କୁର୍ତ୍ତି ସହ ସ୍କର୍ଟ

ଫ୍ୟାଶନ ଟ୍ରେଣ୍ଡରେ ଅଲଗା ଦେଖାଯିବା ପାଇଁ ସ୍କର୍ଟ ସହ କୁର୍ତ୍ତି ମ୍ୟାଚ କରି ପିନ୍ଧିପାରିବେ। ଏହା ପିନ୍ଧିବା ପାଇଁ ଆରାମଦାୟକ
ହେବା ସହିତ ଏଥେନିକ୍‌ ଲୁକ୍‌ ଦେବ…

ସର୍ଟ କୁର୍ତ୍ତି ପିନ୍ଧିବାକୁ ପସନ୍ଦ କରୁଥିଲେ ମ୍ୟାଚ କରି ସ୍କର୍ଟ ପିନ୍ଧିପାରିବେ। ଏହା ସହିତ ଦୁପଟା ବି ପକାଇପାରିବେ। ଏଭଳି ପୋଷାକ ବହୁତ ସୁନ୍ଦର ଲାଗିବ। ଏହା ସହିତ ମ୍ୟାଚିଂ କରି ଇୟରରିଂ ପିନ୍ଧିଲେ ଭଲ ଲାଗିବ।
ବିବାହ ଉତ୍ସବ କିମ୍ବା ସ୍ବତନ୍ତ୍ର ଦିନଗୁଡ଼ିକରେ ଲଙ୍ଗ୍‌ ଅନାରକଲି ସହିତ ସ୍କର୍ଟ ପିନ୍ଧିପାରିବେ। ଏହି ପୋଷାକ ସହ ହେଭି ଦୁପଟା ସୁନ୍ଦର ଲାଗିବ। ବିଭିନ୍ନ ପ୍ରକାର ଅଳଙ୍କାର ପିନ୍ଧିଲେ ବି ଏହି ପୋଷାକ ସହ ଭଲ ଲାଗିବ।
ସିମ୍ପଲ ଓ ଷ୍ଟ୍ରେଟ୍‌ କୁର୍ତ୍ତି ସହିତ ମ୍ୟାଚ୍‌ କରି ବିଭିନ୍ନ ରଙ୍ଗର ସ୍କର୍ଟ ପିନ୍ଧି ଆପଣ ଅଫିସ୍‌, ମାର୍କେଟ କିମ୍ବା ଯେକୌଣସି ସ୍ଥାନକୁ ଯାଇପାରିବେ। ଏହି ପୋଷାକ ଉଭୟ ଫର୍ମାଲ ଏବଂ କାଜୁଆଲ୍‌ ଲୁକ୍‌ ଦେବ। ଦୁପଟା ପକାଇ ଆପଣ ଚାହିଁଲେ ନିଜକୁ ଏକ ଟ୍ରାଡିଶନାଲ୍‌ ଲୁକ୍‌ ବି ଦେଇପାରିବେ।
ବିଭିନ୍ନ ଡିଜାଇନର କୁର୍ତ୍ତିକୁ ମଧ୍ୟ ମ୍ୟାଚ୍‌ କରି ସ୍କର୍ଟ ସହ ପିନ୍ଧିହେବ। ଯେକୌଣସି ପ୍ରକାର କୁର୍ତ୍ତି ସହ ସ୍କର୍ଟ ପିନ୍ଧି ଇୟରରିଂ ଓ ଅନ୍ୟ ଗହଣା ଲଗାଇ ଭିନ୍ନ ଭିନ୍ନ ଲୁକ୍‌ ଦେଇହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

ସୃଷ୍ଟି ହେବ ଗଜକେଶରୀ ଯୋଗ, ଏହି ୨ ରାଶିର ବ୍ୟକ୍ତିଙ୍କର କ୍ୟାରିଅରରେ ହେବ ଉନ୍ନତି

ଗ୍ରହ ଏବଂ ନକ୍ଷତ୍ର ମଣ୍ଡଳର ଗତିକୁ ଆଧାର କରି ୨୦୨୬ ମସିହାର ପ୍ରଥମ କିଛି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମକର ସଂକ୍ରାନ୍ତି ପୂର୍ବରୁ ଏହି ୩ ରାଶିର ଚମକିବ ଭାଗ୍ୟ, ଘଟିବାକୁ ଯାଉଛି…

୨୦୨୬ରେ, ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯିବ, ଯେତେବେଳେ ସୂର୍ଯ୍ୟ ଧନୁ ରାଶି ଛାଡି ମକର ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ମକର...

ନୂଆବର୍ଷରେ BSNLର ଦମଦାର ଅଫର୍‌, ମାସେ ଯାଏ ଫ୍ରି ଇଣ୍ଟଟରନେଟ୍‌କୁ ସବୁ ମାଗଣା!

ନୂଆଦିଲ୍‌ଲୀ,୨୭।୧୨: ସୁଲଭ ରିଚାର୍ଜ ପ୍ଲାନ ସହିତ ଉପଭୋକ୍ତାମାନଙ୍କୁ ଆକର୍ଷିତ କରିଥିବା ସରକାରୀ ଟେଲିକମ କମ୍ପାନୀ BSNL, ନୂତନ ବର୍ଷ ପାଇଁ ଏକ ଚମତ୍କାର ଅଫର ଘୋଷଣା...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

ଏହି ରାଶି ଉପରେ ଶନିଙ୍କ ପ୍ରକୋପ, ସାଢେ ସତୀ ଚାଲିରେ ବରବାଦ ହୋଇଯିବେ!

୨୦୨୬ରେ, ଶନି ସାରା ବର୍ଷ ପାଇଁ ମୀନ ରାଶିରେ ଭ୍ରମଣ କରିବେ, ଯାହା ଫଳରେ ମେଷ, ମୀନ ଏବଂ କୁମ୍ଭ ରାଶି ଶନିଙ୍କ ସାଡେ ସତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri