନୀ ଦେହୁରୀଙ୍କୁ ଦେବଗଡ଼ ଜିଲା ପାଇଁ ଦାୟିତ୍ୱ ମିଳିଛି। ଦାୟିତ୍ୱ ଦେଇ ଥିବାରୁ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ରାଜ୍ୟ ସଂଗଠନରେ ଥିବା ସମସ୍ତ ପଦାଧିକାରୀମାନଙ୍କୁ ବହୁ ବହୁ ଧନ୍ୟବାଦ ଦେଇଛନ୍ତି। ଖବର ପ୍ରସାର ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି। ଦେବଗଡ଼ ଜିଲାର ମହିଳା ସଂଗଠନକୁ ଆହୁରି ଆଗକୁ ନେବେ ବୋଲି ସୌଦାମିନୀ ଦେହୁରୀ କହିଛନ୍ତି।

Odisha’s No.1 Odia Daily

Share