Categories: ଖେଳ

ଏସିଆନ୍‌ ଗେମ୍ସ ୨୦୨୩: ମହିଳା-ପୁରୁଷ କ୍ରିକେଟ୍‌ ଟିମ୍‌ରେ ପରିବର୍ତ୍ତନ

ନୂଆଦିଲ୍ଲୀ,୧୭।୯:ଏସିଆନ ଗେମ୍ସ ଲାଗି ପୁରୁଷ ଏବଂ ମହିଳା କ୍ରିକେଟ ଦଳରେ ଛୋଟ ପରିବର୍ତ୍ତନ କରିଛି ବିସିସିଆଇ। ସେପ୍ଟେମ୍ବର ୨୩ରୁ ଆୟୋଜିତ ହେବାକୁ ଥିବା ଏହି ଟୁର୍ନାମେଣ୍ଟ ଲାଗି ଉଭୟ ଟିମ୍‌ର ଗୋଟିଏ ଗୋଟିଏ ଖେଳାଳି ବଦଳିଛନ୍ତି। ପୁରୁଷ କ୍ରିକେଟ ଟିମ୍‌ରେ ଦ୍ରୁତ ବୋଲର ଶିବମ ମାଭିଙ୍କ ସ୍ଥାନରେ ଆକାଶଦୀପଙ୍କୁ ସାମିଲ କରାଯାଇଛି। ଶିବମଙ୍କ ପିଠିରେ ଆଘାତ ଲାଗିଛି। ସେହିଭଳି ମହିଳା ଟିମ୍‌ରେ ପୂଜା ବସ୍ତ୍ରାକରଙ୍କୁ ସାମିଲ କରାଯାଇଛି। ପୂର୍ବରୁ ତାଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବେ ସୁଯୋଗ ଦିଆଯାଇଥିଲା। ସେ ଆଣ୍ଠୁରେଅଞ୍ଜଳିଙ୍କ ସ୍ଥାନ ନେଇଛନ୍ତି।

Share