ସଲମାନଙ୍କ ଭଳି ଆଜି ବି ଅବିବାହିତା ତାଙ୍କର ଏହି ପ୍ରେମିକା: ସମ୍ପର୍କକୁ ନେଇ କହିଲେ ‘ ପାଞ୍ଚ ବର୍ଷ ହେଲାଣି…’

ବମ୍ବେ: ନବେ ଦଶକର ଅଭିନେତ୍ରୀ ସୋମି ଅଲି ଏବେ ଲାଇମ୍‌ଲାଇଟ୍‌ରୁ ଦୂରରେ। ଏକଦା ସେ ଦବଙ୍ଗ ଖାନ୍‌ ସଲମାନଙ୍କ ପ୍ରେମିକା ଥିବାବେଳେ ଆଜିଯାଏ ବିବାହ କରିନାହାନ୍ତି। ଏହା ପଛରେ କି କାରଣ ରହିଛି ସେ ନେଇ ସୋମିଙ୍କୁ ପଚରାଯାଇଥିଲା। ନିକଟରେ ସେ ସଲମାନଙ୍କ ସହ ସମ୍ପର୍କ, ଚଳଚ୍ଚିତ୍ରକୁ ଫେରିବା ଭଳି ଅନେକ ପ୍ରସଙ୍ଗରେ ଖୋଲାଖୋଲି ଭାବେ କହିଛନ୍ତି।

ଏକ ସାକ୍ଷାତକାରରେ ସୋମି ପ୍ରେମରେ ପଡ଼ିବା ନେଇ କହିଛନ୍ତି, ସେତେବେଳେ ସଲମାନ ନିଜର ପ୍ରଯୋଜନା ସଂସ୍ଥା ଆରମ୍ଭ କରିଥିଲେ। ସେ ଫିଲ୍ମ ‘ବୁଲନ୍ଦ’ରେ ତାଙ୍କ ବିପରୀତ ନାୟିକା ଖୋଜୁଥିଲେ। ନେପାଳର ରାଜଧାନୀ କାଠମାଣ୍ଡୁରେ ଫିଲ୍ମର ଶୁଟିଂ କରାଯାଇଥିଲା। ଦୁର୍ଭାଗ୍ୟବଶତଃ ସେତେବେଳେ ମୁଁ ଫିଲ୍ମଜଗତ ପାଇଁ ନୂଆ ଥିଲି। ଏଣୁ ଫିଲ୍ମର ପ୍ରଯୋଜକଙ୍କ ସହ ମତଭେଦ ହୋଇଥିଲା। ଏହା ଆମ ସମ୍ପର୍କର ଆରମ୍ଭ ଥିଲା।

ଏବେ ସଲମାନଙ୍କ ସହ ସମ୍ପର୍କରେ ଅଛନ୍ତି କି ପ୍ରଶ୍ନରେ ସୋମି କହିଛନ୍ତି, ମୁଁ ଗତ ପାଞ୍ଚ ବର୍ଷ ଧରି ସଲମାନଙ୍କ ସହ କଥା ହୋଇନାହିଁ। ଜୀବନରେ ଆଗକୁ ବଢ଼ିବା ଜରୁରୀ ବୋଲି ମୁଁ ଭାବୁଛି। ଡିସେମ୍ବର ୧୯୯୯ରେ ଆମେ ଅଲଗା ହୋଇଥିଲୁ। ଏହାପରେ ତାଙ୍କର କେତେଜଣ ପ୍ରେମିକା ଆସିଛନ୍ତି ସେ ବିଷୟରେ ଜାଣିନାହିଁ। କେବଳ ଏତିକି ଜାଣେ ତାଙ୍କ ଏନ୍‌ଜିଓ ବିଙ୍ଗ୍‌ ହ୍ୟୁମାନ ବହୁତ ଭଲ କାମ କରୁଛି। ମାନସିକସ୍ତରରେ ମଧ୍ୟ ସଲମାନଙ୍କ ସହ ଯୋଗାଯୋଗ ନ କରିବା ମୋ ପାଇଁ ଭଲ ବୋଲି ସୋମି କହିଛନ୍ତି।

ବିବାହକୁ ନେଇ ଏବେ କୌଣସି ଯୋଜନା ନ ଥିବା ସୋମି କହିଛନ୍ତି। ସେ ବାହା ହେବାକୁ ଚାହାନ୍ତି ନାହିଁ। ୨୪ ବର୍ଷ ପରେ ସେ ସମୟ ଅତିବାହିତ ହୋଇଯାଇଥିବା ତାଙ୍କୁ ଲାଗୁଛି। ଯଦି କେହି ସାଥୀ ମିଳନ୍ତି ତେବେ ସେ ରହିବାକୁ ପ୍ରସ୍ତୁତ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଭୟଙ୍କର ଦୁର୍ଘଟଣା: ଡିଭାଇଡରରେ ପିଟି ହୋଇ ରାଜପଥରେ ଓଲଟିଲା ବସ୍, ୧୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୨।୧୨: ଇଣ୍ଡୋନେସିଆରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ଏକ ଯାତ୍ରୀବାହୀ ବସ୍...

୭ଦିନ ଜାରି ରହିବ ଶୀତ ଲହରି

ଭୁବନେଶ୍ୱର,୨୨ା୧୨(ବନ୍ଦନା ସେଠୀ): ରାଜ୍ୟରେ ଶୀତ ଲହରି ଜାରି ରହିବ। ଆସନ୍ତା ୭ଦିନ ପର୍ଯ୍ୟନ୍ତ ପାଣିପାଗର କୌଣସି ବିଶେଷ ପରିବର୍ତ୍ତନ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି: ଗୁରୁକୁଳ ଖୋଲିବା ସହ ଶୀତ ମହୋତ୍ସବ ହେବ ଆଡମ୍ବରପୂର୍ଣ୍ଣ

ଦାରିଙ୍ଗବାଡି, ୨୨।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସୋମବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗସ୍ତ କରିଛନ୍ତି। ସେ ସକାଳ...

ମଝି ଆକାଶରେ ଅଟକିଗଲା ଶହଶହ ଯାତ୍ରୀଙ୍କ ଜୀବନ, ଟେକ୍‌ ଅଫ୍‌ର କିଛି ମିନିଟ୍‌ ଘଟିଲା ଏମିତି…

ନୂଆଦିଲ୍ଲୀ,୨୨।୧୨: ସୋମବାର ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଦିଲ୍ଲୀ ଫେରିବାକୁ ବାଧ୍ୟ ହୋଇଥିଲା।...

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ଶରୀରର ସୁରକ୍ଷା କବଚ : ଆଣ୍ଟିଅକ୍ସିଡାଣ୍ଟ

ଆଜିକାଲି ସ୍ବାସ୍ଥ୍ୟ ଓ ପୋଷଣ କ୍ଷେତ୍ରରେ ଆଣ୍ଟିଅକ୍ସିଡାଣ୍ଟ (Antioxidant) ବିଷୟରେ ବେଶ୍‌ ଚର୍ଚ୍ଚା ହେଉଛି। ତେବେ ପ୍ରଶ୍ନ ଉଠେ: ଆଣ୍ଟିଅକ୍ସିଡାଣ୍ଟ କ’ଣ, ଏହା ଆମ ଶରୀର...

ଜାଣି ରଖନ୍ତୁ କିପରି କିଡ୍‌ନୀକୁ ରଖିବେ ସୁସ୍ଥ

ଆମ ଶରୀରର ଅନ୍ୟତମ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri