Categories: ଜାତୀୟ

ବିବାହ ବନ୍ଧନରେ ବାନ୍ଧି ହେଲେ ସ୍ମୃତି ଇରାନୀଙ୍କ ଝିଅ

ନୂଆଦିଲ୍ଲୀ,୯।୨: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଶନେଲ ଇରାନୀ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରାଜସ୍ଥାନର ନାଗୌରର ୫୦୦ ବର୍ଷ ପୂରୁଣା ତଥା ଖୀବସର ଫୋର୍ଟରେ ସେ ଅର୍ଜୁନ ଭଲ୍ଲାଙ୍କୁ ବିବାହ କରିଛନ୍ତି। ତେବେ ବିବାହ ପରେ ଏହାର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଫେବୃୟାରୀ ୭ରୁ ୯ ଯାଏ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସମଗ୍ର ଖୀବସର ଫୋର୍ଟକୁ ସୁନ୍ଦର ଭାବେ ସଜାଯାଇଥିଲା।

Share