ସୋନମ ଜଣାଇଲେ କେବେ ଦେଖାଇବେ ପୁଅର ଝଲକ

ମୁମ୍ବାଇ: ବଲିଉଡ ଆକ୍ଟ୍ରେସ୍ ସୋନମ କପୁର ଓ ତାଙ୍କ ସ୍ୱାମୀ ଆନନ୍ଦ ଆହୁଜା ଗତବର୍ଷ ଏକ ପୁତ୍ର ସନ୍ତାନକୁ ସ୍ୱାଗତ କରିଥିଲେ । ସେବେଠାରୁ ତାଙ୍କ ପ୍ରଶଂସକମାନେ ଅଭିନେତ୍ରୀଙ୍କ ପୁଅର ଝଲକ ଦେଖିବାକୁ ବଡ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି । ଏବେ ସୋନମ କହିଛନ୍ତି ଯେ କେବେ ସେ ବାୟୁ କପୁର ଆହୁଜାଙ୍କ ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରଶଂସକଙ୍କ ପାଇଁ ଶେୟାର କରିବେ । ଏକ ଲାଟେଷ୍ଟ ଇଣ୍ଟରଭ୍ୟୁରେ ସୋନମ କହିଛନ୍ତି, ଗୋଟେ ଭଲ ବ୍ରେକଅପ୍ ପରେ ଏବେ ସେ ଫିଲ୍ମକୁ କମବ୍ୟାକ କରିବାକୁ ଚାହୁଁଛନ୍ତି । ସେ କହିଛନ୍ତି ମୁଁ ପୁଣିଥରେ ସେଟକୁ ଫେରିବାକୁ ଅପେକ୍ଷା କରି ରହିଛି ।
ନ୍ୟୁଜ ଏଜେନ୍ସି ପିଟିଆଇକୁ ଦେଇଥିବା ଇଣ୍ଟରଭ୍ୟୁରେ ସୋନମ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୁଅ ବାୟୁଙ୍କ ଫଟୋ କେବେ ଶେୟାର କରିବେ ତାକୁ ନେଇ କହିଛନ୍ତି, ମୋତେ ଲାଗୁଛି ଯେପର୍ଯ୍ୟନ୍ତ ସେ ବଡ ହୋଇନାହିଁ, ବାସ୍ତବାରେ ସେ ଯେତେବେଳେ ସ୍ଥିର କରିବ ସେତେବେଳେ ହୁଏତ ତା’ର ଫଟୋ ସୋସିଆଲ ମିଡିଆରେ ଶେୟାର କରାଯିବ ।
ଏହି ଇଣ୍ଟରଭ୍ୟୁରେ ସୋନମ କହିଛନ୍ତି, ମାଆ ହେବା ଏକ ଭଲ ଅବସର, ହେଲେ ଏବେ ମୁଁ ପୁଣିଥରେ ଫିଲ୍ମ ଦୁନିଆକୁ କମବ୍ୟାକ କରିବାକୁ ଚାହୁଁଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାରେ ଆଲିୟା

ଆଲିୟାଙ୍କ ଅଭିନୀତ ‘ବ୍ରହ୍ମାସ୍ତ୍ର’ ଏବେ ରିଲିଜ ଅପେକ୍ଷାରେ ରହିଛି। ଏହି ଖୁସିରେ ସେ ଏକ ଡିନର ପାର୍ଟିର ଆୟୋଜନ କରିଥିଲେ। ଏଥିରେ ତାଙ୍କର କେତେ ଜଣ...

ପିଲାବେଳୁ ଆକ୍ସନ୍‌ ସିନ୍‌ ପସନ୍ଦ…

ଚେନ୍ନାଇ: ସାଉଥ ଫିଲ୍ଟ ଷ୍ଟାର୍‌ ଆଲୁ ଅର୍ଜୁନଙ୍କୁ ଗୁରୁବାର ୩୮ବର୍ଷ ପୂରଣ ହୋଇଛି। ସେ ୧୯୮୩ ଏପ୍ରିଲ ୮ରେ ଚେନ୍ନାଇଠାରେ ଜନ୍ମଗ୍ରହଣ କରିଥିଲେ। ଛୋଟ ପିଲା...

କରୋନା ଯୋଦ୍ଧାଙ୍କ ପାଇଁ ୫ କୋଟି ଟଙ୍କା ଦାନକଲେ ଉର୍ବଶୀ

କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଦେଶବାସୀ ତଥା ସରକାରଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଅନେକ ବଲିଉଡ୍‌ କଳାକାର। ଏହି ତାଲିକାରେ ସାମିଲ ହୋଇଛନ୍ତି...

ବୋଲ୍ଡନେସ୍‌ରେ ଉର୍ଫିଙ୍କୁ ପଛରେ ପକାଇଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ରେ ଉର୍ଫି ଜାଭେଦ ତାଙ୍କର ବୋଲ୍ଡନେସ୍‌ ପାଇଁ ବେଶ୍‌ ଜଣାଶୁଣା। କିନ୍ତୁ ଏବେ ଉର୍ଫିଙ୍କୁ ପଛରେ ପକାଇଛନ୍ତି ଅଭିନେତ୍ରୀ ସୋଫିଆ ଅନସାରୀ। ସୋସିଆଲ ମିଡିଆରେ...

୨୦ କିଲୋ ଓଜନ ଲେହେଙ୍ଗା ପିନ୍ଧି ଚର୍ଚ୍ଚାରେ ଏହି ବୋଲ୍ଡ ଅଭିନେତ୍ରୀ

ଭୋଜପୁରୀର ହଟ୍‌ ଏବଂ ବୋଲ୍ଡ ଅଭିନେତ୍ରୀ ରାନୀ ଚାଟାର୍ଜୀ ନିଜର ଫିଲ୍ମ ଏବଂ ଅଭିନୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଭୋଜପୁରୀ ସିନେମାରେ ସଫଳ ହେବା...

ବାବୁସାନ୍‌ଙ୍କ ଜାମିନ ଆବେଦନରେ ପୂର୍ଣ୍ଣଚ୍ଛେଦ

କଟକ ଅଫିସ,୪ା୮: ଓଲିଉଡ୍‌ ଅଭିନେତା ବାବୁସାନ ମହାନ୍ତି ହାଇକୋର୍ଟରେ ଆଗୁଆ ଜାମିନ ପାଇଁ କରିଥିବା ଆବେଦନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ତଦନ୍ତରେ ବାବୁସାନ ସହଯୋଗ କରିଥିବାରୁ ହାଇକୋର୍ଟ...

ସାରାଙ୍କୁ ଡେଟ୍‌ କରୁଛନ୍ତି ଶୁଭମନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲି ଖାନ୍‌ ଏବେ ତାଙ୍କ ରିଲେଶନସିପ୍‌କୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ସାରା କ୍ରିକେଟର ଶୁଭମନ୍‌ ଗିଲ୍‌ଙ୍କ ସହ ସମ୍ପର୍କକୁ...

ଗର୍ଲଫ୍ରେଣ୍ଡଙ୍କ ପାଇଁ ପାହାଡ ଉପରୁ ଡେଇଁ ପଡିଥିଲେ ଏହି ପ୍ରସିଦ୍ଧ ନିର୍ଦ୍ଦେଶକ

ଆଜି ବଲିଉଡର ଜଣାଶୁଣା ନିର୍ମାତା-ନିର୍ଦ୍ଦେଶକ କରଣ ଜୋହର ତାଙ୍କର ୪୯ ତମ ଜନ୍ମଦିନ ପାଳନ କରୁଛନ୍ତି। କରଣ ଜୋହର ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ...

Advertisement
Archives

Model This Week